ଚଉଠିରାତି ପୂର୍ବରୁ ବୋହୁକୁ ବାଥରୁମ ନେଇଗଲେ ଶାଶୂ, ଆଉ କରିବାକୁ ଲାଗିଲେ କିଛି ଏମିତି…

ପୁରୁଣା ଭାବନା ଥିବା ଏକ ପରିବାର ବ୍ୟାଚଲର ଅଫ ଇଞ୍ଜିନିୟରିଂ ପାସ ବୋହୁ ସହିତ ଅଜୀବ ବ୍ୟବହାର କଲେ । ଚୌଠିରାତି ପୂର୍ବରୁ ଶାଶୁ ବୋହୁର କୁଆଁରୀତ୍ଵର ପରୀକ୍ଷା କଲା । ସେଠାରେ କିଛି ସମୟ ପରେ ଦେଢଶୁର ତା ସହିତ ଦୁଷ୍କର୍ମ ବି କଲା । ଏହି ଘଟଣା ମଧ୍ୟପ୍ରଦେଶ ଇନ୍ଦୋର ର ଅଟେ । ଇନ୍ଦୋରର ଦ୍ଵାରକାପୁରୀ ଥାନାରେ ଏକ ଚମକାଇ ଦେଲାଭଳି ଘଟଣା ପହଞ୍ଚିଛି । ବିଏ ପାସ କରିଥିବା ଜଣେ ବୋହୁର ଅଭିଯୋଗ କି ତିନି ବର୍ଷ ପୂର୍ବେ ତା ଚଉଠିରାତିରେ ଶାଶୁ କୁଆଁରୀତ୍ଵ ଜାଣିବା ପାଇଁ ତା ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ ।

ତାର କିଛି ଦିନ ପରେ ଦେଢଶୁର ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ଦୁଃଖୀ ହୋଇ ସେ ଅଢେଇ ବର୍ଷ ବାପ ଘରେ ରହିଲା । ସେ କିଛି ଦିନ ପୂର୍ବରୁ ସ୍ଵାମୀଙ୍କ ବିରୁଦ୍ଧରେ ଭରଣ ପୋଷଣ ଘରୋଇ ହିଂସାର ବି କେସ କରିଥିଲେ ।

ମହିଳାଙ୍କ ଅଭିଯୋଗରେ ତାଙ୍କ ଶାଶୁ ,ଶ୍ଵଶୁର ,ସ୍ଵାମୀ ଏବଂ ଦେଢଶୁରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଏବଂ ଅତ୍ୟାଚାର କେସ ଲେଖିଥିଲେ । ସମସ୍ତଙ୍କୁ ଗିରଫ କରି ଜେଲ ବି ପଠାଇ ଦିଆଯାଇଛି । ପିଡିତା ମହିଳା କହିଛନ୍ତି କି ତାଙ୍କ ବିବାହ ୨୦୧୭ରେ ହୋଇଥିଲା । ଚର୍ତୁର୍ଥୀରାତିରେ ଶାଶୁ ,ଶଶୁର ,ସ୍ଵାମୀ ଏବଂ ଦେଢଶୁର ଆସିଲେ । ଶାଶୁ ତାଙ୍କୁ ବଥରୁମକୁ ନେଇଗଲେ ଏବଂ କହିଲେ ମତେ ତ ତୋର କୁଆଁରୀତ୍ଵ ବିଷୟରେ ଜାଣିବାରେ ଅଛି । ମହିଳା ଏହାର ବିରୋଧ କଲେ ତ ସ୍ଵାମୀ ରାଗି କହିଲେ କି ମୋ ଘର ଲୋକ ପୁରୁଣା ବିଚାରର ଅଟନ୍ତି ,ଏଥିପାଇଁ ଏମିତି କରିବାକୁ ହେବ ।

କିଛି ଦିନ ପରେ ମହିଳା ଉପରେ ତାଙ୍କ ଦେଢଶୁର ଖରାପ ନଜର ରଖିବା ଆରମ୍ଭ କରିଦେଲେ । ଗୋଟିଏ ଦିନ ମୌକା ପାଇ ତାଙ୍କୁ ବଳାତ୍କାର କଲେ । ମହିଳା ସ୍ଵାମୀ ଏବଂ ଶାଶୁଙ୍କୁ ଏହି ଘଟଣା ବିଷୟରେ କହିଲେ କିନ୍ତୁ ସେମାନେ ତାହାକୁ ଅଣଦେଖା କରିଦେଲେ । କିଛି ଦିନ ପରେ ସ୍ଵାମୀ ତାଙ୍କୁ ବସରେ ବସାଇ ବାପ ଘରକୁ ପଠାଇ ଦେଲେ । ଅଢେଇ ବର୍ଷ ମହିଳା ବାପ ଘରେ ରହିଲେ । ଏବେ ସେ ଅଭିଯୋଗ ଲେଖାଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *