10ମ ଶ୍ରେଣୀ ଛାତ୍ରର ମହାନତା….. ମୃତ୍ୟୁ ପରେ ବି ରଚିଲା ଇତିହାସ…. 6 ଜଣଙ୍କୁ ଦେଲା ନୂଆ ଜୀବନ

ପୁଅକୁ ଶେଷ ବିଦାୟ ଦେବା ପାଇଁ ପରିବାର ଲୋକେ ଏକତ୍ର ହୋଇ ହସପିଟାଲରେ ପ୍ରାର୍ଥନା କରୁଛନ୍ତି । କୋହଭରା ହୃଦୟ ସହ ଥରହରା ହାତରେ ଶେଷ ଥର ପାଇଁ ପରିବାର ଲୋକେ ଛୁଇଁ ଦେଉଥିଲେ ପୁଅକୁ । ପୁରା ପରିବାରକୁ ଶୋ-କ ସଭାରେ ଭସାଇ ଆର ପାରିକୁ ଚାଲି ଯାଇଥିବା ଏହି ବାଳକଟି ହେଉଛନ୍ତି ଦୁନିଆରୁ ବିଦାୟ ନେବା ପୂର୍ବରୁ ୬ଜଣଙ୍କୁ ଦେଇ ଯାଇଛି ନୂଆ ଜୀବନ । ଏହି ଘଟଣାଟି ଘଟିଛି ସୁରଟର ୧୪ ବର୍ଷୀୟ ବାଳକ ଯାହାର ନାଁ ହେଉଛି ଧାର୍ମିକ ଯିଏ ୧୦ମ ଶ୍ରେଣୀରେ ପାଠ ପଢୁଥିଲା । ଗତ ବର୍ଷ ହେବ ସେ ଡାଇଲେସିସରେ ବଞ୍ଚୁଥିଲା ।

ଧାର୍ମିକର ସ୍ୱାସ୍ଥ୍ୟ ଏତେ ଠିକ ନ ଥିବାରୁ ତାର ଚିକିତ୍ସା ଚାଲିଥିଲା । ଏହାପରେ ଡାକ୍ତର ଧାର୍ମିକକୁ ବରେନ ଡେଥ ଘୋଷଣା କରିଥିଲେ । ଏହା ପରେ ପୁଅର ଅ-ଙ୍ଗ-ଦା-ନ ଯେମିତିକୁ ହାର୍ଟ, ଫୁସଫୁସ, ଦୁଇ ହାତ ଓ ଲିଭର ଦାନ କରା ଯାଇଛି । ପରିବାର ଲୋକେ ରାଜି ହେବା ପରେ ସୁରଟରୁ ଅ-ଙ୍ଗ-ଦା-ନ ଯାଇଥିଲା ଅନ୍ୟ ସହରକୁ ପଠା ଯାଇଥିଲା । ସୁରଟର କିରଣ ହସ୍ପିଟାଲରୁ ଧାର୍ମିକର ଦୁଇଟି ହାତ ଯାଇଥିଲା ମୁମ୍ବାଇ । ଏଥିପାଇଁ ସମୟ ଲାଗିଥିଲା ୧୦୫ ମିନିଟ ।

ସେହିପରି ଦିତୀୟ ଗ୍ରୀନ କରିଡରରେ ହାର୍ଟ ଯାଇଥିଲା ସୁରାଟରୁ ଅହାମଦାବାଦ ଯାହା ପାଇଁ ସମୟ ଲାଗିଥିଲା ୯୦ ମିନିଟ । ତୃତୀୟ ଗ୍ରୀନ କରିଡରରେ ସୁରାଟରୁ ଫୁସ୍ଫୁସ ଯାଇଥିଲା ଚେନ୍ନାଇ ଯାହା ପାଇଁ ସମୟ ଲାଗିଥିଲା ୧୮୦ ମିନିଟ । ଚତୁର୍ଥ କରିଦାରରେ ଅହମଦାବାଦରୁ ସଡକ ପଥରେ ଯାଇଥିଲା ଲିଭର । ଧାର୍ମିକଙ୍କ ହାତ ଦୁଇଟି ଲାଗିଛି ମହାରାଷ୍ଟ୍ରର ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଯାହାଙ୍କର ଦୁଇ ହାତ କରେଣ୍ଟ ଲାଗି ନଷ୍ଟ ହୋଇ ଯାଇଥିଲା । ହାତ ଟ୍ରାନ୍ସପ୍ଳାଣ୍ଟ କରିବା ବଡ ସଫଳତା ବୋଲି ଡାକ୍ତର ମାନେ କହିଛନ୍ତି ।

ବର୍ତ୍ତମାନ ଦକ୍ଷିଣ ଭାରତରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ମାତ୍ର ୧୫ ବର୍ଷର ପିଲାଟି ନିଜର ଅ-ଙ୍ଗ-ଦା-ନ କରି ୬ଜଣଙ୍କ ଜୀବନ ରକ୍ଷା କରିଛି । ନିଜ ପୁଅ ଧାର୍ମିକଙ୍କ ଅ-ଙ୍ଗ-ଦା-ନ କରିବା ପାଇଁ ପରିବାର ଲୋକଙ୍କୁ ଡାକ୍ତର ମାନେ କୃତଜ୍ଞତା ଜଣାଇ ଥିଲେ । ଏହି ବିରଳ ଦୃଶ୍ୟ ମେଡିକାଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା । ବାସ୍ତବରେ ଧାର୍ମିକ ଆଜି ଆଉ ଗହଣରେ ଅମର ହୋଇ ରହିଗଲେ । ଯେଉଁ ଲୋକ ମାନେ କେବେ ଆଶା କରି ନ ଥିବେ ତାଙ୍କୁ ଧାର୍ମିକଙ୍କ ଅ-ଙ୍ଗ-ଦା-ନ ପାଇଁ ଆଜି ନୂଆ ଜୀବନ ମିଳିଗଲା । ଯାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *