ହେ ଭଗବାନ! ଏଠି ଛେଳି ଦେଲା ମଣିଷ ଛୁଆକୁ ଜନ୍ମ, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ସାଧାରଣତଃ ସବୁ ଜୀବଜନ୍ତୁ ନିଜ ରୂପର ଛୁଆଙ୍କୁ ଜନ୍ମ ଦେଇଥାନ୍ତି, ଯଦି ସେ ମଣିଷ ଛୁଆ ଭଳି ଦେଖା ଯାଉଥିବା କେଉଁ ଛୁଆକୁ ଜନ୍ମ ଦେଇଥାଏ, ତାହେଲେ ମଣିଷ ମାନେ ଆଶ୍ଚର୍ଯ୍ୟ ତ ହେବେ । ଏମିତି ଏକ ଖବର ଆସିଛି କି ଯେଉଁ ଥିରେ ଗୋଟେ ଛେଳି ମଣିଷ ପରି ଦେଖା ଯାଉଥିବା ପିଲାକୁ ଜନ୍ମ ଦେଇଛି ଏବଂ ଏହି କାରଣ ପାଇଁ ସେହି ଛୁଆର ଫୋଟୋ ଟି ସୋସିଆଲ ମେଡିଆ ରେ ଭାଇରାଲ ହେଉଛି । ଏବେ ଆମେ ଆପଣଙ୍କୁ ଜଣେଇବୁ କି ପ୍ରକୃତରେ ଏହି ଛୁଆ ସହ କଣ ହୋଇଛି ।

Image Courtesy: Google

ଏହି କଥାକୁ ବିଶ୍ଵାସ କରିବା ଟିକେ କଷ୍ଟ ହେଉଥିବ କିନ୍ତୁ ଏହା ସତ । ଏହି ଘଟଣା କର୍ଣ୍ଣାଟକ ର ମୈସୂର ର ଯେଉଁଠି ଏକ ଛେଳି ଏକ ମଣିଷ ଛୁଆ ପରି ଦେଖା ଯାଉଥିବା ଏକ ଛୁଆକୁ ଜନ୍ମ ଦେଇଛି, ଏତିକି ବି ନୁହେଁ ଏହି ଛୁଆର ଦୁଇଟି ହାତ, ମୁହଁ, ଶରୀର ଆଉ ଆଖି ସହିତ ତାର ଶରୀରର ଗଠନ ଏକଦମ ମଣିଷ ପରି ହୋଇଛି ।

Image Courtesy: Google

ଏହି ଖବର ମିଳିବା ପରେ ଏହା ସୋସିଆଲ ମିଡିଆରେ ନିଆଁ ଭଳି ଖେଳେଇ ହୋଇଯାଇଛି । ଖବର ଅନୁସାରେ ଏହି ଛେଳି ଭାସ୍କର ନାମ ଲୋକର ଏବଂ ଏହି ଘଟଣା ସୋଲାପୁର ଗାଁର । ଯେମିତି ଛେଳି ତା ଛୁଆକୁ ଜନ୍ମ ଦେଲା ଭାସ୍କର ର ହୋସ ଉଡିଗଲା ଓ ଏହି ଖବର ବହୁତ ଜଲ୍ଦି ଚାରି ଆଡେ ଖେଳି ଗଲା । ଏହି ଛେଳି ଛୁଆର ଅଧାରୁ ଅଧିକ ଗଠନ ମଣିଷ ପରି କେବଳ କାନ ଆଉ ଗୋଡ ଛେଳି ପରି ।

Image Courtesy: Google

ଏହି ଖବର ପଶୁ ଡାକ୍ତର ତଥା ସରକାରୀ ଅଧିକାରୀ ଙ୍କୁ ଦିଆଗଲା ଏବଂ ଧୀରେ ଧୀରେ ଏହା ଗାଁ ର ଆଖ ପାଖର ଲୋକ ଏହି ଛେଳି ଛୁଆକୁ ଦେଖିବା ପାଇଁ ଏକାଠି ହୋଇଗଲେ । କିନ୍ତୁ ଏହି ଛୁଆ ବେଶି ସମୟ ପର୍ଯ୍ୟନ୍ତ ବଞ୍ଚି ନଥିଲା ସେହି ଛୁଆର ମୃତ୍ୟ ହୋଇଥିଲା । ଏହାର ମୃତ ଶରୀରକୁ ପରୀକ୍ଷା କରିବା ପାଇଁ ରଖାଯାଇଛି କି ଏହା ବିଷୟରେ ଅଧିକ ଜାଣିବା ପାଇଁ । ଯଦି ଆପଣଙ୍କୁ ଆମର ଏହି ଖବର ପସନ୍ଦ ଆସିଥାଏ ଶେୟାର କରିବାକୁ ଭୁଲିବେନି, ଆଗକୁ ଏହିଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *