ଚୈତ୍ର ନବରାତ୍ରି : ୯ ଦିନ ଭିତରେ କୌଣସି ଦିନ ଏହି ୫ଟି ଉପାୟ କରନ୍ତୁ, ମା ଖୁସି ହୋଇ କରିବେ ସବୁ ମନୋକାମନା ପୁର୍ଣ୍ଣ

ଆଜି ୨୫ ମାର୍ଚ୍ଚ ଚୈତ୍ର ନବରାତ୍ରି ଆରମ୍ଭ ଅଟେ, ଏମିତି ସମୟରେ ସମସ୍ତ ଭକ୍ତ ଗଣ ମା’ର ଉପାଶନା ରେ ଲାଗି ରହିଛନ୍ତି, ମାନ୍ୟତା ଅନୁଯାଇ ନବରାତ୍ରି ସମୟରେ ମା ନିଜ ଭକ୍ତ ଗଣ କଥା ଶୀଘ୍ର ମାନନ୍ତି, ଏମିତି ସମୟରେ ଆପଣଙ୍କ ମନରେ କିଛି ମନୋକାମନା ଅଛି ଯାହା ମା ପୁର୍ଣ୍ଣ କରିବେ ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ, ଚୈତ୍ର ମାସ ନବରାତ୍ରି ଆରମ୍ଭ ହୋଇଯାଇଛି ।

ଏହି ନବରାତ୍ରି ଆପଣ ମାତାରାଣୀଙ୍କ ଉପାସନା କରି ତାଙ୍କୁ ପ୍ରଶନ କରି ପାରିବେ ଓ ନିଜ ମନୋକାମନା ପୁର୍ଣ୍ଣ ହବାର ଦେଖି ବି ପାରିବେ ତେବେ ଆସନ୍ତୁ ଜାଣିବା କେଉଁ ୫ଟି ଉପାୟ ଦ୍ଵାରା ମା ପ୍ରଶନ ହୋଇ ଥାନ୍ତି ।

ପଦ୍ମ ଫୁଲ ଅର୍ପଣ କରନ୍ତୁ :

ଚୈତ୍ର ମାସ ନବରାତ୍ରିରେ ମା ଚରଣରେ ପଦ୍ମ ଫୁଲ ଅର୍ପଣ କରିବା ଅତ୍ୟନ୍ତ ଶୁଭକାରୀ ବୋଲି ମାନ୍ୟତା ଅଟେ । ଏହା ଆମେ ସମସ୍ତେ ଜାଣିଆଛୁ ଯେ ମାତାଙ୍କୁ ପଦ୍ମ ଫୁଲ ବହୁତ ପ୍ରିୟ ଅଟେ, ସେଥିପାଇଁ ପଦ୍ମ ଫୁଲ ଅର୍ପଣ କରିବା ବହୁତ ଶୁଭ ଅଟେ ଓ ଏହା ଦ୍ଵାରା ମା ଆପଣଙ୍କ ସବୁ ମନୋକାମନା ପୁର୍ଣ୍ଣ କରନ୍ତି ।

ସୁନା ବା ଚାନ୍ଦି ସିକା :

ନବରାତ୍ରି ସମୟରେ ଘରେ ସୁନା ବା ଚାନ୍ଦି ସିକା ଆଣିବା ଶୁଭ ଅଟେ, ଏହି କଥା ର ବିଶେଷ ଧ୍ୟାନ ରଖନ୍ତୁ ଯେ ଗୋଟେ ସିକା ଉପରେ ଲକ୍ଷ୍ମୀ ଗଣେଶ ଚିତ୍ର ଅଙ୍କିତ ହବା ଆବଶ୍ୟକ ଅଟେ । ଏହି ସିକା ଘରେ ଆଣିଲା ପରେ ସିକାକୁ ସିନ୍ଦୁର ଓ ଚାଉଳ ସହ ପୂଜା କରିବା ଭୁଲନ୍ତୁ ନାହିଁ ।

ତିଜୋରି ରେ ରଖନ୍ତୁ ଏହି ଜିନିଷ :

ଯଦି ଆପଣ ଆର୍ଥିକ ସମସ୍ୟା ଠାରୁ ଚିନ୍ତିତ ଅଛନ୍ତି ତେବେ ନିଜ ଘର ତିଜୋରି ରେ ନାଲି କପଡାରେ କଉଡି ବାନ୍ଧି ଅବଶ୍ୟ ରଖନ୍ତୁ, ଏମିତି କଲେ ଆପଣଙ୍କ ଘରେ କେବେ ଧନ ଅସୁବିଧା ହବ ନାହିଁ ଓ ଘରେ ରଖା ଯାଇଥିବା ଧନ ମଧ୍ୟ ଖର୍ଚ୍ଚ ହବ ନାହିଁ ।

ପଦ୍ମ ଉପରେ ବିରାଜିତ ଲକ୍ଷ୍ମୀ ମାଙ୍କ ପୂଜା :

ନବରାତ୍ରି ସମୟରେ ଆପଣଙ୍କୁ ପଦ୍ମ ଫୁଲ ଉପରେ ବିରାଜିତ ମା ଲକ୍ଷ୍ମୀଙ୍କ ଫଟୋ ପୂଜା କରିବା ଆବଶ୍ୟକ ଅଟେ, ଏମିତି କଲେ ଆପଣଙ୍କୁ ମା ଲକ୍ଷ୍ମୀ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ନାଲି ଫୁଲ ଅର୍ପଣ କରନ୍ତୁ :

ମା ଦୂର୍ଗାଙ୍କୁ ନାଲି ମନ୍ଦାର ବହୁତ ପସନ୍ଦ ଅଟେ ତେବେ ନବରାତ୍ରି ସମୟରେ ମା ଦୂର୍ଗାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ ମା ପ୍ରସନ୍ନ ହୋଇବେ ଏବଂ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *