ଡାକ ଦେଲେଣି ମା’ ମଙ୍ଗଳା ! ଅମାବାସ୍ୟା ଦିନ ଧ୍ଵଂସ ହେବ ପୃଥିବୀ…. Malika Bachana

ବନ୍ଧୁଗଣ ୬୦୦ ବର୍ଷ ପୂର୍ବେ ପଞ୍ଚସଖା ଯାହା ଲେଖି ଯାଇଥିଲେ ମାଳିକା ରେ ବର୍ତ୍ତମାନ ତାହା ଗୋଟି ଗୋଟି ସତ୍ୟ ହେବାରେ ଲାଗିଛି । ତେବେ କଳି ଯୁଗର ଶେଷରେ ଦେଖିବାକୁ ମିଳିବ ଅନେକ ଘଟଣା ଦୁର୍ଘଟଣା । ଏମିତିକି ଚାରି ଧାମରୁ ମିଳିବ ସଂକେତ । ପୁରୀ ଶ୍ରୀକ୍ଷେତ୍ରରେ ଘଟିବ ପ୍ରକୃତର ବିପରୀତ । ମାଳିକାରେ ମହାପୁରୁଷ ଲେଖିଛନ୍ତି ଅଗ୍ନି ବର୍ଷା ହେବ ଇଣ୍ଟରନେଟ ବନ୍ଦ ହେବ । ସୃଷ୍ଟି ଧ୍ଵଂସ ହେବ ଯାହା ମାଳିକାରେ ଲେଖା ହୋଇଛି ।

ମହାପୁରୁଷ ଲେଖିଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗାଳ ଡାକ ଦେଲେଣି ଆଉ ଯେ ଅମାବାସ୍ୟା ଦିନ କଳି ଯୁଗ ଶେଷ ହେବ । କଳି ଯୁଗ ସରିବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥ ଭକ୍ତ ମାନଙ୍କୁ ସଂପୂର୍ଣ୍ଣ ରୂପରେ ଦର୍ଶନ ଦେବେ । ଯେ ପର୍ଯ୍ଯନ୍ତ ମହାପ୍ରହୁ ଜଗତର ନାଥ ଜଗନ୍ନାଥ ଅଧା ଗଢା ଦିନ ରତ୍ନ ସିଂହାସନରେ ପୁନଃବ୍ରହ୍ମ ପୂଜା ପାଉଥିବେ କଳି ସେ ଯାଏଁ ସରିବ ନାହି । ନାନାଦି ପ୍ରକାରର ଯୁଦ୍ଧ ହେବ ଦୁର୍ଘଟଣା ଘଟିବ କିନ୍ତୁ କଲି ସରିବ ନାହି । ଦୁନିଆରେ ଧ୍ଵଂସରେ ତାଣ୍ଡବ ଲୀଳା ରଚିବ କଳି ଶେଷରେ ।

ଯେଉଁ ଦିନ ୭ ଦିନ ୭ ରାତି ଅନ୍ଧାର ହେବ ସେଦିନ ଶ୍ରୀକ୍ଷେତ୍ରରେ ହେବ ବିଚାର ପଡିବ । ମହାପୁରୁଷ ପୁନଶ୍ଚ କହୁଛନ୍ତି କଳି ଯୁଗରେ ପାପ ଭାର ବଢୁଥିବା କିନ୍ତୁ ଅଧା ଗଢା ଦିଅଁ ପୂଜା ପାଉଥିବା ସମୟରେ କଳି ର ଶେଷ ହେବ ନାହି । ସେହି ଚକା ଆଖିରେ ପ୍ରଭୁ ଦର୍ଶନ ଦେଉଥିବେ । ମହାପୁରୁଷ ଲେଖିଛନ୍ତି ମହାପ୍ରଭୁ ଜଗନ୍ନାଥ ଙ୍କର ଯେଉଁ ଦାରୁ ବିଗ୍ରହ ବାହାରିବ ତାହା ଯାଜପୁର ର ବାଲିଆପାଳ ରେ ହେବ । ୧୨ ହାତ ଖଣ୍ଡା ବାହାରି ସାରିଲାଣି ଯାହା ମାଳିକା ରେ ଲେଖା ରହିଛି ।

ବର୍ତ୍ତମାନ ଦାରୁ ବ୍ରହ୍ମ ଗୁପ୍ତ ରେ ପୂଜା ପାଉଛନ୍ତି ଆଉ କଳି ଶେଷରେ ତାହା ବାହାରିବ । କଳି ଶେଷରେ ତାର ପୁନଃ ରୂପ ହେବ ଯାହା ମାଳିକା ରେ ମହା ପୁରୁଷ ମାନେ କହି ଯାଇଛନ୍ତି । ମହା ପୁରୁଷ ଲେଖିଛନ୍ତି ସପ୍ତପୁରୀ ଅମାବାସ୍ୟା ଆସିଲେ କଳି ଯୁଗର ଶେଷ ହେବ । ଏହା ଅକାଟ୍ୟ ସତ୍ୟ ବଚନ ଅଟେ । ତେଣୁ ସେତେ ଯାଏଁ ଜଗନାଥ ଙ୍କ ଭଜନ ଓ ଜପ କରିବା ଉଚିତ । ବର୍ତ୍ତମାନ କଳି ଯୁଗର ଶେଷ ହେବାର ଅନେକ ସଂକେତ ମିଳି ସାରିଛି ।

ଅନେକ ଦେଶରେ ଯୁଦ୍ଧ ଲାଗି ରହିଛି ଖାଦ୍ୟ ଅଭାବ ଦେଖା ଯାଉଛି । ତେବେ ସମସ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ନାମ ଧରନ୍ତୁ ଆଉ ତାଙ୍କ ପଦ ତଳେ ନିଜକୁ ସମର୍ପଣ କରିବା ଉଚିତ । ତା ହେଲେ ଯାଇ ଏ କଳି ଯୁଗ ର ଶେଷ ହୋଇ ପାରିବ ଆଉ ମୁକ୍ତି ମିଳି ପାରିବ । କାରଣ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସୃଷ୍ଟି ର ଆରମ୍ଭ ଆଉ ସୃଷ୍ଟି ର ଶେଷ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *