କ୍ୟାନ୍ସରର ମୁଖ୍ୟ କାରଣର ହେଲା ଖୁଲାସା, ତେବେ ଏହି କାରଣରୁ ନିଶା ଖାଉନଥିବା ଲୋକଙ୍କୁ ବି ହେଉଛି ଏହି ରୋଗ

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିକାଲି ଲୋକମାନଙ୍କର ଲାଇଫ ଏତେ ବ୍ୟସ୍ତ ହୋଇଯାଇଛି କି ତାଙ୍କ ପାଖରେ ଠିକ ସେ ବସି ଖାଇବା ପାଇଁ ଟିକେ ସମୟ ବି ନଥାଏ । ଲୋକମାନେ ଘର ଖାଇବା ଛାଡି ବାହାର ଖାଇବା ଅଧିକ ଖାଉଛନ୍ତି । ବାହାର ଖାଦ୍ୟରେ ଲୋକମାନେ ଅଧିକ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରୁଛନ୍ତି ,ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ଆଜି ଆମେ ଫାଷ୍ଟଫୁଡ ସହିତ ଯୋଡି ହୋଇଥିବା ଏମିତି ଖବର ଆପଣଙ୍କ ସାମ୍ନାକୁ ଆଣୁଛୁ ।

ଯାହା ବିଷୟରେ ଜାଣିବା ପରେ ଆପଣ ଫାଷ୍ଟଫୁଡ ଖାଇବା ବନ୍ଦ କରିଦେବେ ।

ଏହି ବିଷୟରେ ଆପଣଙ୍କୁ କହିବାରେ କେବଳ ଆମର ଏହା ଉଦେଶ୍ୟ ଅଛି କି ଆପଣ ଫାଷ୍ଟଫୁଡ ସହିତ ଯୋଡି ହୋଇଥିବା କ୍ଷତିକାରକ ବିଷୟରେ ଜାଣନ୍ତୁ ଏବଂ ଜଲ୍ଦି ଫାଷ୍ଟଫୁଡ ପାଖରୁ ଦୂରେଇ ରୁହନ୍ତୁ । ଆଜିକା ସମୟରେ ପ୍ରାୟ କେଉଁ ବ୍ୟକ୍ତି ଏମିତି ଅଛନ୍ତି ଯିଏ ଜାଣିନାହାଁନ୍ତି କି କ୍ୟାନ୍ସର ଏକ ଭୟାନକ ରୋଗ ଅଟେ । ଯାହାର ସଙ୍କଟରେ ସବୁଦିନ କେତେ ଲୋକ ଆସୁଛନ୍ତି । ଯଦି ଆମେ କହିବା କି କ୍ୟାନସରରେ ଶିକାର ହୋଇ ମାରୁଥିବା ଲୋକନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ତାହେଲେ କିଛି ଭୁଲ ହେବ ନାହିଁ । ୨୦୧୬ମସିହାରେ ଆମେରିକାରେ କ୍ୟାନସର ଦ୍ଵାରା ମରିଥିବା ଲୋକଙ୍କର ସଂଖ୍ୟା ଛଅ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେଠାରେ ୧୭ଲକ୍ଷ ଲୋକ ଏହି ରୋଗରେ ପୀଡିତ ଥିଲେ ।

ଶୁଣିବାକୁ ମିଳିଛି କି ଫାଷ୍ଟଫୁଡ ଶ୍ରେଣୀରେ ଗଣା ହେଉଥିବା ସ୍ନାକ୍ସ ହାଟ ଡାଗ କ୍ୟାନସର ରୋଗ ବହୁତ ଖାତରନାକ ହୋଇଥାଏ । ହାଟ ଡାଗ ତିଆରି କରିବା ପାଇଁ ଯେଉଁ ପ୍ରକାର ପ୍ରକ୍ରିୟା ବ୍ୟବହାର କାରାଯାଉଛି ,ତାହା ଶରୀର ପାଇଁ ବହୁତ ହାନିକାରକ ଅଟେ । ଯଦି ଆପଣ ଏହାକୁ ଖାଉଛନ୍ତି ତାହେଲେ ଆପଣଙ୍କଉ କ୍ୟାନସର ଭଳି ରୋଗ ହୋଇପାରେ । ଏହାକୁ ତିଆରି କରିବା ପାଇଁ ମୃଗର ମାଂସକୁ ବି ବ୍ୟବହାର କରାଯାଉଛି ,ଏହା ସହିତ ଏଥିରେ ସୋଡିୟମ ନାଇଟ୍ରାଇଟ ,ସୋଡିୟମ ଫସଫେଟ ,ସୋଡିୟମ ଏକ୍ସୋବରେଟ ଆଦି ଭଳି କେତେକ ଖାତରନାକ ପଦାର୍ଥ ବ୍ୟବହାର କରାଯାଉଛି ।

ଯଦି ଆମେରିକାର କ୍ୟାନସର ସଂସ୍ଥାକୁ ମାନିବା ତାହେଲେ ଯଦି ଆପଣ ଗୋଟେ ଦିନ ବି ହାଟ ଡାଗ ଖାଇବେ ତାହେଲେ ଶରୀର ଭିତରେ କ୍ୟାନସର ହେବାର ଲକ୍ଷଣ ବଢିଯାଇଥାଏ । ଏହାଛଡା ଆପଣଙ୍କ ପେଟରେ କ୍ୟାନସର ହେବାର ଅଧିକ ଚାଞ୍ଚ ବଢିଯାଇଥାଏ । ଏଥିରେ କେତେକ ଯାନୁଆରଙ୍କର ଲିଭର ଏବଂ କିଡନି ବି ପେସା ଯାଇଥାଏ । ଯାହାଦ୍ୱାରା କ୍ୟାନସର ହେବାର ଖତରା ଅଧିକ ବଢି ଯାଇଥାଏ । ଏଥିପାଇଁ ଫାଷ୍ଟଫୁଡ ଖାଇବା କମ କରିବା ଦରକାର । ଆମେ ଭାବୁଛୁ କି ଏହି ସୂଚନା ଆପଣଙ୍କୁ କ୍ୟାନସର ଭଳି ରୋଗ ଠାରୁ ବଞ୍ଚିବା ପାଇଁ ସାହାଯ୍ୟ ନିହାତି କରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *