ଡାଳିମ୍ବ ଖାଇବାର ଉପାୟ, ଖାଇବାର ଠିକ ସମୟ, ଡାଳିମ୍ବ ଖାଇବାର ଫାଇଦା- Swami Ramdev

ଆଜି ଆମେ ଡାଳିମ୍ବ ବିଷୟରେ କିଛି ଗୁରୁତ୍ଵପୂର୍ଣ କଥା ଜାଣିବା । ଡାଳିମ୍ବ କେବେ ଖାଇବା କଥା ଓ କେବେ ଖାଇବା କଥା ନୁହେଁ ।କେମିତି ଡାଳିମ୍ବ ଖାଇବେ।  ଡାଳିମ୍ବ ଖାଇ ସାରିବା ପରେ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ । ଆପଣ ଶୁଣିଥିବେ ଗୋଟେ ଡାଳିମ୍ବ ସାହେ ବିମାରୀ ଦୂର କରିଥାଏ ।

ଡାଳିମ୍ବ ଗୋଟେ ଏମିତି ମହା ଔଷଧୀ ଅଟେ ଏହାକୁ ସେବନ କରିବା ଦ୍ଵାରା ବହୁତ ପ୍ରକାର ବିମାରି ଦୂର ହୋଇଥାଏ । ଗୋଟେ ଡାଳିମ୍ବ ପ୍ରତିଦିନ ସେବନ କରିବା ଦ୍ଵାରା ଶରୀରକୁ ବହୁତ ଫାଇଦା ମିଳିଥାଏ । ଡାଳିମ୍ବରେ ଭିଟାମିନ ସି, ଏ, ଓ କେ ଭରପୁର ମାତ୍ରାରେ ମିଳିଥାଏ । ଏହା ସହିତ ଏଥିରେ ଫଲିକ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ  ଅତ୍ୟଧିକ ମାତ୍ରାରେ ମିଳିଥାଏ । ଭରପୁର ମାତ୍ରାରେ ଫାଇବର ମଧ୍ୟ ମିଳିଥାଏ ।

ଜାଣିବା ଡାଳିମ୍ବ ସେବନ କରିବାର ଠିକ ସମୟ

ଡାଳିମ୍ବର ସେବନ ଖାଲି ପେଟରେ ସକାଳେ ଖାଇବା ଉଚିତ । ସକାଳେ ଖାଇବା ଦ୍ଵାରା ପାଚନ କ୍ରିୟାକୁ ଠିକ କରିଥାଏ । ଚେଷ୍ଟା କରିବେ ଏହାର ସେବନ ରାତିରେ ନକରିବା ପାଇଁ । ଯଦି ଖାଉଛନ୍ତି ଖାଇବାର ଘଣ୍ଟାଏ ପରେ ଏହାର ସେବନ କରନ୍ତୁ । ଗୋଟେ କଥା ମାନେ ରଖିବ ଡାଳିମ୍ବର ସେବନ ଖାଇବାର ଗୋଟେ ଘଣ୍ଟା ପୂର୍ବରୁ କରିବେ ଓ ଯଦିଭିଜନ କରିଛନ୍ତି ତାହେଲେ ଖାଇବାର ଗୋଟିଏ ଘଣ୍ଟା ପରେ ଡାଳିମ୍ବର ସେବନ କରନ୍ତୁ । ଏମିତି କରିବା ଦ୍ଵାରା ଆମକୁ ଅଧିକ ଫାଇଦା ହୋଇପାରିବ ।

ଡାଳିମ୍ବ ଖାଇବାର ଠିକ ଉପାୟ

କେଉଁ ଭଳି ଡାଳିମ୍ବର ସେବନ କରିପାରିବେ । ଡାଳିମ୍ବର ମଞ୍ଜି ବାହାର କରି ଖାଇପାରିବେ ଯଦି ଏହା ଭଲ ନ ଲାଗିବା ଆପଣ ଜୁଷ କରି ମଧ୍ୟ ପିଇପାରିବେ । ଡାଳିମ୍ବର ଜୁଷ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ଦେଇଥାଏ । ଯଦି ଆପଣ ଡାଳିମ୍ବକୁ ମଲ୍ଟି ଫ୍ରୁଟ ସହିତ ମାନେ ଚେରୀ , ବେରି, ଓ ଷ୍ଟ୍ରବେରି ସହିତ ଖାଇବେ ବହୁତ ଫଳପ୍ରଦ ହୋଇଥାଏ ।

ଡାଳିମ୍ବ ଖାଇବା ପରେ କଣ ଖାଇବା ଉଚିତ ନୁହେଁ

ଡାଳିମ୍ବ ଖାଇବା ପରେ ଭୁଲରେବୀ ଏହାର ସେବନ କରନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ । ଏଥିରେ ଡାଇଜେସନ ଅସୁବିଧା ହୋଇପାରେ ।ଏହା ଆପଣଙ୍କ ଲିଭରକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ଯଦି ଡାଳିମ୍ବ ଖାଇ ପାଣି ପିଇବେ ଏଥିରେ ଆପଣଙ୍କୁ ଥଣ୍ଡା କାସ ହୋଇପାରେ । ଡାଳିମ୍ବ ଖାଇବାର ଗୋଟେ ଘଣ୍ଟା ପରେ ଖାନ୍ତୁ କି ପିଅନ୍ତୁ ।

ସକାଳେ ଖାଲି ପେଟରେ ଡାଳିମ୍ବ ସେବନ କରିବା ଦ୍ଵାରା କଣ ଫାଇଦା ମିଳିଥାଏ

ଡାଳିମ୍ବ ଖାଇଲେ ସକାଳେ ସ୍କିନ ଗ୍ଲୋ କରିଥାଏ  । ଡାଳିମ୍ବର ପୋଷାକ ତତ୍ଵ ଆପଣଙ୍କୁ ସୁନ୍ଦର, ଯବାନ, ବେଦାଗ ତ୍ଵଚା ଦେଇଥାଏ । ଏଥିରେ ଏଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ତ୍ଵଚା ଲୋଚାକୋଚାରୁ ହେବାରୁ ବହୁତ ସାହାର୍ଯ୍ୟ କରିଥାଏ ।

 

ଯାହାର ଶରୀରରେ ରକ୍ତର କମି ଥାଏ, ରକ୍ତର ମାତ୍ରା ବଢେଇବା ପାଇଁ ଡାକ୍ତର ଡାଳିମ୍ବ ଖାଇବାକୁ କହିଥାନ୍ତି । ଡାଳିମ୍ବର ମଞ୍ଜି ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ଯେଉଁ ମାନକୁ ରକ୍ତର କମିଥିବ ସେମାନେ ନିଶ୍ଚତ ଭାବରେ ଡାଳିମ୍ବର ସେବନ କରିବା ଉଚିତ । ଡାଳିମ୍ବର ସେବନ ହୃଦୟ ରୋଗୀଙ୍କ ପାଇଁ ବହୁତ ଭଲ ଅଟେ ।

 

ଡାଳିମ୍ବର କ୍ୟାନ୍ସର ରୋଗୀଙ୍କ ପାଇଁ ବହୁତ ଭଲ, ଏଥିରେ ଭରପୁର ମାତ୍ରାରେ ଏନ୍ଟି ଆକ୍ସିଡେଣ୍ଟ ଥାଏ । ଏହା ୱାଇଲ୍ଡ ବ୍ଲଡ ସେଲକୁ ମଜଭୁତ କରିଥାଏ ଓ ଇମ୍ୟୁନ ସିଷ୍ଟମକୁ ବଢାଇ ଥାଏ । ଯେଉଁ ମାନଙ୍କ ଇମ୍ୟୁନ ସିଷ୍ଟମ ଉଇକ ଥିବା ସେମାନଙ୍କୁ ପ୍ରତିଦିନ ଡାଳିମ୍ବର ସେବନ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *