ଫିଟ ରହିବାର ଅଛି ତ ଖାଆନ୍ତୁ ଏହି ଜିନିଷ, ବହୁତ କମାଲର ଅଟେ – Health Tips

ଆଜି ଆପଣଙ୍କୁ ଡାଲଚିନିର କିଛି ଔଷଧୀୟ ଗୁଣ ବିଷୟରେ କହିବୁ । ଡାଲଚିନି ଦ୍ଵାରା ଆପଣ ଆଣ୍ଠୁ ବିନ୍ଧା, ପେଟର ଗ୍ୟାସ, ଆସ୍ଥାମା, କଫ, ଏସିଡିଟି, ଡାଏବେଟିସ, ଥାଇରଡ ଭଳି ରୋଗକୁ ମୂଳରୁ ଶେଷ କରି ପାରିବେ । ପ୍ରଥମେ ଜାଣି ନିଅନ୍ତୁ କି ଡାଲଚିନିକୁ କେଉଁ ଭଳି ଓ କେତେ ମାତ୍ରାରେ ସେବନ କରିବା ଉଚିତ । ପ୍ରଥମେ ଗୋଟିଏ ଚାମଚରେ ଏକ ଚତୁର୍ଥାଂଶ ଡାଲଚିନି ହାତର ପାପୁଲିରେ ରଖନ୍ତୁ । ଏଥିରେ ଗୋଟିଏ ଚାମଚ ମହୁ ଦେଇ ଏହାକୁ ନିଜର ଆଙ୍ଗୁଠି ଦ୍ଵାରା ଭଲ ଭାବରେ ୫ ମିନିଟ ପର୍ଯ୍ୟନ୍ତ ମିକ୍ସ କରନ୍ତୁ ।

ଆପଣ ଏହାକୁ ନିଜ ଜିଭ ଦ୍ଵାରା ଚାଟି ଚାଟି ଖାଆନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ମୁହଁରେ ଅଧିକ ଲାର ବୋହିବ । ଏହିଭଳି ଭାବରେ ଯଦି ଆପଣ ସକାଳେ ଖାଲି ପେଟରେ ଡାଲଚିନି ସେବନ କରୁଛନ୍ତି ତେବେ ଯେଉଁ ସବୁ ରୋଗ ଆପଣଙ୍କ ଶରୀରରୁ ଦୂର ହେବ ତାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯଦି ଆପଣଙ୍କର ପିତ୍ତ ରୋଗ ଅଛି ତେବେ ଆପଣ ଡାଲଚିନିକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବାର ଅଛି । ଏହି ରୋଗ ପାଇଁ ଆପଣ ସକାଳେ କେବେ ବି ଏହାର ସେବନ କରିବେ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଏସିଡିଟି ସମସ୍ୟା ଦୂର ହୋଇଯିବ ।

ଡାଏବେଟିସ ବି ପ୍ରାୟତଃ ଭଲ ହୋଇଯିବ । କିନ୍ତୁ ଯଦି ଆପଣଙ୍କୁ ଡାଏବେଟିସ ଅଛି ତେବେ ଏକ ଚତୁର୍ଥାଂଶ ଡାଲଚିନି ସହ ଏକ ଚାମଚ ମହୁ ପରିବର୍ତ୍ତେ କେବଳ ଗୋଟିଏ ଚାମଚର ଏକ ଚତୁର୍ଥାଂଶ ମହୁ ନେବା ଉଚିତ । ଡାଲଚିନି ଓ ମହୁ ଦ୍ଵାରା ଆପଣ ଥାଇରଡ ଭଳି ସମସ୍ୟାକୁ ଦୂର କରି ପାରିବେ ।

ଏହି ରୋଗକୁ ଦୂର କରିବା ପାଇଁ ଆପଣ ରାତିରେ ଡାଲଚିନି ଓ ମହୁର ସେବନ କରନ୍ତୁ । ଆପଣ ନିଜର ଅର୍ଥରାଇଟିସ ସମସ୍ୟାକୁ ବି ଦୂର କରି ପାରିବେ । କିନ୍ତୁ ଯଦି ଆପଣ ସକାଳେ ଡାଲଚିନି ଓ ମହୁର ସେବନ କରୁଛନ୍ତି ତେବେ ଏହି ସବୁ ରୋଗକୁ ଦୂର କରି ପାରିବେ । ଯେମିତି କି ଆପଣଙ୍କ ଗ୍ୟାସ ଓ କଫକୁ କମ କରିବାରେ ଏହା ସାହାର୍ଯ୍ୟ କରିଥାଏ ।

ନିଶ୍ଵାସ ସହ ଜଡିତ ଯେତିକି ବି ରୋଗ ଅଛି ଯେମିତି ଆସ୍ଥାମା, ନିମୋନିଆ, ଥଣ୍ଡା ଏହି ସବୁ ରୋଗକୁ ଆପଣ ଡାଲଚିନି ଦ୍ଵାରା ଭଲ କରି ପାରିବେ । ସକାଳୁ ଉଠି ଯଦି ଆପଣ ଖାଲି ପେଟରେ ଡାଲଚିନି ଓ ମହୁକୁ ଜିଭ ଦ୍ଵାରା ଚାଟି ସେବନ କରନ୍ତୁ । ଆପଣଙ୍କର ସବୁ ରୋଗ ବିଏଚଏଲ ହୋଇଯିବ । ଆପଣ ଗ୍ୟାସକୁ ଭଲ କରି ପାରିବେ, ଶରୀରର ବ୍ୟଥାକୁ ବି ଦୂର କରି ପାରିବେ ।

Leave a Reply

Your email address will not be published. Required fields are marked *