CMC ଅଫିସରଙ୍କ ମେଡିକାଲ ରୋଡରେ ଚଢଉ କରି ଫୋପାଡିଲେ କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ, ଦେଖନ୍ତୁ Video କଣ କହୁଛନ୍ତି

କହିବାକୁ ଗଲେ ଗତକାଲି ସିଏମସିର କିଛି ଅଫିସରମାନେ ମେଡିକାଲ ରୋଡରେ ଥିବା ଫୁଡ ଷ୍ଟଲ ଗୁଡିକରେ ଅଚାନକ ଚ-ଢା-ଉ କରିଥିଲେ । ତାଙ୍କ ପାଖରେ ବାରମ୍ବାର ଅ-ଭି-ଯୋ-ଗ ଆସୁଥିଲା କି ଏଠିକାର ଦୋକାନୀମାନେ ଖାଦ୍ୟ ପଦାର୍ଥକୁ ଘୋଡାଇ ରଖୁ ନାହାନ୍ତି ଓ ଖାଦ୍ୟ ପଦାର୍ଥ ଗୁଡିକରେ ତେଲ ମସଲା ଅଧିକ ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ମେଡିକାଲକୁ ଆସୁଥିବା ରୋଗୀ ଓ ଅନ୍ୟ ଲୋକମାନଙ୍କୁ ଅସୁସ୍ଥ କରି ପାରେ ।

ଏହାକୁ ଦ୍ରୁଷ୍ଟିରେ ରଖି ଅଫିସରମାନେ ଗତକାଲି ଏହି ସବୁ ଫୁଡ ଷ୍ଟଲ ଗୁଡିକରେ ଚଢଉ କରି କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଫୋ-ପା-ଡି ଦେଇଛନ୍ତି ।

ଏହା ବିଷୟରେ ଯେତେବେଳେ ଅଫିସରଙ୍କୁ ପ୍ରଶ୍ନ କାରାଗାଲା ତେବେ ସେ କହିଲେ କି ମେଡିକାଲ ରୋଡର ଫୁଡ ଷ୍ଟଲ ଗୁଡିକର ବହୁତ ଅ-ଭି-ଯୋ-ଗ ଆମକୁ ମିଳୁଥିଲା ସେଥିପାଇଁ ଆଜି ଆମେ ରେ-ଡ କରିଛୁ । କହିବାକୁ ଗଲେ ବଡ ମେଡିକାଲର ବହୁତ ଲୋକମାନେ ଏଠି ଖାଉଛନ୍ତି ଓ ଏହି ଖାଦ୍ୟ ସେମାନଙ୍କ ସ୍ୱାସ୍ଥ୍ୟକୁ ଆହୁରି ଖ-ରା-ପ କରି ପାରେ ।

ଏମାନେ ଏହି ସବୁ ଖାଦ୍ୟରେ ର-ଙ୍ଗ ମିଶାଉଛନ୍ତି, ଏହା ସହିତ ଫୁଡ ସେ-ଫ-ଟି-ର ଲାଇସେନ୍ସ ବି ନାହିଁ ଏମାନଙ୍କ ପାଖରେ ଓ ବାହାରେ ଖାଇବା ପୁରା ଖୋଲା ମେଲା ହୋଇ ରହିଛି । ସେଥିପାଇଁ ଆଜି ରେ-ଡ କରାଯାଇଛି ଓ କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ନଷ୍ଟ କରାଯାଇଛି ।

ଏହା ସହିତ ଯେଉଁମାନଙ୍କର ଲାଇସେନ୍ସ ନାହିଁ ତାଙ୍କୁ ଫା-ଇ-ନ କରାଯିବ । ଦରକାର ପଡିଲେ ଦୋକାନ ସି-ଜ କରାଯିବ । ଆମକୁ ବହୁତ ଦିନ ହେବ ଅ-ଭି-ଯୋ-ଗ ମିଳୁ ଥିଲା ଓ ଆମେ ଏମାନଙ୍କୁ ସଚେତନ ବି ଦେଇ ଥିଲୁ ।

ଆଗ ଥର ଆସି ଆମେ କହିଦେଇ ଯାଇ ଥିଲୁ କି ଖାଦ୍ୟ ଭଲ ଭାବରେ ରଖ । କିନ୍ତୁ ସେମାନେ ଏହାକୁ ଖାତିର କରି ନ ଥିଲେ । ସେଥିପାଇଁ ଆଜି ଚ-ଢ-ଉ କରାଯାଇଛି । ଆଗରୁ ବାରମ୍ବାର ତାଙ୍କୁ କୁହାଯାଇଛି କି ଏହି ସବୁ ଖାଦ୍ୟ ଜିନିଷ ଏହାକୁ ଘୋଡେଇ ରଖ, କିନ୍ତୁ ସେମାନେ ଏହାକୁ ମାନି ନ ଥିଲେ । ଏହା ସହିତ ଲାଇସେନ୍ସ ବି ନାହିଁ । ଅନ୍ୟ କୌଣସି ରାସ୍ତା ନାହିଁ ।

ଜଣେ ଦୋକାନୀ କହିଲେ କି ଆମେ ସଙ୍ଗେ ସାଙ୍ଗେ ଖାଇବା ଆଣି ଏଠି ରଖିଥିଲୁ ଓ ଆମେ ଘୋଡାଇବାକୁ ଯାଉ ଥିଲୁ କି ଅଫିସରମାନେ ଆସିଲେ କିଛି ଶୁଣିଲେ ନାହିଁ କି ବୁଝିଲେ ନାହିଁ ସବୁ ଖାଇବା ନେଇ ଫୋପାଡି ଦେଲେ ।

Leave a Reply

Your email address will not be published. Required fields are marked *