କରୋନା ସହ ଲଢିବା ପାଇଁ ଆୟୁଷ ମନ୍ତ୍ରାଳୟର ରାମବାଣ ଉପାୟ

ଆଜିକା ସମୟରେ ଦେଶର ସବୁଠାରୁ ବଡ ସମସ୍ୟା ହେଲା କରୋନା ରୋଗ ଯାହା ଧୀରେ ଧୀରେ ଦେଶକୁ ଗରିବ କରିବା ସହ କେତେ ଲୋକଙ୍କ ମୃ-ତ୍ୟୁ-ର କାରଣ ମଧ୍ୟ ହୋଇଛି । ତେବେ ବର୍ଷେ ଉପରେ ହେଇଗଲା ଏହି ମହାମାରୀକୁ ଆମ ଦେଶରେ ଆସିବାର କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହାର କିଛି ଉପାୟ ବାହାର ହୋଇ ନାହିଁ ଆଉ କେହି ଜାଣି ନାହାନ୍ତି ଯେ ଏହା ଆଉ କେତେ ବିଧ୍ଵଂସ କରିବ । କୋରୋ ଏମିତି ଗୋଟେ ରୋଗ ଯାହା ସିଧା ଆମ ନିଶ୍ଵାସ ଉପରେ ପ୍ରଭାବ ପକାଇଥାଏ ଯାହା ଅନୁଯାଇ ମଣିଷ ନିଜ ଜୀବନରେ ବହୁତ କମ ସମୟ ପାଇଥାଏ । କିନ୍ତୁ ବର୍ତମାନ ଆକ୍ସିଜନ ସମସ୍ୟା ଲୋକଙ୍କ ପାଇଁ ବହୁତ ବଡ ସମସ୍ୟା ହୋଇ ଯାଇଛି ।

ତେବେ ଏହି କରୋନାରେ କେତେ ଲୋକ ନିଜ ଲୋକଙ୍କୁ ହରାଇଛନ୍ତି ଆଉ ଜୀବନ ଯାଉଥିବାର ନିଜ ଆଖିରେ ଦେଖିଛନ୍ତି, ସେହି ଭଳି ଲୋକଙ୍କ ଦୁଃଖ କହିଲେ ନାସାରେ କିନ୍ତୁ ଯିଏ ବଞ୍ଚିଛନ୍ତି ତାଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦବା ଉଚିତ ଅଟେ । ତେବେ ଆମ ଆୟୁର୍ବେଦରେ ବହୁତ ଏମିତ ଜିନିଷ ଅଛି ଯାହା ଆମ ରୋଗ ପ୍ରତି ରୋଧକ କ୍ଷମତା ବଢାଇବାରେ ଆମ ସାହାଯ୍ୟ କରି ପାରିବ କିନ୍ତୁ ଏହି ସବୁ ଯଦି ବୁଟୀ ବିଷୟରେ ଆମେ କିଛି ଜାଣି ନାହୁଁ ଏହାର ମୁଖ୍ୟ କାରଣ ଇଂରାଜୀ ଔଷଧ ଅଟେ ।

ଆୟୁର୍ବେଦିକ ଜିନିଷକୁ ରୋଗ ଭଲ କରିବା ପାଇଁ ସମୟ ଲାଗିଥାଏ କିନ୍ତୁ ଜୀବନ ସାରା ଅନ୍ୟ ରୋଗ ଠାରୁ ଏହା ଆମକୁ ବଞ୍ଚାଇଥାଏ ଆଉ ଇଂରାଜୀ ଔଷଧ ଯେତେ ଶୀଘ୍ର କାମ କରିଥାଏ ସେତେ ପ୍ରକାର ରୋଗ ମଧ୍ୟ ଆମ ଶରୀରକୁ ଦେଇଥାଏ ସେଥିପାଇଁ ମନେ ରଖନ୍ତୁ ଆମ ଆୟୁର୍ବେଦ ବହୁତ ଭଲ ଅଟେ । ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ଅଶ୍ଵଗନ୍ଧା ବହୁତ ଭଲ ଔଷଧୀୟ ଗଛ ଅଟେ ତେବେ ଅଶ୍ଵଗନ୍ଧା ପାଉଡର ଆପଣଙ୍କୁ ବଜାରରେ ମିଳିଯିବ ଭଲ କ୍ଵାଲିଟି ଜିନିଷ ଆଣି ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ସବୁ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ଆଉ ଆପଣଙ୍କ ଶରୀର ରୋଗ ପ୍ରତି ରୋଧକଳ କ୍ଷମତା ବଢିବ ଯାହା ଦ୍ଵାରା ଆପଣଙ୍କୁ ଅନ୍ୟ ରୋଗ ହବ ନାହିଁ ଆଉ ଆପଣ ବହୁତ ଭଲ ଅନୁଭବ କରିବେ କରୋନା ମଧ୍ୟ ଆପଣଙ୍କ କିଛି କରି ପାରିବ ନାହିଁ । ତେବେ ସରକାର ଦ୍ଵାରା ବାରମ୍ବାର କୁହା ଯାଉଛି ଯେ ଥଣ୍ଡା ଜିନିଷ ସେବନ କରନ୍ତୁ ନାହିଁ ଯେତେ ଗରମ ଜିନିଷ ସେବନ କାରନ୍ତରୁ ସେତେ ଭଲ ଯଦି ପାରୁଛନ୍ତି ତେବେ ଦିନକୁ ଦୁଇ ଥର ହଳଦୀ କ୍ଷୀର ସେବନ କରନ୍ତୁ ଏହା ଆପଣଙ୍କ ଶରୀରକୁ ବହୁତ ଶକ୍ତି ପ୍ରଦାନ କରିଥାଏ ଆଉ ଆପଣଙ୍କୁ ସବୁ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *