ଏ ସମ୍ପର୍କୀୟ ବଡ଼ବାପା କିଏ ? ଯିଏ ଡାହାଣୀ ହୋଇ ଲାଗିଥିଲେ ଏବେ ଗୁଣିଆ ହୋଇ ଝାଡୁଛନ୍ତି, ଦେଖନ୍ତୁ Video

ମମିତା ମେହର ମ-ର୍ଡ-ର କେ-ସ ଦିନକୁ ଦିନ ଆହୁରି ର-ହ-ସ୍ୟ-ମ-ୟୀ- ହୋଇ ଯାଉଛି । ଏହି ମା-ମ-ଲା-ରେ ମୁଖ୍ୟ ଅ-ଭି-ଯୁ-କ୍ତ ଧରା ପଡି ଯାଇଛି ଓ ସେ ନିଜର ଅ-ପ-ରା-ଧ ମଧ୍ୟ ମାନି ଯାଇଛି । ଏହାରି ମଧ୍ୟରେ ବହୁତ ଗୁ-ପ୍ତ କଥା ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ପୋ-ଲି-ସ ଷ-ଡ-ଯ-ନ୍ତ୍ର-କୁ ନେଇ କୌଣସି ତ-ଦ-ନ୍ତ ଆରମ୍ଭ କରି ନାହିଁ । ଅନ୍ୟ ପଟେ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁର ରାଜନୈତିକ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରକୁ ସୁରକ୍ଷା ଘେର ମଧ୍ୟରେ ରଖା ଯାଉଛି ।

କହିବାକୁ ଗଲେ ଏହାରି ମଧ୍ୟରେ ମୃ-ତ ମମିତାର ବଡବାପା କହୁଥିବା ଜଣେ ବ୍ୟକ୍ତି ମି-ଡି-ଆ ବାଲାଙ୍କୁ ବାରମ୍ବାର ଫୋନ କରୁଥିଲେ । ପ୍ରତି ମିନିଟର ଘଟଣା ବିଷୟରେ ଅପଡେଟ ବି ଦେଉଥିଲେ ଓ କହୁଥିଲେ କି ମୋ ପାଖରେ ଏମିତି କିଛି ପ୍ରମାଣ ଅଛି ଯାହାକି ସମସ୍ତଙ୍କର ହୋ-ସ ଉଡାଇ ଦେବ ଓ ସରକାର ବି ଡ-ରି ଯିବେ ।

ଏଥିରେ ମନ୍ତ୍ରୀ ବି ସାମିଲ ଅଛନ୍ତି । ଏହା ସହିତ ମମିତାଙ୍କ ବାପା ବି ମି-ଡି-ଆ ସାମ୍ନାକୁ ଆସି ମନ୍ତ୍ରୀଙ୍କ ବିରୋଧରେ ବୟାନ ଦେଇ ଥିଲେ । ମହାଲିଙ୍ଗ ଷ୍ଟାଡିୟମ ଭିତରେ ଯେତେବେଳେ ମମିତାର ମୃ-ତ ଦେହ ମିଳିଲା ତେବେ ମମିତାର ଏହି ସମ୍ପର୍କୀୟ ବଡବାପା ମୃ-ତ ଦେହ ଚିହ୍ନଟ ପାଇଁ ସେହି ସ୍ଥାନରେ ଉପସ୍ଥିତ ଥିଲେ । ମୃ-ତ ଦେହ ବାହାରିବା ପରେ ପୋ-ଲି-ସ-କୁ ଗା-ଳି ଗୁ-ଲ-ଜ କରିଥିଲେ କିନ୍ତୁ କିଛି ସମୟ ପରେ ଅଚାନକ ସେ ନିଜର ମନ୍ତବ୍ୟ ବଦଳାଇବାକୁ ଲାଗିଲେ ।

ସେ ମମିତାର ବାପା, ଭାଇ ଓ ମା କୁ ନିଜ କବଜାରେ ରଖିଛନ୍ତି । ସେ ସେମାନଙ୍କୁ ନିଜ ଗାଡିରେ ପୋ-ଲି-ସ ପାଖକୁ ନେଇ ଯାଉଛନ୍ତି ଓ ନେଇ ଆସୁଛନ୍ତି । ମି-ଡି-ଆ ସାମ୍ନାରେ କିଛି ନ କହିବା ପାଇଁ ବି କହୁଛନ୍ତି । ଏହା ଛଡା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପୀଡ଼ିତାଙ୍କ ଘରକୁ ଯାଇ ଥିଲେ । ତେବେ ସେହି ସମୟରେ ସମ୍ପର୍କୀୟ ବଡବାପା କୌଣସି ବି ମି-ଡି-ଆ ବାଲାଙ୍କୁ ଭିତରକୁ ଛାଡି ନ ଥିଲେ ।

କୁହାଯାଉଛି କି ଏହି ଘଟଣାକୁ ଦବାଇ ଦେବା ପାଇଁ ସମ୍ପର୍କୀୟ ବଡବାପାକୁ ଉପର ମହଲାରୁ ଦାୟିତ୍ଵ ମିଳିଛି । ସେଥିପାଇଁ ଯିଏ ଆଗରୁ ମି-ଡି-ଆ ବାଲାଙ୍କ ସାମ୍ନାରେ ବାରମ୍ବାର ଅ-ଭି-ଯୋ-ଗ କରୁଥିଲେ ଓ ପୋ-ଲି-ସ-କୁ ବି ଗା-ଳି ଗୁ-ଲ-ଜ କରୁଥିଲେ ଆଜି ସେ ମି-ଡି-ଆ ବାଲାଙ୍କୁ ଦେଖିଲେ ଲୁଚି ଯାଉଛନ୍ତି । ମମିତା ମେହରଙ୍କୁ ନେଇ ପୁଣି ଥରେ କୌଣସି ଷ-ଡ-ଯ-ନ୍ତ୍ର କରାଯାଉ ନାହିଁ ତ । ବର୍ତ୍ତମାନ ଏହି ସମ୍ପର୍କୀୟ ବଡ ବାପାକୁ ନେଇ ମି-ଡି-ଆରେ ଚର୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *