ପ୍ରକୃତି ଚୀନକୁ ପିଆଇଲା ପାଣି, China ରେ ହେଉଛି ଭୟଙ୍କର ପ୍ରଳୟ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଚୀନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଚୀନରେ ବନ୍ୟା ହେବା ଯୋଗୁ କୋଟୋ କୋଟି ଲୋକ ମାନେ ସଂଗ୍ରାମ କରୁଥିବାର ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି । ଏପରି ଭୟଙ୍କର ବନ୍ୟା ହୋଇଛି ଯେ ରାସ୍ତା ଘାଟରେ ଏତେ ମାତ୍ରରେ ପାଣି ମାଡି ଚାଲିଛି ଯାହାକୁ ରୋକିବା ସମ୍ଭବ ନୁହେ । ବନ୍ୟା ହେବା ଯୋଗୁ ଚୀନର କୋଟିଏ ରୁ ଅଧିକ ଲୋକ ମାନେ ବାସହରା ହୋଇଛନ୍ତି ।

ଚୀନର ହେନାନ ପ୍ରଦେଶରେ ସର୍ବାଧିକ ବର୍ଷା ହେବା ଯୋଗୁ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ସେଠିକାର ବାସିନ୍ଦାଙ୍କର ଜନ ଜୀବନରେ କ୍ଷତି ହୋଇଛି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ପାଣି ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଛୋଟ ଠାରୁ ଆରମ୍ଭ କରି ବଡ ଗାଡି ଯାଏଁ ସବୁ ଜଳମଗ୍ନ ହେଉଛି । ଲୋକ ମାନେ ମଧ୍ୟ ପାଣିରେ ବୁଡି ଯିବାର ଦୃଶ୍ୟ ଏହି ଭିଡିଓ ରୁ ହେଉଛି ।

ସୂଚନା ଅନୁସାରେ ହେନାନରେ ହୋଇଥିବା ବର୍ଷା ବର୍ଷ ବର୍ଷର ରେକର୍ଡ ଭାଙ୍ଗିଛି ଯାହା ଆଗରୁ କେବେ ହୋଇ ନ ଥିଲା । ରାସ୍ତାରେ କାର ଗୁଡିକ ଅଟକି ଥିବାର ଏହି ଭିଡିଓ ରୁ ଜଣା ପଡୁଛି । ଲୋକ ମାନଙ୍କର ଯିବା ଆସିବାରେ ମଧ୍ୟ ସମସ୍ଯା ସୃଷ୍ଟି ହୋଇଛି । ହେନାନରେ ହୋଇଥିବା ବନ୍ୟା ପାଣିକି ନିଷ୍କାସନ କରିବା ପାଇଁ ଲୋକ ମାନଙ୍କର ଚେଷ୍ଟା ମଧ୍ୟ ବିଫଳ ହୋଇଛି ଯାହା ଏ ଭିଡିଓ ରୁ ଜଣା ପଡୁଛି । ବନ୍ୟା ହେବା ଯୋଗୁ ଲୋକ ମାନେ ନିଜ ଘର ହ-ରା-ଇ-ଛ-ନ୍ତି ଯାହା ଦ୍ଵାରା ସେମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି ।

ଲୋକ ମାନେ ଠିଆ ହୋଇଥିବା ଜାଗାରେ ଏତେ ଜୋରରେ ବନ୍ୟା ପାଣି ମାଡି ଆସୁଛି ଯାହାକୁ ଦେଖି ସେଠିକାର ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସହ ସହ କାର ଗୁଡିକ ବନ୍ୟା ପାଣିରେ ଭାସି ଯାଉଥିବାର ଦ୍ରୁଶ୍ଯ ଏହି ଭିଡିଓ ରେ ହେଉଛି । କିଛି ଲୋକ ମାନେ ଉଚ୍ଚ ସ୍ଥାନକୁ ଯାଇଛନ୍ତି ତ ଆଉ କିଛି ଲୋକ ମାନେ ବନ୍ୟା ପାଣିରେ ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଲୋକ ମାନେ ଚେଷ୍ଟା କରୁଥିବାର ଏହି ଭିଡିଓ ରେ ଜଣା ପଡୁଛି । ବନ୍ୟା ପାଣି ଏତେ ଜୋରରେ ମାଡି ଆସୁଛି ଯେ ଲୋକଙ୍କ ଘରେ ପାଣି ପଶି ସେମାଙ୍କର ସବୁ ଆବଶ୍ୟକତା ଜିନିଷ ନଷ୍ଟ ହୋଇଛି ।

ଛୋଟ ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ମାନେ ଏହି ବନ୍ୟା ପାଣିରେ ସମସ୍ୟାର ସମୁଖିନ୍ନ ହୋଇଛନ୍ତି । ବନ୍ୟା ପଣି ଯୋଗୁ ରୋଲର ଓ ଟ୍ରେନ ମଧ୍ୟ ଭାସି ଯାଉଥିବାର ଏହି ଭିଡିଓ ରେ ସ୍ପଷ୍ଟ ହେଉଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଚୀନର ହେନାନ ପ୍ରଦେଶରେ ବନ୍ୟା ହେବା ଯୋଗୁ ପରିସ୍ଥିତି ଶୋ-ଚ-ନୀ-ୟ ହୋଇ ପଡିଛି । ତେଣୁ ଚୀନ ସରକାର ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *