କରୋନା ଦ୍ଵିତୀୟ ଲହରୀ ମଧ୍ୟରେ ଆସିଲା ଏହି 3ଟି ନୂଆ ଲକ୍ଷଣ, ଜାଣନ୍ତୁ ଓ ବଞ୍ଚିକି ରୁହନ୍ତୁ, ଏବେ ପବନରେ ମଧ୍ୟ ବ୍ୟପୁଛି ଭାଇରସ

କରୋନା ମହାମାରୀ ଗତ ବର୍ଷ ଠାରୁ ଆରମ୍ଭ ହୋଇଛି ତେବେ ସରକାର ନିଜ ତରଫରୁ ଲୋକଙ୍କ ରକ୍ଷା ହେତୁ ବହୁତ ସତର୍କତା ଅବଲମ୍ବନ କରୁଛନ୍ତି ତେବେ ଏହି ସାମାନ୍ୟ ଲକ୍ଷଣ ଦେଖାଉଥିବା ରୋଗ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଜୀବନ ନେଇ ଯାଇଛି । ଆପଣ ମାନେ ମଧ୍ୟ ଏହା ଅନୁଭବ କରି ପାରୁଥିବେ ଯେ କେତେ ମଣିଷ ସହ କେତେ ପ୍ରକାର ଅନ୍ୟ ହାନି ହେଉଛି ଆଉ ଏହି କରୋନା ପାଇଁ କେତେ ଲୋକଙ୍କ ଜୀବନ ଚାଲି ଯାଇଛି । ତେବେ କରୋନା ଏବେ ପବନରେ ମିଶି ଅଟାକ କରୁଛି ଯାହା ଠାରୁ ବଞ୍ଚିବା ଏବେ ବହୁତ ମୁସ୍କିଲ ଅଟେ । ତେବେ ନୂଆ ଲକ୍ଷଣ କଣ କରୋନା ର କଣ ତାହା ଆପଣ ମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ବର୍ତମାନରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି ଆଉ ଏହି କାରଣରୁ କେତେ ଲୋକ ଜୀବନ ହରାଉଛନ୍ତି, ତେବେ ବର୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ଏହା ହୋଇଛି ଯେ ଲୋକ ମାନଙ୍କୁ ହସ୍ପିଟଲରେ ବେଡ ମିଳୁ ନାହିଁ ଏହା ଛଡା ଆକ୍ସିଜନ ଏତେ ଅଭାବ ହେଇଯାଇଛି ଯେ ଲୋକ ଅକ୍ସିଜନ କମିବା ଦ୍ଵାରା ଜୀବନ ହରାଉଛନ୍ତି ।

ଆପଣ କିଛି ସେକେଣ୍ଡ ପାଇଁ ନିଜ ନିଶ୍ଵାସ ଅଟକାଇ ଦେଖନ୍ତୁ ଆପଣଙ୍କୁ କେମିତିକା ଅନୁଭବ ହେଉଛି ତେବେ ଭାବନ୍ତୁ କରୋନା ପୀଡିତ ବ୍ୟକ୍ତି ପଜେଟିବ ହେଲା ପରେ ପ୍ରତି ମିନିଟ ଏହି କଷ୍ଟ ସହୁଥିବ ତାକୁ କେମିତିକା ଅନୁଭବ ହେଉଥିବ କେବେ ଭାବିଛନ୍ତି । ତେବେ ଏହି ସମୟ କେବଳ ଅନ୍ୟ ମାନଙ୍କୁ ଦୋଷୀ କହିବାର ନୁହଁ ନିଜେ ସତର୍କ ହୋଇ ରହିବା ଉଚିତ ଅଟେ । କଣ ଆପଣ ଜାଣିଛନ୍ତି ନୂଆ ଲକ୍ଷଣ ଅନୁଯାଇ କରୋନା ପଜେଟିବ ଲୋକଙ୍କ ଆଖି ନାଲି ପଡି ଯାଉଛି, ବାନ୍ତି ହେଉଛି, କଫ ରହୁଛି, କିଛି ସୁଆଦ ବା ସୁଗନ୍ଧ ଆସୁ ନାହିଁ ଆଉ ଯାହା ଆଗରୁ ହେଉଥିଲା ତାହା ମଧ୍ୟ ଅଛି ।

ତେବେ ଜାଣିବା ବହୁତ କଷ୍ଟକର ହେଇ ଗଲାଣି କିନ୍ତୁ ଏହି ସମୟରେ ଆପଣଙ୍କୁ ପୋଷ୍ଟିକ ଖାଦ୍ୟ ଖାଇବା ଆବଶ୍ୟକ ଅଟେ, ଏହା ଛଡା ଥଣ୍ଡା ଜିନିଷ ଜମା ସେବନ କରନ୍ତୁ ନାହିଁ, ଏହା ଛଡା ଗରମ ପାଣି ସବୁବେଳେ ସେବନ କରନ୍ତୁ ଆଉ ମନେ ରଖନ୍ତୁ ଆପଣଙ୍କୁ ବାହାରକୁ ଯିବାର ନାହିଁ ଆଉ ନିଜ ପରିବାର ସୁରକ୍ଷା ପାଇଁ ସକାଳେ ଉଠି ଯୋଗ ନିଶ୍ଚିନ୍ତ କରନ୍ତୁ । କାହିଁକିନା ଯିଏ ପଜେଟିବ ହୋଇଥାଏ ସେ ନିଜ ସହ ପୁରା ପରିବାରକୁ ପଜେଟିବ କରିଥାଏ, ଆଜି କେତେକ ପରିବାର ନଷ୍ଟ ହୋଇଗଲେଣି ତେବେ ନିଜକୁ ଏହି ମହାମାରି ଠାରୁ ବଞ୍ଚାଇ ରଖିବା ଆପଣଙ୍କ ଦାଇତ୍ଵ ଅଟେ ।

Leave a Reply

Your email address will not be published. Required fields are marked *