ଏହି ଛୁଆ ଆଜି ହୋଇସାରିଛନ୍ତି ଦେଶର ଗର୍ବ, କଣ ଆପଣ ଜାଣିଛନ୍ତି ୟେ କିଏ?

ଦକ୍ଷିଣ ଭାରତ ର ପାରମ୍ପପରିକ ଡ୍ରେସ ଏବଂ ଚୁଟି ରେ ଗାଜଡ଼ା ଲଗାଇ ଏକ ସୁନ୍ଦର ଝିଅ ଟି ର ଫଟୋ ଆଜିକାଲି ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଆପଣ ବି ଏହି ଫଟୋ କୁ ଦେଖନ୍ତୁ ଏବଂ ଚିହ୍ନନ୍ତୁ କିଏ ଏହି ଝିଅଟି, ଜିଏକି ବଡ ଆହୋଇ ନିଜ କ୍ଷେତ୍ରରେ ଏତେ ସଫଳ ଏବଂ ପ୍ରସିଦ୍ଧ ହୋଇଯାଇଛି । ପୁରା ଦେଶର ନାମ ବଢାଉଛି । ଅଭିକା କିଛି ଝିଅ ହିରୋଇନ ହେବାପାଇଁ ନ ଭାବି ତାଙ୍କ ଭଳି ହେବା ପାଇଁ ଭାବୁଛନ୍ତି । ଏହି ଝିଅ ଆଉ କେହି ନୁହେଁ ଦେଶର ଗର୍ବ ଭାରତୀୟ ମହିଳା କ୍ରିକେଟ ଟିମ ର କୈପ୍ଟନ ମିତାଲୀ ରାଜ ।

ନିଜର ଏହି ଫଟୋ ସେ ଟ୍ୱିଟର ରେ ସେୟାର କରିଛନତି ଏବଂ ଫଟୋ ତଳେ ଲେଖିଛନତି କି କେବେ କେବେ ଗୋଟିଏ ଫଟୋ ଆପଣଙ୍କୁ ବହୁତ ପୁରୁଣା ସମୟକୁ ଆପଣଙ୍କ ସାମନ୍ନା ରେ ଛିଡା କରିଦିଏ । ଯାହାପରେ ଏହି ପୋଷ୍ଟକୁ ମିତାଳିର ଫ୍ୟାନ ମାନ ରିଟ୍ୱୀଟ କରୁଛନତି ଏବଂ ସୋସିୟାଲ ମିଡିୟା ରେ ଫଟୋ କୁ ସେୟାର ମଧ୍ୟ କରୁଛନ୍ତି ।

ପିଲାବେଲୁ ମିତାଳି ଏକ କ୍ରିକେଟର ନୁହେଁ ଏକ ଡାଂସର ହେବାକୁ ଚାହୁନଥିଲେ । ଗତ ୧୨ ବର୍ଷ ହେବ ଇଣ୍ଡିଆନ ର କମାନ ସମ୍ଭାଲୁ ଥିବା ମିତାଳି ର ଜନ୍ମ ଏକ ତାମିଳ ପରିବାରରେ ହୋଇଥିଲା, ସେ ପିଲାବେଲୁ ହିଁ ଡାନ୍ସ କରୁଥିଲେ ଏବଂ ସେଥିପାଇଁ ସେ କ୍ଲାସିକଲ ଡାଂସ ଶିଖିବା ଆରମ୍ଭ କରିଦେଇଥିଲେ ।

ସେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଭରତନାଟ୍ଯମ ଶିଖିଥିଲେ ଏବଂ ଏଥିରେ ନିଜର କରିୟର ବନେଇବା ପାଇଁ ଭାବୁଥିଲେ କିନ୍ତୁ ସମୟ ଏମିତି ବଦଲି ଗଲା ଆଜି ମିତାଳି ଦେଶର କ୍ରିକେଟର ପରିଭାଷା ହିଁ ବଦଳେଇ ଦେଇଛନ୍ତି ।

ସ୍କୁଲ ରେ ପୁଅ ମାନଙ୍କ ସହ ଅକ୍ରିକେଟ ଖେଳୁଥିବା ମିତାଲିକୁ ମାତ୍ର ୧୭ ବର୍ଷ ବୟସରେ ଟିମ ଇଣ୍ଡିଆରେ ବାଛି ନିଆ ଯାଇଥିଲା । ମିତାଳି ଏକ ଦିୱସୀୟ ଅଂତରରାଷ୍ଟ୍ରୀୟ ମୈଚ ରେ ୧୯୯୯ ରେ ପ୍ରଥମ ଥର ଭାଗ ନେଲେ । ଏହି ମୈଚ ମିଲ୍ଟନ କୀନେସ, ଆୟରଲୈଂଡ ରେ ହୋଇଥିଲା ଯେଉଁଥିରେ ମିତାଳି ୧୧୪ ରନ କରି ନଟ ଆଉଟ ଥିଲେ ଏବଂ ଆଜି ମିତାଳୀ ର ନାମ ୱନଡେ କ୍ରିକେଟର ସବୁଠାରୁ ବେସୀ ରନ ବନେଇବାର କୀରତିମାନ ଅଛି ।

ତାଙ୍କୁ ୨୧ ବର୍ଷ ବୟସରେ ଭାରତୀୟ ଟିମ ର କମାନ ସମ୍ଭାଳିବା ପାଇଁ ଦିଆଯାଇଥିଲା । ମିତାଲି ପ୍ରଥମ ମହିଳା କ୍ରିକେଟର, ଯାହାଙ୍କୁ ୱିଜଡନ ଇଂଡିୟା କ୍ରିକେଟର ଆୱର୍ଡ ମିଳିଛି । ଏବଂ ତାଙ୍କୁ ଭରତ ରତ୍ନ ଆୱର୍ଡ ମଧ୍ୟ ମିଳିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *