ଏହି ଚୋରଣୀମାନଙ୍କ ଅନ୍ଦାଜ ଦେଖି ଆପଣଙ୍କ ମୁଣ୍ଡ କାମ କରିବା ବନ୍ଦ କରିଦେବ- ଦେଖନ୍ତୁ Video

ଦୁନିଆରେ ଯେତେ ଉନ୍ନତ ହୋଇ ଚାଲିଛି ଚୋ-ରମାନେ ବି ସେତିକି ବୁଦ୍ଧିମାନ ହୋଇ ଚାଲିଛନ୍ତି । କିଛି ଚୋ-ର ଅଛନ୍ତି ଯେଉଁମାନେ ଆପଣଙ୍କର ଆଖିର କଜଳ ବି ଚୋ-ରୀ କରି ନଇ ଯାଆନ୍ତି ଯାହା ବିଷୟରେ ଆପଣମାନଙ୍କୁ ବି ଜଣା ନ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଚୋ-ରୀର ସି-ସି-ଟି-ଭି ଫୁଟେଜ ଦେଖାଇବୁ । ଯାହାକୁ ଆପଣ ଏହା ପୂର୍ବରୁ ଆଗରୁ କେବେ ବି ଦେଖି ନ ଥିବେ ।

ଏହି ଫୁଟେଜରେ ଦେଖନ୍ତୁ ଦୁଇ ଜଣ ମହିଳା ଗୋଟିଏ ମୋବାଇଲ ଦୋକାନ ଭିତରକୁ ଆସୁଛନ୍ତି ଓ ଦୋକାନୀକୁ ମୋବାଇଲ ଦେଖିବା ପାଇଁ କହୁଛନ୍ତି । ଏହା ମଧ୍ୟରେ ଦୋକାନୀ କଥାବାର୍ତ୍ତାରେ ବ୍ୟସ୍ତ ହୋଇ ଯାଉଛି । ଏହି ସମୟରେ ଜଣେ ମହିଳା ଗୋଟିଏ ମୋବାଇଲ ନିଜ ବ୍ୟାଗ ଭିତରେ ଲୁଚାଇ ଦେଉଛି । ଦୋକାନୀ ନିଜର ଚୋ-ରୀ ହୋଇଥିବା ମୋବାଇଲ ବିଷୟରେ ଜାଣିବା ପୂର୍ବରୁ ହିଁ ଦୁଇ ମହିଳା ସେଠୁ ଚାଲି ଯାଉଛନ୍ତି । ସେଥିପାଇଁ ସବୁ ମୋବାଇଲ ଦୋକାନୀ ସାବଧାନ ହୋଇ ଯାଆନ୍ତୁ । ସବୁବେଳେ ସବୁ ଜିନିଷ ଉପରେ ନଜର ରଖିବାକୁ ଚେଷ୍ଟା କରନ୍ତୁ ।

ଏଠି ଦେଖନ୍ତୁ ସ୍ମାର୍ଟ ଦେଖାଯାଉଥିବା ଏହି ବ୍ୟକ୍ତି ଜଣକ ଚୋ-ରୀ କରୁଥିବା ସମୟରେ ଧରା ପଡିଲା । ବ୍ୟକ୍ତି ଜଣକ ଗୋଟିଏ ବଡ ସପିଙ୍ଗ ମଳକୁ ଯାଇଥିଲା ଓ ଏହି ବ୍ୟକ୍ତି ଜଣକ ଜାଣି ଥିଲା କି ଚେ-ଞ୍ଜି-ଙ୍ଗ ରୁମରେ ଲୋକମାନେ ବହୁତ କପଡା ଚେଞ୍ଜ କରନ୍ତି ଓ ସେଠି ବହୁତ ଡ୍ରେସ ପଡିଥାଏ । ଏମିତିରେ ଚୋ-ର ନିଜର ବୁଦ୍ଧି ଖର୍ଚ କରି ବହୁତ ଡ୍ରେସ ଚେ-ଞ୍ଜି-ଙ୍ଗ ରୁମକୁ ଯାଇ ପିନ୍ଧିନେଲା । ଗୋଟିଏ ଉପରେ ଗୋଟିଏ ।

କିନ୍ତୁ ଯେତେବେଳେ ଏହି ଚୋ-ର ଧ-ରା ପଡିଲା ତେବେ କୁହାଯାଉଛି କି ସପିଙ୍ଗ ମଲର କର୍ମଚାରୀମାନେ ଏହି ଚୋ-ର ଠାରୁ ସବୁ ଡ୍ରେସର ୧୦ ଗୁଣା ଟଙ୍କା ନେଲେ ଓ ଚୋ-ର କୁ ଡ୍ରେସ ବି ଦେଲେ ନାହିଁ । ଏହିଭଳି କରିବା ଦ୍ଵାରା ଚୋ-ରକୁ ଏକ ଉଚିତ ଶିକ୍ଷା ମିଳିଲା । ଏହା ପରେ ସେ ଯେତେବେଳେ ବି ଚୋ-ରୀ କରିବ ତାକୁ ଏହି ଘ-ଟ-ଣା ବିଷୟରେ ଜଣା ପଡିବ ।

ଏହି ମହିଳାକୁ ଦେଖନ୍ତୁ । କେମିତି ଚୋ-ରୀ କରିବା ପରେ ମହିଳା ଗୋଟେ ଗୋଟିଏ ପରେ ଗୋଟିଏ ଜୀନ୍ସ ଖୋଲିବାରେ ଲାଗିଛି । ଏହି ଭି-ଡି-ଓ ବହୁତ ଭା-ଇ-ରା-ଲ ବି ହୋଇଥିଲା । ଏହି ଭି-ଡି-ଓରେ ଦେଖନ୍ତୁ କିଛି ଗାଁର ମହିଳାମାନେ ଚୋ-ରୀକୁ ଅ-ଞ୍ଜା-ମ ଦେଉଛନ୍ତି ।

୫ – ୬ ଜଣ ମହିଳା ଗୋଟିଏ ଗହଣା ଦୋକାନ ଭିତରକୁ ପଶିଗଲେ । ଏମାନଙ୍କ ମଧ୍ୟରୁ ଗୋଟିଏ ମହିଳା ଲଗାତାର ଦୋକାନୀ ସହ ଝ-ଗ-ଡା କରୁଛି । ପ୍ରଥମ ମହିଳା ଝ-ଗ-ଡା କରୁଛି ତ ଦ୍ଵିତୀୟ ମହିଳା ନିଜର ସାଲକୁ ଖୋଲି ଦେଲା ।

ଏମିତିରେ ଅନ୍ୟ ମହିଳା ଜଣକ ଚୋ-ରୀ କରିବାକୁ ଚେଷ୍ଟା କରୁଛି । ପ୍ରଥମେ ଏହି ମହିଳାକୁ କିଛି ବି ମିଳିଲା ନାହିଁ । କିନ୍ତୁ କିଛି ସମୟ ପରେ ସୁନା ଚାନ୍ଦି ଚୋ-ରୀ କରି ନେଉଛି ଏହି ତୁତୀୟ ମହିଳା ଜଣକ । ଏହିଭଳି ଘ-ଟ-ଣା ଦେଖାଇବାର ଆମର ମୂଳ ଲକ୍ଷ ହେଉଛି ଆପଣ ନିଜ ଦୋକାନ କିମ୍ବା ଅନ୍ୟ କୌଣସି ସ୍ଥାନରେ ସବୁବେଳେ ନିଜର ଜିନିଷ ପ୍ରତି ସାବଧାନ ରୁହନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *