ଏହି ୪ଟି ନାମର ପୁଅ ଯାହାକୁ ଭଲ ପାଇଥାନ୍ତି ଜୀବନ ଦେବାକୁ ବି ପଛାନ୍ତି ନାହିଁ

ଦୁନିଆରେ ଭଗବାନ ସମସ୍ତଙ୍କୁ ବହୁତ ଅଲଗା କରି ଜନ୍ମ ଦେଇଛନ୍ତି ସମସ୍ତଙ୍କ ଗୁଣ ସ୍ଵଭାବ ବହୁତ ଅଲଗା ଅଲଗା ହୋଇଥାଏ ତେବେ ଝିଅ ମାନେ ନିଜ ଜୀବନ ସାଥି ବା ଭଲ ପାଇବା ପାଇଁ ଝିଅ ମାନେ ବହୁତ ବାଛି ଥାନ୍ତି, ତେବେ କୁହାଯାଏ ଯେ କିଛି ଲୋକଙ୍କ ନେଚର ଏତେ ଭଲ ହୋଇଥାଏ ଯେ ସମସ୍ତଙ୍କୁ ତାଙ୍କ ନେଚର ଭଲ ସମସ୍ତଙ୍କୁ ଭଲ ଲାଗିଥାଏ ଓ ଲୋକ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ସମସ୍ତେ ନିଜେ ଜୀବନସାଥୀ ବା କୌଣସି ସମ୍ପର୍କ ପାଇଁ ଭଲ ଲୋକକୁ ବାଛିବା ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ନାମ ପୁଅ ଝିଅ ମାନଙ୍କୁ ପସନ୍ଦ ଆସନ୍ତି ଓ ଝିଅ ମାନଙ୍କ ସହ ବହୁତ ଭଲ ସମ୍ପର୍କ ରଖି ପାରନ୍ତି ।

Image Courtesy: Google

୧. ଏ :

ଏ ନାମ ପୁଅ ବହୁତ ଶାନ୍ତ ଶ୍ରୀଷ୍ଟ ଓ ଝିଅ ମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି, ଏହି ନାମ ପୁଅ ଠାରେ ସମ୍ପର୍କରେ ଆସିଲା ପରେ ନିଜ ସାଥିର ବହୁତ ଭଲ ଧ୍ୟାନ ରଖନ୍ତି ଓ କେବେ ବି ତାଙ୍କୁ ଦୁଃଖ ଦିଅନ୍ତି ନାହିଁ ଏହା ଛଡା କେବେ ବି ନିଜ ଜୀବନସାଥିକୁ କୌଣସି ପ୍ରକାର ସମସ୍ଯାରେ ଏକା ଛାଡି ନଥାନ୍ତି, ଯେତେ କାମ ଥିଲେ ମଧ୍ୟ ନିଜ ଜୀବନସାଥୀକୁ ସମୟ ଦବା କେବେ ଭୁଲନ୍ତି ନାହିଁ ।

Image Courtesy: Google

୨. ପି :

ଏହି ନାମ ପୁଅ ବହୁତ ମିଠା କଥା କହିବା ଜାଣିଥାନ୍ତି ଯାହା ଦ୍ଵାରା ବହୁତ ଶୀଘ୍ର ଝିଅଙ୍କୁ ମନେଇ ନିଅନ୍ତି କିନ୍ତୁ କେବେ କାହାକୁ ଦୁଃଖ ଦବାକୁ ଇଛା କରନ୍ତି ନାହିଁ ଏହି ଭଳି ପୁଅଙ୍କୁ ବହୁତ ଶୀଘ୍ର ଝିଅ ମିଳିଥାନ୍ତି କାହିଁକିନା ଏହି ଭଳି ପୁଅ ଝିଅଙ୍କ ପରି କଥା କହିବା ବହୁତ ପସନ୍ଦ କରିଥାନ୍ତି ।

୩. କେ :

ଏହି ନାମ ପୁଅ ଝିଅ ମାନଙ୍କ ମନ ପଢିବା ବହୁତ ଭଲ ଭାବରେ ଜାଣିଥାନ୍ତି, ଏହି ନାମ ପୁଅଙ୍କର ଝିଅ ସାଙ୍ଗ ବହୁତ ହୋଇଥାନ୍ତି, ଏହି ପୁଅ ବହୁତ ଭଲ ବ୍ୟବହାର କରିଥାନ୍ତି, ଏହି ପୁଅ ବହୁତ ସଂସ୍କାରୀ ହବା ସହ ବହୁତ ଭାବି ଚିନ୍ତି କଥା ହୁଅନ୍ତି ଯାହା ଦ୍ଵାରା ଅନ୍ୟ କେହି ଖରାପ ନ ଭାବନ୍ତୁ ।

Image Courtesy: Google

୪. ଭି :

ଏହି ନାମ ପୁଅ ବହୁତ ଭଲ ସ୍ଵଭାବରେ ହୋଇଥାନ୍ତି ଓ ବହୁତ ମଜାଳିଆ ହୋଇଥାନ୍ତି, ଏହି ପୁଅଙ୍କ ଖୁସି ମିଜାଜ ଦେଖି ଝିଅ ମାନେ ଶୀଘ୍ର ପଟି ଯାଇଥାନ୍ତି, ଏହି ନାମ ପୁଅ ଝିଅଙ୍କୁ ବହୁତ ଖୁସିରେ ରଖି ଥାନ୍ତି । କେବେ ବି କାହାକୁ କଷ୍ଟ ଏହି ନାମ ପୁଅ ଜାଣିକି ଦବା ପାଇଁ ଚେଷ୍ଟା କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *