NCBର ଦବଙ୍ଗ ଅଫିସର Sameer Wankhede 10 ବର୍ଷ ପୂର୍ବରୁ SRKଙ୍କୁ ରଖିଥିଲେ ଅଟକ, ଆଉ ଏବେ Aryan

ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଦ୍ର-ଗ୍ସ ମା-ମ-ଲାରେ ନିଜ ବନ୍ଧୁ ମାନଙ୍କ ସହ ଏନସିବୀ ଦ୍ଵାରା ଆ-ରେ-ଷ୍ଟ ହୋଇ ଜେଲରେ ଅଛନ୍ତି । ବର୍ତ୍ତମାନ ଅର୍ଜୁନ ଏହି ଘଟଣାରେ ଗି-ର-ଫ ହେବା ପରେ ଏନସିବୀର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଚର୍ଚ୍ଚା ରେ ରହିଛନ୍ତି । ଗାଁ ଠାରୁ ସହର ଅଜାଏନ ଏହି ଦ-ବ-ଙ୍ଗ ଅଫିସରଙ୍କ ଚର୍ଚ୍ଚା ଚାଲିଛି । ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦ-ବ-ଙ୍ଗ ଅଫିସର ସମୀର ୧୦ ବର୍ଷ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସେହି ସମୟରେ ସେ ବଲିଉଡର କିଙ୍ଗ ଖାନ ସାହରୁଖ ଖାନଙ୍କୁ ପାଣି ପିଆଇ ଚର୍ଚ୍ଚାକୁ ଆସିଥିଲେ । ତେବେ ଆସନ୍ତୁ ଜାଣିବା ସେହି ପୁରା ଘଟଣା କଣ ରହିଥିଲା ।

ସୂଚନା ଅନୁସାରେ ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ସମୀର ୱାଙ୍ଖଡେ ଶାହରୁଖଙ୍କୁ ଅ-ଟ-କ ରଖିଥିଲେ । ଇଣ୍ଡିଆନ ରେଭିନନିୟୁ ସର୍ଭିସର ୨୦୦୮ ବ୍ୟାଚର ଅଧିକାରୀ ହେଉଛନ୍ତି ସମୀର । କଷ୍ଟମ ବିଭାଗରେ ଯେତେବେଳେ ସମୀରଙ୍କୁ ପୋଷ୍ଟିଂ ମିଳିଥିଲା ସେହି ସମୟରେ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର ଇଣ୍ଟେଲିଜେନ୍ସି ୟୁନିଟରେ ତାଙ୍କୁ ନିୟୋଜିତ କରା ଯାଇଥିଲା । ସେତେବେଳେ ସମୀର ନିସ୍ପତି ନେଇଥିଲେ କି ବିମାନ ବନ୍ଦରରେ ସମସ୍ତଙ୍କ ସହ ସମାନ ବ୍ୟବହାର କରାଯିବ । ସାଧାରଣ ନାଗରିକ ହେଉ ବା କୌଣସି ଷ୍ଟାର ହେଉ ସମସ୍ତେ ସମାନ ବ୍ୟବହାର ପାଇବେ ।

ଧାର୍ଯ୍ୟ ମୁତାବକ ଯଦି ବିଦେଶରୁ କେହି ଅଧିକ ଜିନିଷ ନେଇଆସେ ତେବେ ତାଙ୍କୁ କଷ୍ଟମ ଡିୟୁଟି ଦେବାକୁ ପଡିବ । ସୂଚନା ଯୋଗ୍ୟ ୨୦୧୧ ଜୁଲାଇ୧୯ରେ ଶାହରୁଖ ୟୁକେ ଓ ହଲାଣ୍ଡରୁ ଛୁଟି ସାରି ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କ ସହ ପୁରା ପରିବାର ଥିଲେ । ସେତେବେଳେ ସାହାରୁଖ ଅନେକ ଜିନିଷ ଧରି କଷ୍ଟମ ଡିୟୁଟି ନ ଦେଇ ସେ ବିମାନ ବନ୍ଦରରୁ ଚାଲି ଯାଇଥିଲେ । ଏହାର ପ୍ରତିବାଦ କରି ସାମିର ୱାଙ୍ଖଡେ ଶାହରୁଖଙ୍କୁ ଅ-ଟ-କାଇ ତାଙ୍କ ପରିବାରକୁ ଛାଡି ଦେଇଥିଲେ । କିଛି ସମୟ ଧରି ପଚରାଉଚରା କରି ଦେଢ ଲକ୍ଷ ଟଙ୍କା କଷ୍ଟମ ଡିୟୁଟି ଦେଇ ଶାହରୁଖଙ୍କୁ ଛାଡି ଦିଆ ଯାଇଥିଲା ।

ତେବେ ଠିକ ୧୦ ବର୍ଷ ପରେ ଏନସିବୀର ଏହି ଦ-ବ-ଙ୍ଗ ଅଫିସର ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଦ୍ର-ଗ୍ସ ମା-ମ-ଲାରେ ଗି-ର-ଫ କରିଛନ୍ତି । ଏହି ଘଟଣାକୁ ନେଇ ବଲିଉଡ ଅନେକ କଳାକାର ମାନେ ସମୀରଙ୍କ ବି-ରୁ-ଦ୍ଧ-ରେ କହୁଛନ୍ତି । ତେବେ ମହାରାଷ୍ଟ୍ର ପୋ-ଲି-ସ ବି-ରୁ-ଦ୍ଧରେ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଛନ୍ତି ସମୀର ୱାଙ୍ଖଡେ । ତାଙ୍କୁ କିଛି ଅଜଣା ବ୍ୟକ୍ତି ଫାଲୋ କରିବା ସହ ତାଙ୍କ କାର୍ଯ୍ୟ କଳାପ ଉପରେ ନଜର କରୁହକନ୍ତି ଯାହା ସିସିଟିଭି କ୍ୟାମେରା ରେ କ୍ୟାପଚାର ହୋଇଛି ବୋଲି ସମୀର ୱାଙ୍ଖଡେ କହିଛନ୍ତି । ତେବେ ଡ୍ର-ଗ୍ସ ମା-ମ-ଲାର ପରଦା ଫାର୍ଶ କରିବା ପରେ ତାଙ୍କ ଗତିବିଧି ଉପରେ ନଜର ରଖା ଯାଉଛି ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *