କୋକ୍ରୋଚ୍ ଆଜିକା ସମୟରେ ସମସ୍ତଙ୍କ ଘରେ ବହୁତ୍ ଅଧିକ ମାତ୍ରା ରେ ରହୁଛନ୍ତି ଓ କୋକ୍ରୋଚ୍ଚ ରୋଷେଇ ଘର ଓ ଅନ୍ୟ ସ୍ଥାନ କୁ ବହୁତ୍ ଅସନା କରିବା ସହ ବହୁତ୍ ପ୍ରକାର ହାନିକାରକ ରୋଗ ମଧ୍ୟ ବ୍ୟାପି ବାକୁ ଲାଗିଥାଏ । କୋକରୋଚ ପରେ ରହିଲେ ବହୁତ୍ ପ୍ରକାର ରୋଗ ଘରକୁ ମାଡି ଆସିଥାଏ କଣ ଆପଣ ଏହା ବିଷୟରେ ଜାଣିଛନ୍ତି । କକ୍ରୋଚ ଘରୁ ବାହାର କରିବା ସମସ୍ତଙ୍କ ପାଇଁ ବହୁତ୍ କଷ୍ଟକର ଯେତେ ଯାହା କଲେ ମଧ୍ୟ ଆଉ ଥରେ ଘରକୁ ଆସିଥାନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ପରେ ଆପଣଙ୍କ ଘରେ କକ୍ରୋଚ୍ ଆସିବେ ନାହିଁ ।
କକ୍ରୋଚ୍ଚ କାହାକୁ ବି ପସନ୍ଦ ନୁହନ୍ତି କାହିଁକିନା ସେ ଘର ଅସନା କରିବା ସହ ଆଉ ବହୁତ୍ ପ୍ରକାର ରୋଗ ର କାରଣ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରେ ବହୁତ୍ ସହଜ ରେ ମିଳିବ ।
ଆପଣଙ୍କୁ କିଛି କର୍ପୁର ଆବଶ୍ୟକ ଅଟେ, ଏହାକୁ ନେଇ ଗୁଣ୍ଡ କରନ୍ତୁ ଏହା ପରେ ଆପଣ କିଛି ଧୂପ ନିଅନ୍ତୁ ଓ ଏହାକୁ ଗୁଣ୍ଡ କରନ୍ତୁ । କୁହା ଯାଇଛି ଯେ କୋକ୍ରୋଛ କୁ ଧୂପ ସୁଗନ୍ଧ ବହୁତ୍ ଭଲ ଲାଗିଥାଏ କିନ୍ତୁ କର୍ପୁର ଗନ୍ଧ କକ୍ରୋଚ ମାନଙ୍କୁ ଜମା ବି ପସନ୍ଦ ନୁହ ସେମାନେ ଏହି ଗନ୍ଧ ପାଇଲେ ସେହି ଯାଗାକୁ କେବେ ବି ଯାନ୍ତି ନାହିଁ ।
ତେବେ ଆପଣଙ୍କୁ କର୍ପୁର ଓ ଧୂପ ଗୁଣ୍ଡ ନେଇ ପାଣି ରେ ପକାଇବାକୁ ହବ ଯାହା ପରେ ତାକୁ କିଛି ସମୟ ପାଇଁ ଚାଡି ଦିଅନ୍ତୁ ଏହା ପରେ ତାକୁ କପଡ଼ା ରେ ଛାଣି ନିଅନ୍ତୁ ଓ ସ୍ପ୍ରେଅର୍ ରେ ନେଇ ସବୁ ଜାଗାରେ ସ୍ପ୍ରେ କରନ୍ତୁ ଯେଉଁ ଯାଗା ରେ କାକ୍ରୋଚ ଆସନ୍ତି ଦେଖିବେ କିଛି ଦିନ ଏହି ଊପାୟ କରିବା ପରେ କକ୍ରୋଚ ଆପଣଙ୍କ ଘରକୁ ଆସିବେ ନାହିଁ ।
ଏହା ଛଡା ଆହୁରି ଗୋଟେ ଉପାୟ ଅଛି ଯାହା ଆପଣ ମାନଙ୍କୁ କରିବା ଉଚିତ୍ । ଆପଣ ମାନେ ବୋରିକ ଏସିଡ ନା ଶୁଣିଛନ୍ତି କି ଏହା ଏମିତି ଗୋଟେ ଜିନିଷ ଯାହା ଆପଣଙ୍କୁ ଔଷଧ ଦୋକାନ ରେ ମିଳିଯିବ ଆପଣଙ୍କୁ ବୋରିକ୍ ଏସିଡ କୌନ୍ସି ଦୀପ ବା ଜାଗାରେ ପକାଇ ସେଥିରେ ଅଳପ ଚିନି ଲୋଭ ପାଇଁ ପକାଇ ରୋଷେଇ ଘରେ ରଖିବା ଉଚିତ୍ ଦେଖିବେ କାକ୍ରୋଚ୍ ଆପଣଙ୍କ ଘର ଛାଡ଼ି ସବୁଦିନ ପାଇଁ ପଲେଇବେ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।