ଚୋର କେବେ ଚୋରି କଲାପରେ ମାନିବ! ମୋତେ ବାବୁ ଆଣିଲେ ବୋଲି… ଦେଖନ୍ତୁ Daitariଙ୍କ ବିଷୟରେ କଣ କହୁଛନ୍ତି Lata Mandal

ଯାତ୍ରା ଜଗତର ଅଭିନେତା ଦୈତାରୀ ପଣ୍ଡାଙ୍କୁ ନେଇ ଜଣେ ମହିଳା କିଛି ମନ୍ତବ୍ୟ ଦେଇଛନ୍ତି । ମହିଳା ଜଣକ କହିଛନ୍ତି ବାବୁ ମୋତେ ଆଣିଲେ ବୋଲି ସେ ପଳେଇଲେ । ଆହୁରି ମଧ୍ୟ ମହିଳା ଜଣକ କହିଛନ୍ତି କି ଯିଏ ଚୋରି କରେ ସେ କଣ କେବେ ମାନିବ ? ମହିଳା ଜଣକ ଆହୁରି କହିଛନ୍ତି ଜଣେ ଯୁବତୀ ଯିଏ ଦୀର୍ଘ ୨୦ ବର୍ଷ ତଳେ ତାଙ୍କ ଠାରୁ ଶାଢୀ ମାଗି ନେଇ ବସରେ ବସୁଥିଲା ଆଜି ସେ ମୁହଁ ଦେଖାଉଛନ୍ତି । ମହିଳା ଜଣକ ଯେତେବେଳେ ହର ସାରଙ୍କ କଥା ହେଲେ ସେ କଣ ପାଇଁ ଏମିତି ଲଢିଲେ ତାହା ନିଜେ ମଧ୍ୟ ବୁଝିପାରୁ ନାହାନ୍ତି । ଦୁନିଆ ଜାଣିଛି ହାତୀକୁ କଣ କୁଲା ଅଛଡା କରି ହେବ ।

ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ । ସୋସିଆଲ ମିଡିଆରେ ଯେଉଁ ଦର୍ଶକ ବନ୍ଧୁ ଅଛନ୍ତି ସେମାନେ ଜାଣନ୍ତୁ ସତ କିଏ କହୁଛି ? ଯେତେବେଳେ ନିଶାଗ୍ରସ୍ତ ହୋଇ କହିଲେ ମୋତେ ଚିହ୍ନିକି ମୁଁ ଲତା ମଣ୍ଡଳ କିଏ ଜାଣିନୀ ଆଉ ସୋମନାଥ ପଣ୍ଡା କିଏ ମୁଁ ଚିହ୍ନିନି ? ତା ପରେ ଯାଇ ମହିଳା ତାଙ୍କ ନାଁ ରେ ଏଫାୟାର ଦେଲେ ।

ମହିଳା କହୁଛନ୍ତି ମୁଁ ଏତେ କଥା କହୁଛି ସେ କାହିଁକି ମୋ ଉପରେ ଆକ୍ସନ ନେଉ ନାହାନ୍ତି । ମୁଁ ଯୋଉ ବାଟରେ ଯାଉଥିବୀ ସିନ ଫେଲ ହୋଇଗଲେ ଡାଇଲଗ ଚଣ୍ଡୀ ଯିବେ ବୋଲି ମହିଳା କହିଛନ୍ତି । ତେଣୁ ମୁଁ ତ ଭୟ କରୁନି ଯିଏ ମିଛୁଆ ବେହିମାନ ସେ ସତ ଲୋକ ପାଖରେ ମୁଣ୍ଡ ନୁଆଁଇବା ଆଉ ଦରିବ ବୋଲି ମହିଳା କହିଛନ୍ତି । ପତିତ ଆତ୍ମା ଯେ ମାନେ ସତ ଲୋକ ପାଖରେ ଦୋଷୀ ମୁଣ୍ଡ ନୁଆଁଇବ ।

ତେବେ କହିବାର କିଛି ନାହି ମାଲିକ ବୁଝିବେ । ନାଁ ପ୍ରକାଶ କରିବାକୁ ଚାହୁଁ ନାହନ୍ତି ମହିଳା ଜଣକ କାରଣ ତାଙ୍କର ସଂସାର ଅଛି ତେଣୁ ସେ ନିଜକୁ ବଦଳାଇ ଦେଉ ବୋଲି ମହିଳା ମନ୍ତବ୍ୟ ଦେଇଛନ୍ତି । କୋରୋନା ପାଇଁ କେତେ କଣ ହୋଇଗଲା ତଥାପି କେହି ସୁଧୁରି ନାହାନ୍ତି ।

ଯିଏ ପ୍ରକୃତ କଳାକାର ସିଏ କେବେ ଧନ ଚାହେଁ ନାହି ଆମର ରାଜଧାନୀ ପାର୍ଟିରେ ବହୁତ କଳାକାର ଅଛନ୍ତି ଯେଉଁ ମାନେ ଆଡଭାନ୍ସ ନ ନେଇ ବି ଯୋଗ ଦେଇଛନ୍ତି ବୋଲି ମହିଳା ମତ ଦେଇଛନ୍ତି । ସବୁ ଜାଣୁଛନ୍ତି ଆଉ ଅହଙ୍କାରୀ ଲୋକଙ୍କର କଣ ଅଛି ? ନିଜକୁ ଚିହ୍ନି ନାହାନ୍ତି ଈଶ୍ଵରଙ୍କୁ ଜାଣି ନାହାନ୍ତି ସେ ମିଛ କହିବେ ବୋଲି ମହିଳା ମତ ଦେଇଛନ୍ତି । ତେଣୁ ଚୋର ଦଣ୍ଡ ପାଇବା ଯାଏଁ ସତ କଣ ମାନିବ ନାହି ।

୧୦ଲକ୍ଷ ତଳକୁ ଯେଉଁ କଳାକାର ମାନେ ଅଛନ୍ତି ସେମାନେ ହଇରାଣ ହେଉଛନ୍ତି ତେଣୁ ମହିଳା ଜଣକ ମାଲିକଙ୍କୁ ଅନୁରୋଧ କରିଛନ୍ତି ଯେଉଁ ୩୦-୪୦ ଲକ୍ଷ ଦେଇ କଳାକାରଙ୍କୁ ରୋକୁଛନ୍ତି ସେମାନଙ୍କୁ ବିଦା କରିଲେ ଅନୁଷ୍ଠାନ ଭଲରେ ଚାଲିବ । ଯୁବତୀଙ୍କୁ ଅନୁରୋଧ କରିଛନ୍ତି କର୍ମ କରି ନାଁ କମାଇ କାହା ଡାଳ ଧରିକି ନୁହେଁ । ପାରିବାରିକ ଜୀବନରେ ସେ ଯେଉଁ ଭଳି ଠକିଛନ୍ତି ସେ ପାଟି ଫିଟାଇବେ ନାହି । ବର୍ତ୍ତମାନ ଗୁପ୍ତ ରହସ୍ୟ ସାମନାକୁ ଆସିବାରେ ଲାଗିଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *