ଅସୁବିଧାରେ ପଡି ଡାକ୍ତର ପାଖକୁ ଯାଇଥିବା ଦମ୍ପତ୍ତିଙ୍କୁ ଡାକ୍ତର କହିଲେ… ‘ମୋ ଆଗରେ ରଖ ସମ୍ବନ୍ଧ’, ଆଉ ତା ପରେ

ଡାକ୍ତରଙ୍କୁ ଲୋକ ମାନେ ଦ୍ଵିତୀୟ ଭଗବାନ ବୋଲି କୁହନ୍ତି କିନ୍ତୁ ଡାକ୍ତର ମାନେ ଯାହା କରୁଛନ୍ତି ତାହା କଳ୍ପନା ବାହାରେ । ଲୋକ ମାନେ ଡାକ୍ତରଙ୍କୁ ଅନ୍ଧ ଭାବରେ ବିଶ୍ବାସ କରନ୍ତି, ଯଦି ଡାକ୍ତର ମାନେ ଏହି ଭଳି କାମ କରିବେ, ଲୋକ କେମିତି ନିରାପଦରେ ଚିକିତ୍ସିତ ହୋଇପାରିବେ ।

ଏମିତି ଗୋଟେ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଥାନେରେ, ଡାକ୍ତର ଜଣଙ୍କ କିଛି ଆଶ୍ଚର୍ଯ୍ୟକର କାମ କରି ବହୁତ ଚର୍ଚାରେ ଅଛନ୍ତି । ଜଣେ ଦମ୍ପତିଙ୍କର କିଛି ପିଲାଛୁଆ ହେଉନଥିଲା, ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ । କିନ୍ତୁ ଡାକ୍ତର ଜଣକ ତାଙ୍କ ସାମ୍ନାରେ ଦମ୍ପତିଙ୍କୁ ସମ୍ବନ୍ଧ ରଖିବାକୁ କହିଥିଲେ ।

ସୂଚନା ମୁତାବିକ ୨୦୧୪ରେ ଏହି ଦମ୍ପତି ନିସନ୍ତାନ ଥିବାରୁ ଜଣେ ଡାକ୍ତର ଯାହାର ନାମ ଯୋଗେଶ କୁମାର ତାଙ୍କ ପାଖକୁ ଯାଇଥିଲେ, ସେ ଜଣେ ଡାକ୍ତର ହୋଇ ସେମାମଙ୍କ ସହ ଯାହା କରିଛନ୍ତି ତାହା ବହୁତ ଲଜ୍ୟାଜନକ ଅଟେ’ । ସେ ଜଣେ ଦମ୍ପତିଙ୍କୁ ଚିକିତ୍ସା ବାହାନାରେ ପାଖକୁ ଡାକି ତାଙ୍କ ଆଗରେ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ଓ ସେହି ସ୍ଵାମୀ ସ୍ତ୍ରୀ ତାଙ୍କ କଥାରେ ଏହା କରିଥିଲେ ମଧ୍ୟ ।

କେବବଳ ସେତିକି ନୁହେଁ ସେମାନଙ୍କଠାରୁ ସେ ଫିସ ଲାଗି ୧୦ ହଜାର ଟଙ୍କା ମଧ୍ୟ ନେଇଥିଲେ । ଏହି ଘଟଣାଟି ହେଉଛି ୨୦୧୬ ମସିହାର । ତେବେ ସେହି ଡାକ୍ତର ତାଙ୍କୁ ଯାହାବି କହିଥିଲା ସେ ସବୁ କରିଥିଲେ ସତ କିନ୍ତୁ ତା ପରେ ମଧ୍ୟ ତାଙ୍କର କୌଣସି ସନ୍ତାନ ହୋଇ ନଥିଲା । ଯେଉଁଥି ପାଇଁ  ସେହି ଘଟଣା ପରେ ମହିଳାଟି ଅତ୍ୟଧିକ ଚିନ୍ତା ରେ ରହୁଥିଲେ ଓ ଏହା ଭିତରେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା ।

ଯେବେ ସେ ଜାଣିପାରିଥିଲେ ଡାକ୍ତର ଜଣକ ଠକିଛନ୍ତି ବୋଲି ସେ ବହୁତ ଭାବିବା ପରେ ଥାନାରେ କେସ ଦେଇଥିଲେ । ଓ ଯାହା ହୋଇଥିଲା ସବୁ ସତ ସତ କହିଥିଲା ଯାହା ପରେ ସେହି ମାମଲାରେ ଆରୋପିଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିଲା । ଏହା ସହିତ ସେମାନନଙ୍କୁ ଭଣ୍ଡେଇ ତାଙ୍କଠାରୁ ନେଇଥିବା ୧୦ହଜାର ଟଙ୍କା ମଧ୍ୟ ଫେରେଇବା ପାଇଁ କୋର୍ଟ ଘୋଷଣା କରିଥିଲେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *