ଆପଣମାନେ ଜାଣିଛନ୍ତି କାରୋନାର ଦ୍ଵିତୀୟ ଲହରୀ ଏବେ ଭାରତରେ ନିଜର ତାଣ୍ଡବ ରଚିଛି । ଦେଶର ସମସ୍ତ ଜନତା ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରତେକ ଦିନ ଯେପରି ଭାବେ ସଂଖ୍ୟାଧିକ ଲୋକ ଏହି ରୋ-ଗର ଶି-କା-ରହେଉଛନ୍ତି ସେପରି ଭାବେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ତେବେ କେଏନ କରାଯିବ ଏହିପରିସ୍ଥିତିରେ ଏକ ଚିନ୍ତାର ବିଷୟ ପାଲଟିଛି । ଏହି ପରି ପରିସ୍ଥିତିରେ କିପରି ଜୀବନ ଜାପାନ କରିବେ ଏକ ସୁଦୃଢ ବକ୍ତ୍ୟବ୍ୟ ଉପସ୍ଥାପନ କରିଛନ୍ତି ପ୍ରସିଦ୍ଧ ଡାକ୍ତର ଶୁଭ ବାନାର୍ଜୀ । ତେବେ କାରୋନା ସହ କିପରି ଲଢିବେ ସେ ବିଷୟରେ ମନ୍ତବ୍ୟ ଦେବା ପୂର୍ବରୁ ସେ ପ୍ରଥମେ ମଣିଷ ଜୀବନର ଦୁଇଟି ମୁଖ୍ୟ ବିଷୟ ଭୟ ଏବଂ ସତର୍କତା ବିଷୟରେ କହିଛନ୍ତି ।
ସେ ପ୍ରଥମେ ବୁଝାଇବାକୁ ଚାହିଞ୍ଚନ୍ତି ଯେ ଭୟ କଣ ଏବଂ ସତର୍କତା କଣ । ମଣିଷ ଜୀବନରେ ବହୁତ କିଛି ଘଟନା ଘଟିଥାଏ ଯାହାକୁ ନେଇ ସେ ଭୟବିତ ହୋଇଥାଏ କିନ୍ତୁ ସେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ତା ପ୍ରତି ସତର୍କତା ମଧ୍ୟ ଆବଲମ୍ବନ କରିଥାଏ । ଏକ ଉଦାହରଣ କୁ ଦୃଷ୍ଟିରେ ନେଲେ ମଣିଷ କେବେ ମଧ୍ୟ ଭୁତ, ପ୍ରେତ ଇତ୍ୟାଦିକୁ ଦେଖିନଥାଏ କିନ୍ତୁ ଯେତେବେଳେ ଏମାନଙ୍କ ବିଷୟରେ କୌଣସି ଆଲୋଚାନ ହୋଇଥାଏ ସେ ଭୟ କରିଥାଏ ।
କିନ୍ତୁ ଯେତେବେଳେ ଏସବୁ ବିଷୟରେ ସଠିକ ଧାରଣ ଆସିଥାଏ ସେ ଏହାର ଉପଯୁକ୍ତ ସତର୍କତା ଅବଲମ୍ବନ କରିଥାଏ ଏବଂ ଏହି ଭୟରୁ ମୁକ୍ତି ପାଇଥାଏ । ସେହିପରି ଆମ ଦେଶରେ ଅନେକ ସମୟ ବନ୍ୟା, ବାତ୍ୟା, ଭୂମିକମ୍ପ ଇତ୍ୟାଦି ପ୍ରାକୃତିକ ବିପର୍ଜ୍ୟ ଆସିଥାଏ ଯାହାକୁ ନେଇ ମଣିଷ ଭୟବିତ ଓ ଆତଙ୍କିତ ହୋଇଥାଏ । କିନ୍ତୁ ଯେତେବେଳେ ଏସବୁ ବିଷୟରେ ମଣିଷ ସଠିକ ସୂଚନା ପାଇଥାଏ ସେତେବେଳେ ସେ ଏହାପାୟନ ସତର୍କତା ଅବଲମ୍ବନ କରିଥାଏ ଏବଂ ଅତି ସହଜରେ ଏହାର ଉପଚାର କରିଥାଏ ।
କାରୋନା ମଧ୍ୟ ଏହିପରିଭାବେ ପୂର୍ବ ସତର୍କତା ଦ୍ଵାରା ଦୂର ହୋଇ ପାରିବ । କିନ୍ତୁ ଡକ୍ଟର ବାନାର୍ଜୀ ଙ୍କ ମତରେ ମଣିଷର ସ୍ଵାଭାବ ଏହି ଦିଗରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିବ । ତାଙ୍କ ମତରେ ଆମର ସ୍ଵଭାବ ସମସ୍ତଙ୍କ ପ୍ରତି ଏହିପରି ରହିବା ଆବଶ୍ୟକ ଯେପରି ଆମର ସ୍ଵାଭାବ ନିଜର ସମ୍ପର୍କୀୟଙ୍କ ପ୍ରତି ରହିଥାଏ । ଏଥିପାଇଁ କାରୋନା ଭୂତାଣୁ ସମ୍ବଧୀୟ ସଠିକ ତଥ୍ୟ ରହିବା ଦରକାର । ଅର୍ଥାତ ଏହି ଭୂତାଣୁ କିପରି ବ୍ୟାପୀ ଥାଏ, ଏଥିପ୍ରତି କେଉଁ ସତର୍କତା ଅବଲମ୍ବନ କରିବା ଦରକାର, କେଉଁ ପରିସ୍ଥିତିରେ ଆମେ କାରୋନା ପରୀକ୍ଷା କରିବା ଇତ୍ୟାଦି ।
ଏଥିପାଇଁ ଆମକୁ ଆମର ଦୈନଦିନ ଜୀବନ ଶୈଳୀରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେପରିକି ନିଜକୁ ସର୍ବଦା ସୁସ୍ଥା ରଖିବା । ନିଜକୁ ପ୍ରଥମେ କାରୋନା ଟୀକା ସଠିକ ସମୟରେ ଦେବା । ସାମାଜିକ ଦୂରତା ରକ୍ଷା କରିବା । ନିୟମିତ ଭାବରେ ବୟାମ କରିବା । ପୃଷ୍ଟିକର ଖାଦ୍ଯ ଗ୍ରହଣ କରିବା । ସର୍ବଦା ସାନିଟାଇଜର ଓ ମାସ୍କ ବ୍ୟବହାର କରିବା । ସର୍ବଦା ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ଯ ଖାଇବା ଓ ବାହାରେ କୌଣସି ପ୍ରକାରର ଖାଦ୍ଯ ଗ୍ରହଣ କରିବା ନାହିନ ।
ଉପରେ ଦିଆଯାଇଥିବା ସମସ୍ତ ତଥ୍ୟ କାରୋନାର ନିୟମ ଅଟେ, ଯଦି ଆମେ କାରୋନାର ସମସ୍ତ ନିୟମ ସଠିକ ରୂପରେ ମାନିବା ତେବେ ଆମେ ଏଥିପ୍ରତି ସତର୍କ ରହିବା ଏବଂ ଆମେ କାରୋନାର ଶି-କା-ର ହେବାର ସୁଯୋଗ କମ ରହିଥାଏ । କିନ୍ତୁ ଯଦି ଆମେ ଏହି ସବୁ ନିୟମ ନ ମାନିବା ତେବେ ଏହା ଆମ ମନରେ ଏକ ଭୟ ସୃଷ୍ଟି କରିଥାଏ, ଯାହା ଫଳରେ ଆମେ ଅନେକ ଭୁଲ କାମ କରିବସିଥାଉ, ଯଥା ନିଜର ରୋ-ଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆମେ ଆନେକ ପ୍ରକାର ଔଷଧ ସେବନ କରିଥାଉ, ଯାହାକି କଦାପି ଉଚିତ ହୋଇ ନଥାଏ ।
ତେବେ ଆମେ ନିଜର ଭୟକୁ ଦୂରକରିବା ପାଇଁ କାରୋନାର ସମସ୍ତ୍ ନିୟମକୁ ସଠିକ ଭାବେ ମାନିବା ଏବଂ ବାହାରେ ପ୍ରଚଳିତ ହେଉଥିବା ଗୁଜବ ଠାରୁ ଦୂରରେ ରହିବା । କୌଣସି ବ୍ୟକ୍ତିଙ୍କୁ ଭୁଲ ତଥ୍ୟ ଦେବା ନାହିଂ । ଯଦିବି କାରୋନାର ଦ୍ଵିତୀୟ ଲହଋ ଧୀରେ ଧୀରେ କମିବାରେ ଲାଗିଛି ଆମକୁ କାରୋନାର ସମସ୍ତ ନିୟମକୁ ମାଣିବାକୁ ପଡିବ, ଯାହାଦ୍ୱାରା ଆମେ ସତର୍କ ରହିବା, କୌଣସି ଅସୁବିଧା ଉତ୍ପାର୍ଣ ହେଲେ ଡାକ୍ତରଙ୍କ ପରାମର୍ଶ ନେବା, ନିଜର ମନକୁ ସୁଦୃଢ କରିପାରିବା ଏବଂ କାରୋନା ଯୁଦ୍ଧରେ ସଫଳ ହୋଇପାରିବ ।