ଛୋଟ ଛୋଟ କଥାରେ ରାଗିଥାନ୍ତି ଏହି 3ଟି ନାମର ଝିଅମାନେ – Jyotisha Shastra

ଏମିତି କିଛି ଲୋକ ମାନେ ଏ ଦୁନିଆରେ ଅଛନ୍ତି ଯେଉଁ ମାନେ ଅନେକ ସମୟରେ ରାଗିଥାନ୍ତି । ଏହି ଭଳି ବ୍ୟକ୍ତି ଙ୍କର ନାକ ଉପରେ ରାଗଥାଏ । ପ୍ରତେକ ଛୋଟ ଛୋଟ କଥା ରେ ଏହି ଭଳି ବ୍ୟକ୍ତି ମାନେ ରାଗିଥାନ୍ତି । ସେମାନେ ରାଗିବା ସମୟରେ ନିଜକୁ କାବୁ କରି ପାରନ୍ତି ନାହି । ରାଗିବା ସମୟରେ ବ୍ୟକ୍ତି ନିଜର ବୁଦ୍ଧି ବିବେକ କୁ ହରାଇଥାଏ । ରାଗ ମଣିଷର ବଡ ଶତ୍ରୁ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ନିଜର ହିଁ କ୍ଷତି କରିଥାଏ । ରାଗିବା ଦ୍ଵାରା ବ୍ୟକ୍ତି ନିଜର ବୁଝିବା ଶକ୍ତି ହରାଇଥାଏ ।

ରାଗିବା ସମୟରେ ବ୍ୟକ୍ତି ଏମିତି କିଛି ନିଷ୍ପତି ନେଇଥାଏ ଯାହା ଦ୍ଵାରା ପଛରେ ତାକୁ ଅନୁତାପ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମ ଥିବା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଏମାନେ ଛୋଟ ଛୋଟ କଥାରେ ରାଗିଥାନ୍ତି ।

୧- A ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ରାଗ ସ୍ଵଭାବର ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥାରେ ରାଗିଥାନ୍ତି । କିଛି କାରଣ ନ ଥାଇ ମଧ୍ୟ ଏମାନେ ପ୍ରତେକ ଟି କଥାରେ ରାଗିଥାନ୍ତି । ଯେତେବେଳେ ଏମାନେ ରାଗନ୍ତି ସେମାନେ ନିଜ ଉପରେ କାବୁ କରି ପାରନ୍ତି ନାହି । ସାମ୍ନାରେ ଯିଏ ଥାଉ ନାଁ କାହିଁକି ସେ ରାଗିବା ସମୟରେ ଦେଖନ୍ତି ନାହି । ତେଣୁ ଯେତେବେଳେ ଏମାନେ ରାଗରେ ଥିବେ ସେମାନଙ୍କୁ ଏକ ଛାଡି ଦେବା ଉଚିତ ।

୨- P ନାମର ଝିଅ ମାନେ : ଏହି ନାମର ଝିଅ ମାନଙ୍କର ସ୍ଵଭାବ ବହୁତ ଶାନ୍ତ ହୋଇଥାଏ । କିନ୍ତୁ ଯେବେ ଏମାନେ ରାଗିଥାନ୍ତି ବହୁତ ଜୋରରେ ରାଗିଥାନ୍ତି । ନିଜ ରାଗ ଉପରେ ଏମାନେ କାବୁ କରି ପାରନ୍ତି ନାହି । ଏମାନେ ଯେବେ ରାଗନ୍ତି ସେହି ସମୟରେ ନିଜକୁ ଅନ୍ୟ ମାନାଙ୍କ ଠାରୁ ଦୂରେଇ ରଖିଥାନ୍ତି । ଏମାନେ ରାଗିବା ସମୟରେ ଏକା ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ରାଗିବା ସମୟରେ ଅନ୍ୟ ସହ ବେସୀ କଥା ହେବାକୁ ପସନ୍ଦ କରନ୍ତି ନାହି । ନିଜ ରାଗ ନିଜ ମନ ଭିତରେ ରଖିଥାନ୍ତି । ଅନ୍ୟ ଆଗରେ କେବେ ବି ନିଜ ରାଗକୁ ଏମାନେ ପ୍ରକାଶ କରନ୍ତି ନାହି ।

୩- R ନାମର ଝିଅ ମାନେ : ଏହି ନାମର ଝିଅ ମାନେ ରାଗିବାରେ ତେଜ ହୋଇଥାନ୍ତି । ଏମାନେ ପ୍ରତେକ ଛୋଟ ଛୋଟ କଥାରେ ବିନା କାରଣରେ ରାଗିଥାନ୍ତି । ଏମାନଙ୍କର ଏହି ସ୍ଵଭାବ ଯୋଗୁ ଲୋକ ମାନେ ଏମାନଙ୍କ ଠାରୁ ଦୂରେଇ ରହିଥାନ୍ତି । ନିଜ ମନ କଥା ମନରେ ରଖିବା ଏମାନଙ୍କର ସବୁଠାରୁ କମଜୋରି ଗୁଣ ହୋଇଥାଏ । ଏମାନେ ନିଜ ରାଗକୁ କାବୁ କରି ପାରନ୍ତି ନାହି । ରାଗିବା ସମୟରେ ଏମାନେ ନିଜ ଆଗରେ ଥିବା ବ୍ୟକ୍ତି କିଏ ତାହା ଜାଣି ପାରନ୍ତି ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ମାର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *