ବନ୍ଧୁଗଣ ଆପଣ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ହାସ୍ୟ ଅଭିନେତା ପପୁ ଏମିତି ଏକ ଗୀତ ଗାଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିନେତା ପପୁ ଅଣ୍ଡା କଦଳୀ ଗୀତ ଗାଇଛନ୍ତି ଯାହା ଆପଣ ମାନେ ସମସ୍ତେ ଶୁଣିଥିବେ ।

କାରଣ ୟୁଟୁବ ହେଉ ବା ଫେସବୁକ ହେଉ ବା ଇଂଷ୍ଟା ହେଉ ସବୁଠାରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି । ଯୁତୁବ ରେ ଏହି ଗୀତ କୁ ପାଖାପାଖି ୭ ଲକ୍ଷ ଲୋକେ ଦେଖି ସାରିଲେଣି । ଏହି ଗୀତକୁ ଅଭିନେତା ପାପୁ କିପରି ଭାବେ ଗାଇଛନ୍ତି ତାହା ଆପଣ ମାନେ ନିଶ୍ଚିତ ଦେଖିଥିବେ ।
ଗତ କିଛି ଦିନ ତଳେ ବିଜୁ ପଟ୍ଟନାୟକ କଲେଜର ଛାତ୍ରୀ ମାନେ ରାଗି ଯାଇ କଲେଜ ଅଧ୍ୟାପକ ଓ ଶୁଭେନ୍ଦୁ ସାରଙ୍କ ନାଁ ରେ ଗଣ ମାଧ୍ୟମରେ ଜୋରସୋର ପ୍ରତିକ୍ରିୟା ରଖିଥିଲେ । ଆଉ ସେହି ସମୟରେ ଜଣେ ଛାତ୍ରୀ ରାଗି ଯାଇ କହିଥିଲେ ସାରା କହୁଛନ୍ତି ତମେ ଝଡି ଗଲାଣି, ଅଣ୍ଡା କଦଳୀ ଟିକେ ଖାଉନ, ତୁ କିଏ ବେ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ କଲେଜର ଛାତ୍ରୀ ଜଣକ ।

ଛାତ୍ରୀ ଜଣକ କହିଥିବା କଥାଟି ଗଣ ମାଧ୍ୟମକୁ ଆସିବା ପରେ ଏହି ଗୀତଟି ଭାଇରାଲ ହୋଇଥିଲା । ଏବେ ସେ ଭାଇରାଲ ଭିଡିଓ କୁ ନେଇ ଓଡିଆ ଗୀତ ହୋଇଛି । ସେଟହରେ ଅଭିନେତା ପପୁ ପମପମ ଗାଇଛନ୍ତି । ଗୀତଟି ହେଉଛି କଣ ଚେହେରା ଥିଲା କଣ ହେଲାଣି ଆପଲ ପରି ଥିଲା ଏବେ କଳା କାଠ ପଡି ଗଲାଣି କଣ ଅରେଞ୍ଜ ଜୁସ ପିଉନ କହିଦେଲି ବୋଲି ଦେହକୁ ନବନି ।
ଏହି ସମୟରେ ଯୁବତୀ ଜଣକ କହିଥିଲେ ତୁ କିଏ ବେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ସେଂସେତିଭ ଖବର ହୋଇଛି । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ଯନ୍ତ ଏହି ଗୀତ ରେ ତାଳେ ତାଳେ ଝୂମିବାରେ ଲାଗିଛନ୍ତି । କିଛି ଦିନ ପୂର୍ବେ ଭୁବନେଶ୍ଵର ରେ କଲେଜରେ ଏକ ଛାତ୍ର ଅସାନ୍ତି ଦେଖିବାକୁ ମିଳିଥିଲା ।

ଆଉ ସେହି ସମୟରେ କଣ ଘଟଣା ଘଟିଛି ତାହା ଜାଣିବା ପାଇଁ ଗଣ ମାଧ୍ୟମର ସବୁ ପ୍ରତିନିଧିଙ୍କ ଭିଡ ଜମିଥିଳା । ସାରା ଙ୍କ କଥା କହୁ କହୁ ଏମିତି କିଛି ଢଙ ରେ କହି ଦେଇଥିଲେ ଛାତ୍ରୀ ଜଣକ । କିନ୍ତୁ ଛାତ୍ରୀ ଜଣକ ଜଣାଇ ନ ଥିଲେ କି ତାଙ୍କର ଏହି ଡାଇଲଗ ପରବର୍ତ୍ତୀ ସମୟରେ ଗୀତ ହୋଇ ଭାଇରାଲ ହେବ ଯାହା ଏବେ ହୋଇ ସାରିଛି । ବର୍ତ୍ତମାନ ଏହି ଗୀତଟି ଖୁବ ଜୋରରେ ଆଗେଇ ଚାଲିଛି ।
ବନ୍ଧୁଗଣ ଆପଣ ମାନଙ୍କର ପପୁ ପମପମଙ୍କର ଏହି ଗୀତ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
