ଚାଉଳ ରେ କଣ ରଖିଲେ ସବୁ ପୋକ ମୂଳ ରୁ ଶେଷ ହୋଇଯିବ ? ଏହା ସହ ଜାଣନ୍ତୁ ଆହୁରି 10 ଟି ପ୍ରଶ୍ନ ଓ ଏହାର ଉତ୍ତର ।

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସମସ୍ତ ପ୍ରଶ୍ନର ଉତ୍ତର ଓ ଏହାର ଉତ୍ତର ସମ୍ପର୍କରେ ।

୧- ଆଖି ର ପାୱାର ବା ଶକ୍ତି କେଉଁ ପାରିବା ଖାଇଲେ ବଢିଥାଏ ?

ଉତ୍ତର- ଶାଗ ।

୨- କଣ କରିବା ଦ୍ଵାରା ଚୁଟି ପାଚିବା ପାଇଁ ଅଧିକ ବର୍ଷ ଲାଗିଥାଏ ?

ଉତ୍ତର- ମରା ନଡିଆ ତେଲ ଲଗାଇବା ଦ୍ଵାରା ।

୩- କେଉଁ ଗଛର ଫୁଲ କୁ ଶୁଙ୍ଘିଲେ ମନୁଷ୍ୟ ର ନିଶ୍ଚିନ୍ତ ମୃତ୍ୟୁ ହୋଇଥାଏ ?

ଉତ୍ତର- ସାରୁ ଫୁଲ ।

୪- କାର୍ଗିଲ ଯୁଦ୍ଧ କେଉଁ ମସିହା ରେ ହୋଇଥିଲା ?

ଉତ୍ତର- ୧୯୯୯ ମସିହା ରେ ।

୫- ଏକ ବର୍ଷରେ ସର୍ବ ମୋଟ କେତେ ଘଣ୍ଟା ସମୟ ହୋଇଥାଏ ?

ଉତ୍ତର- ୮୭୬୦ ଘଣ୍ଟା ।

୬- କେଉଁ ଭିଟାମିନ କ୍ଷତ ସ୍ଥାନ ବା ଘା କୁ ଶୁଖିବାରେ ସାହାର୍ଯ୍ୟ କରେ ?

ଉତ୍ତର- ଭିଟାମିନ-କେ ।

୭- କେଉଁ ପକ୍ଷୀ ଗଛ ଉପରେ ବସିପାରେ ନାହିଁ ?

ଉତ୍ତର- ଟିଟୋନୀ ।

୮- ପାଣି କାହାକୁ ଓଦା କରିପାରେ ନାହିଁ ?

ଉତ୍ତର- ମଣିଷ ର ଛାଇ କୁ ।

୯- କେଉଁ ଗଛ କୁ ତୁଳସୀ ଗଛର ସାନ ଭାଇ ବୋଲି କୁହାଯାଏ ?

ଉତ୍ତର- ପୋଦିନା ଗଛ ।

୧୦- ଚାଉଳ ରେ କଣ ରଖିଲେ ସବୁ ପୋକ ମୂଳ ରୁ ଶେଷ ହୋଇଯିବ ?

ଉତ୍ତର- କର୍ପୁର ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *