Cold Drink ପିଇଲେ ଆପଣଙ୍କ ଶରୀରରେ କଣ ହୁଏ ଦେଖନ୍ତୁ! ନଚେତ…

ଆଜିକା ସମସ୍ୟରେ ମଣିଷ ଖରାପ ଖାଦ୍ୟ ପ୍ରନାଳି ପାଇଁ ଏତେ ସବୁ ରୋଗ ର ଶିକାର ହୋଇଥାଏ, ମଣିଷ ନିଜ ସ୍ୱାସ୍ଥ୍ୟ ଉପରେ ଜମା ଧ୍ୟାନ ଦେଇ ନଥାନ୍ତି । ତେବେ ଯାହା ଇଛା ହେଲା ଲୋକ ଖାଇବା ପିବା ପସନ୍ଦ କରନ୍ତି କିନ୍ତୁ ଏହା ତାଙ୍କୁ ବହୁତ ଗୁଡେ ରୋଗର ଶିକାର କରିଥାଏ ବୋଲି ସେ ଜାଣି ନଥାନ୍ତି ।

ଆଜିକା ସମୟରେ ଲୋକଙ୍କୁ ବାହାର ଖାଦ୍ଯ ଖାଇବା ବହୁତ ଭଲ ଲାଗୁଛି ସେଥିରେ ସବୁଠାରୁ ଫେମସ କୋଲ୍ଡ ଡ୍ରିଂକ ଅଟେ । ଯିଏ ବାହାରେ ଯାହା ଖାନ୍ତୁ ବା ନାହିଁ କିନ୍ତୁ କୋଲ୍ଡ ଡ୍ରିଂକ ନିଶ୍ଚିନ୍ତ ପିଥାନ୍ତି ।

Image Courtesy: Google

ଆଜି ଆମେ ଆପଣ ମାନଙ୍କୁ କୋଲ୍ଡ ଡ୍ରିଂକ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ ଓ କହିବେ ଯେ ମୁଁ କେମିତି ଜାଣିଲି ନାହିଁ । କୋଲ୍ଡ ଡ୍ରିଂକରେ କାରୋନେଟେଡ ଗ୍ଯାସ ହୋଇଥାଏ ଏହା ଛଡା ଚିନୀ, ପାଣି ଓ କେତେକ ହାନିକାରକ ଏସିଡ ମଧ୍ୟ ହୋଇଥାଏ । କୋଲ୍ଡ ଡ୍ରିଂକ ପିଇବାକୁ ଯେତେ ଭଲ ଲାଗିଥାଏ ସେଥିରେ ସେତିକି ହାନିକାରକ ପଦାର୍ଥ ଅଛି ଯାହା ଆପଣଙ୍କ ସ୍ୱାସ୍ଥ୍ୟ କିଛି ଦିନ ଭିତରେ ସମାପ୍ତ କରିବା ପାଇଁ ଯଥେଷ୍ଠ ଅଟେ ।

Image Courtesy: Google

୨୫୦ ଏମଏଲ କୋଲ୍ଡ ଡ୍ରିଂକରେ ୩୨ରୁ ୩୫ ଗ୍ରାମ ଚିନୀ ହୋଇଥାଏ ତେବେ କୋଲ୍ଡ ଡ୍ରିଂକ ସେବନ କରିବା ପରେ ମଣିଷ ଶରୀରରେ ସୁଗାର ମାତ୍ରା ହଟାତ ବଢିବାକୁ ଆରମ୍ଭ ହୋଇଥାଏ ଓ ମଣିଷକୁ ଗୋଟେ ଦିନରେ ଯେତେ ଗ୍ଲୁକୋଜ ଆବଶ୍ୟକ ହୋଇଥାଏ ତା ଠାରୁ ଅଧିକ ରହିଥାଏ ଓ ସ୍ୱାସ୍ଥ୍ୟ ଖରାପ ହୋଇଥାଏ, ଏହି ଭଳି ଲୋକଙ୍କୁ ଡାଇବେଟିଜ ସମସ୍ଯା ବଢିବାକୁ ଲାଗିଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କୋଲ୍ଡ ଡ୍ରିଂକ ପିଇବା ପରେ ସେହି ବ୍ୟକ୍ତି ଶରୀରରୁ କୋଲ୍ଡ ଡ୍ରିଂକ ଓ କେତେକ ଜଳିଅ ଅଂସ ବାହାରି ଯାଇଥାଏ ଯାହା ଦ୍ଵାରା ଆମ ଶରୀର କେତେକ ହାଡ ଓ ମାଂସ ପେଶୀ କମ୍ଜୋର ହବାକୁ ଲାଗିଥାଏ ଓ ଆମକୁ ଥକା ଅନୁଭବ ହୋଇଥାଏ ।

Image Courtesy: Google

ତେବେ କଣ ଆପଣ ଜାଣିଛନ୍ତି କୋଲ୍ଡ ଡ୍ରିଂକରେ ମଧ୍ୟ ନିଶା ଦର୍ବ୍ୟ ରହିଥାଏ ଯାହା ଦ୍ଵାରା ମଣିଷକୁ ବହୁତ ଅଜୀବ ଅନୁଭବ ହୋଇଥାଏ କିନ୍ତୁ ନିଶା ମାତ୍ରା ବହୁତ କମ ରହିବା ଦ୍ଵାରା ଏହା ଜଣା ପଡିନଥାଏ । ତେବେ କୋଲ୍ଡ ଡ୍ରିଂକ ପିବା ଦ୍ଵାରା ଲିଭର ସଠିକ ଭାବରେ କାମ କରିନଥାଏ ଓ ଶରୀର ବହୁତ କାମ ସ୍ଲୋ ହବା ସହ କିଡନି ମଧ୍ୟ ସଠିକ ଭାବରେ କାମ କରି ପାରେ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *