ଛାତ୍ରୀଙ୍କୁ ମାରି ମାରି ବେହୋସ କରିଦେଲେ ଶିକ୍ଷକ! କାରଣ ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସ୍କୁଲ ମାନଙ୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ମା-ଡ ମାରିବା ଦ-ଣ୍ଡ-ନୀ-ୟ ଅ-ପ-ରା-ଧ ହୋଇ ଯାଇଛି । ଏନି ନିୟମ ସରକାର ଅନେକ ଦିନରୁ ଲାଗୁ କରି ସାରିଛନ୍ତି । କିନ୍ତୁ ଆଜି ବି ଏମିତି କିଛି ସ୍ଥାନ ଅଛି ଯେଉଁଠି ଛାତ୍ର ଛାତ୍ରୀ ମାନଙ୍କୁ ଦଣ୍ଡ ଦେବା ନେଇ ମା-ଡ ମ-ରା ଯାଉଛି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ । ଦ-ଣ୍ଡ ମୁକ୍ତ ଅଞ୍ଚଳରେ ଏ କି ଦ-ଣ୍ଡ ? ଛାତ୍ରୀ ଙ୍କୁ ମା-ଡ ମା-ରି ବେହୋସ କରି ଦେଲେ ଶିକ୍ଷକ । ହଁ ଦର୍ଶକ ବନ୍ଧୁ ଆପଣ ଯୁଆଡେ ଯିବେ ଓ ପ୍ରତିଟି ସ୍କୁଲ କାନ୍ଥକୁ ଦେଖିବେ ବଡ଼ ବଡ଼ ଅକ୍ଷରରେ ଲେଖା ଥିବ ଦ-ଣ୍ଡ ମୁକ୍ତ ଅଞ୍ଚଳ ।

ଅର୍ଥାତ ସ୍କୁଲରେ ପିଲାଙ୍କ ଉପରେ ଶିକ୍ଷତ ହାତ ଉଠାଇ ପାରିବେନି କିମ୍ବା ଦ-ଣ୍ଡ ଦେଇ ପାରିବେ ନାହିଁ । ହେଲେ ଗଞ୍ଜାମ ସୋରଡା ରେ ଥିବା ଆରସିଏମ ୟୁପି ସୁଲରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ସ୍କୁଲରେ କିଛି ଆଦିବାସୀ ଛାତ୍ରୀ ପରୀକ୍ଷା ରେ କମ ମାର୍କ ରଖିଥିଲେ । ବାସ ଏହାକୁ ନେଇ ସହକାରୀ ଶିକ୍ଷକ ବଲଭଟ ବଳିଆର ସିଂ ଙ୍କ ରାଗ ମୁଣ୍ଡ କୁ ଉଠିଗଲା ।

ଛାତ୍ରୀ ମାନଙ୍କୁ ସେ ପର୍ଯ୍ୟନ୍ତ ମା-ଡ ମା-ରି-ଲେ ଯେ ପର୍ଯ୍ୟନ୍ତ ସାର ଙ୍କ ମନ ଶାନ୍ତ ହୋଇ ନାହି । ଫଳରେ ସବୁ ଛାତ୍ରୀ ବେହୋସ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା କିଛି ଦିନ ପୂର୍ବର ହୋଇଥିବା ବେଳେ ଭିଡିଓ ଭାଇରାଲ ପରେ ସତ ସାମ୍ନା କୁ ଆସିଛି । ଏହାକୁ ନେଇ ଅଭିଭାବକ ମାନେ ଅ-ଭି-ଯୋ-ଗ କରିବା ପରେ କିଛି ଦିନ ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ଙ୍କୁ ନିଲମ୍ବିତ କରା ଯାଇଥିବା ସୂଚନା ମିଳିଛି ।

ଯଦିଓ ଶିକ୍ଷକ ଜଣକ ଙ୍କୁ ନିଲମ୍ବିତ କରା ଯାଇଛି କିନ୍ତୁ ପ୍ରଶ୍ନ ଉଠିଛି କୋମଳମତି ପିଲା କୁ ଏମିତି ମା-ଡ ମା-ରି-ବା କେତେ ଦୂର ଠିକ ? କିନ୍ତୁ ଏ ମାଡ ରେ ଯଦି କୌଣସି ଅଘଟଣ ଘଟି ଥାନ୍ତା ତେବେ ଶିକ୍ଷକ କି ସ୍କୁଲ କର୍ତ୍ତୁପକ୍ଷ କଣ ଏହାର ଉତ୍ତର ଦେଇ ଥାନ୍ତେ ? ଫଳରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କାର ଯାଉଛି ନିନ୍ଦା । ଏହି ଘଟଣାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *