ଡାକ୍ତରଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ଜଣେ ଯୁବତୀ, କହିଲେ ” ମୋ ପେଟ କାଟୁ ଥିଲା, କିନ୍ତୁ ଡାକ୍ତର ବାବୁ ମୋ ଦେହରେ….” ଦେଖନ୍ତୁ Video

ଦର୍ଶକ ବନ୍ଧୁ ଶିଶୁ ଡାକ୍ତର କିନ୍ତୁ ମନ ଅସମ୍ଭାଳ । ପେଟ କାଟିବାରୁ ଯୁବତୀ କହିଲେ ଦେହ ଦେଖାଇବାକୁ ଆଉ ଦେଖିଲେ ମଧ୍ୟ । ଚିକିତ୍ସାଳୟର ରେ ଯୁବତୀ ଙ୍କ ଶରୀରକୁ ଏଭଳି ଛୁଇଁଲେ କି ଯୁବତୀ ଜଣକ ବାହାରକୁ ଆସି ସବୁ କିଛି କହିଲେ କି କେମିତି ଡାକ୍ତର ବାବୁ ତାଙ୍କ ସହ ଅସଦାଚରଣ କରିଛନ୍ତି । ଏ ନେଇ ଥାନାରେ ମଧ୍ୟ ଗତ କାଲି ଅଭିଯୋଗ ହୋଇଛି । ଅତି ରଙ୍ଗିଲା ଡାକ୍ତର ବାବୁ । ମଦ ପିଇ ମେଡିକାଲରେ ବସିଛନ୍ତି । ଆଉ ଯୁବତୀ ଦେହ ଦେଖାଇବାକୁ ଆସିବାରୁ ତାଙ୍କ ସହ ଅସଦାଚରଣ କରିଥିଲେ ।

ପିଆରଏମ ହସ୍ପିଟାଲରେ ଡାକ୍ତର କରିଛନ୍ତି କିଛି ଏଭଳି ଅସଦାଚରଣ । ଅଭିଯୋଗ ପରେ ଏବେ ଗିରଫ ହୋଇଛନ୍ତି ଡାକ୍ତର ବାବୁ । ନାବାଳିକା ଙ୍କୁ ଡାକ୍ତର ଚିକିତ୍ସା ବାହାନାରେ ଖରାପ ବ୍ୟବହାର କରିଛନ୍ତି । ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁ ପକାଇଛନ୍ତି ଆଉ କିଛି ଅଧିକ କରିବାକୁ ଚେଷ୍ଟା କରୁଥିଲେ । ଯାହାକି ଯୁବତୀ ବାହାରକୁ ଆସି ନିଜ ପରିବାରକୁ ଜଣାଇଥିଲେ । ତା ସହ ଯେଉଁ ହଷ୍ଟେଲରେ ରହି ପାଠ ପଢୁଥିଲେ ସେହି କର୍ତ୍ତୁପକ୍ଷ ଙ୍କୁ ଜଣାଇଥିଲେ । ଆଉ ତା ପରେ ଡାକ୍ତରଙ୍କୁ ଅଟକ ରଖାଯାଇଥିଲା ।

ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ପିଆରଏମ ମେଡିକାଲ କଲେଜ ର ଶିଶୁ ବିଭାଗ ରେ । ଯେଉଁଠି ବାବୁ ଜଣକ କାର୍ଯ୍ୟରତ ଡାକ୍ତର ଅଟନ୍ତି । ସୂଚନା ଅନୁଯାୟୀ ଯୂବତୀଙ୍କର ପେଟ କାଟୁଥିଲା ଆଉ ସେ ମେଡିକାଲ ଯାଇଥିଲେ । କିନ୍ତୁ ଡାକ୍ତର ବାବୁ ପେଟ କଟା ମେଡ଼ିସିନ କଣ ଦେବେ ଦେହର ଯେଉଁଠି କି ଛୁଇଁବ କଥା ନୁହେଁ ସେଠିକି ଛୁଇଁ ଦେଲେ । ଆଉ ସବୁ କିଛି କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଯୁବତୀ ଜଣକ ବାହାରକୁ ଦଉଡି ଆସି ଏଭଳି କଥା ପରିବାରକୁ କହିଥିଲେ ।

ଗତ କାଲୀ ପୋଲିସ ଯୁବତୀ ଓ ତାଙ୍କ ଅପରିବାରକୁ ଡାକି ବୟାନ ରେକର୍ଡ କରିବା ସହ ଏସଏସଟି ଆକ୍ଟ ରେ ମାମଲା ରୁଜୁ କରିଛି ପୋଲିସ । ବାରିପଦା ସହରର ଉପକଣ୍ଠ ଆଦିଦାସୀ ମେଡିକାଲର ନାବାଳିକା ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୁପକ୍ଷ ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତଟ ଥିବା ଡାକ୍ତର ସୌରଭ ଉପାଧେୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିଲେ ଯାହାକୁ ନେଇ ଛାତ୍ରୀ କହିଥିଲେ ।

ଆଉ ତା ପରେ ଡାକ୍ତର ତାଙ୍କୁ ଚାମ୍ବରରେ ଅଟକ ରକହଜିଥିଲା । ଆଉ ଉତେଜନା ଦେଖା ଯାଇଥିଲା । ଡାକ୍ତର ନିଶାରେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ଅନ୍ୟ ପକ୍ଷରେ ଡାକ୍ତର ଏହାକୁ ଖଣ୍ଡନ କରିଛନ୍ତି ଆଉ କହିଛନ୍ତି ନାବାଳିକା ଙ୍କ ପ୍ରତି କୌଣସି ପ୍ରକାରର ଅସଦାଚରଣ କରି ନାହାନ୍ତି । କେବଳ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିଲେ ବୋଲି କହିଛନ୍ତି । ଏ ନେଇ ମାମଲା ରୁଜୁ କରିଛି ପୋଲିସ । ତା ହେଲେ ବନ୍ଧୁଗଣ ଆପଣ  ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *