ନମସ୍କାର ବନ୍ଧୁଗଣ । ଚୀନକୁ ପୁଣି ଘାରିଲା ନୂଆ ଭାରିଆଣ୍ଟ । ନୂଆ ଭାରିଆଣ୍ଟ ନାଁ କାହିଁକି ରହିଲା ଓମିକ୍ରନ ? କୋରୋନାର ନୂଆ ଓମିକ୍ରମକୁ ନେଇ ବର୍ତ୍ତମାନ ସାରା ବିଶ୍ଵରେ ବଢିଛି ଭୟ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣ ହୋଇଥିବା ବେଳ ବେଶ ଘା-ତ-କ ହୋଇପାରେ ବୋଲି ଅନୁମାନ କରା ଯାଉଛି । ଏହାରି ଭିତରେ ଏହାର ନାମ ହୁ ଓମିକ୍ରମ ରଖା ଯାଇଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଚୀନ ଭୟରେ ଏହି ନୂଆ ଭାରିଆଣ୍ଟର ନାନା ଓମିକ୍ରମ ରଖିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ।

ଗ୍ରୀକ ଆଲ୍ଫାବେଟ ଅନୁସାରେ ଏହି ନୂଆ ଭାରିଆଣ୍ଟର ନାଁ ଏକ୍ସଆଇ କିମ୍ବା ହୁ ରହିଥାନ୍ତା । ଚୀନରେ ଏବେ ଚାଲିଛି କମିଗ୍ରୀରେ ଶାସନ ଯାହାର ରାଷ୍ଟ୍ରପତି ଅଛନ୍ତି ସି ଜିନ ପିଂକ । ତାଙ୍କର ନାଁ ସେହି ଏକ୍ସଆଇ ଲେଟରରୁ ଆରମ୍ଭ ହେଉଥିବା ବେଳେ ନୂଆ ଭାରିଆଣ୍ଟର ନାଁ ଏକ୍ସଆଇ ରଖିଲେ ଏହାକୁ ନେଇ ବିବାଦ ଦେଖା ଦେଇଥାନ୍ତା ।
ଚୀନ ଏହାକୁ ନେଇ ଅ-ଭି-ଯୋ-ଗ କରିବା ହେତୁ ନୂଆ ଭାରିଆଣ୍ଟର ନାଁ ଓମିକ୍ରମ ରଖିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟ କ୍ଷେତ୍ର ରେ ବିଶ୍ଵ ସ୍ୱାସ୍ଥ୍ୟ ସଂତାହାନ ନୂଆ ଭାରିଆଣ୍ଟର ନାଁ କାହିଁକି ଓମିକ୍ରମ ରଖିଛି ତାହା ନେଇ ସୂଚନା ମଧ୍ୟ ଦେଇଛି । ନୂଆ ଭାରିଆଣ୍ଟର ନା ଗ୍ରୀକ ଆଲ୍ଫାବେଟ ଅନୁସାରେ ନ୍ୟୁକ ରଖିଥିଲେ ଲୋକ ମାନେ ଏହାକୁ ନୂଆ ଭାଇରସ ବୋଲି ଭାବିଥାନ୍ତେ ।

ସେହିପରି ଏକ୍ସଆଇ ନାଁ ରେ ବିଶ୍ବରେ ଅନେକ ଲୋକେ ଥିବାରୁ ଏହି ନାଁ କୁ ବାଦ ଦେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ । ତେଣୁ ନୂଆ ଭାରିଆଣ୍ଟର ନାଁ ଓମିକ୍ରମ ରଖିଛି ବୋଲି ସଫେଇ ଦେଇଛି ହୁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ମଧ୍ୟରେ ଏଭଳି ବୁଝାମଣା ଆଜି କିଛି ନୂଆ କଥା ନୁହେଁ ।
ଭୟ ହେଉ ଆବ ଆଉ କିଛି ହେଉ ସର୍ବଦା ଚୀନ ପ୍ରତି ନରମ ଭାବ ଦେଖାଇ ଆସିଛି ବିଶ୍ଵ ସ୍ୱାସ୍ଥ୍ୟ ସଂତାହାନ । ଯେଉଁ ସମୟରେ ଚୀନର ଉଦ୍ଭାନ ଲ୍ୟାବ ରୁ କୋରୋନା ଭାଇରସ ଉତପତି କରିଥିଲା ସେହି ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ଏକ ସ୍ପେଶଲ ଟିମ ଚୀନକୁ ଯାଇଥିଲା ।

ଭୂତାଣୁ କେଉଁଠି ବ୍ୟାପିଲା, କେମିତି ସୃଷ୍ଟି ହେଲା ସେ ନେଇ ଜାଣିବାକୁ ଚେଷ୍ଟା କରିଥିଲା ବିଶ୍ଵ ସ୍ୱାସ୍ଥ୍ୟ ସଂତାହାନ ଟିମ । କିନ୍ତୁ ଉଦଭାନର ଯେଉଁ ମାର୍କେଟରୁ ଭୂତାଣୁ ବ୍ୟାପୀଥିଲା ସେଠାକୁ ଯିବା ପାଇଁ ଅନୁମତି ଦେଇ ନ ଥିଲା ଚୀନ । ଏହାକୁ ନେଇ ଆପତ୍ତି ଜଣକ ପ୍ରଶ୍ନ ମଧ୍ୟ କରି ନ ଥିଲା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ।
ଆମେରିକାର ଗୋଇନ୍ଦା ସଂସ୍ଥା ଚୀନରୁ କୋରୋନା ଭାଇରସ ବ୍ୟାପିଚି ବୋଲି ସୂଚନା ଦେଇଥିଲେ ମଧ୍ୟ ଏହାକୁ ନେଇ କୌଣସି ଆଖି ଦୃଶିୟା ଆକ୍ସନ ନେଇ ନାହି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଏବେ ଓମିକ୍ରମ ଭୂତାଣୁକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହୁ ଓ ଚୀନର ସମ୍ପର୍କ ଓ ବୁଝାମଣାକୁ ପଦାକୁ ଆଣିଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
