ଭୁଲ ସେ ଭି ଏ ସବୁ କାମ କରନ୍ତୁନି ଯଦି ରଖିବାକୁ ଚାହୁଛନ୍ତି ଆପଣଙ୍କ ଦାନ୍ତକୁ ମଝବୁତ

ସମସ୍ତେ ଚାହାନ୍ତି ସୁନ୍ଦର ଓ ମଜବୁତ ଦାନ୍ତ , ସେଥିପାଇଁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ । ଏବଂ ସେଇଠି ପାଇଁ ଲୋକେ ସବୁଦିନେ ବ୍ରସ କରିଥାନ୍ତି । ତେବେ ଆମେ ନିଜ ଦାନ୍ତ କୁ ମଝବୁତ ରଖିବା ପାଇଁ ସବୁଦିନ ବ୍ରସ୍ କରିଥାଉ ହେଲେ ଏହା ଜରୁରୀ ଯେ ଆମେ ଭୁଲ ସେ ଭି ନିଜ ବ୍ରସ୍ କୁ କାହା ସହ ସେୟାର କରିବା କଥା ନୁହେଁ । ସେୟାର କରିବା ଦ୍ଵାରା ବହୁ ରୋଗ ର ସମ୍ମୁଖୀନ ହବାକୁ ପଡିଥାଏ ।

ଏମିତିକି ଆପଣ ନିଜ ପାର୍ଟନର ସହ ମଧ୍ୟ ନିଜର ବ୍ରସ ସେୟାର କରିବା ଠିକ ନୁହଁ ଏହା ଫଳ ରେ ଆପଣଙ୍କୁ ହେପାଟାଇଡ୍ସ, ଜର ଏବଂ ଦାନ୍ତ ମାଢି ରେ କଷ୍ଟ ହେବାର ସମ୍ଭାବନା ଥାଏ ।

୧- ପାଟି ରେ ରୋଗ ହେବା

ଯଦି ଅପଙ୍କ ଟୁଥ ବ୍ରସ୍ ଅନ୍ୟ କିଏ ବ୍ୟବହାର କରୁଛି ଯଦି ତାକୁ ସିଂପ୍ଲେକ୍ସ ଭାଇରସ ହେଇଛି ତ ଆପଣଙ୍କୁ ମଧ୍ୟ ଏହି ରୋଗ ର ସାମ୍ନା କରିବାକୁ ପଡିବ । ଯାହା ଫଳରେ ଆପଣଙ୍କ ମୁହ ରେ ରୋଗ ହବ ଏବଂ ପାଟି ଗନ୍ଧ ହେବ । ଆପଣଙ୍କୁ ଅପମାନ ର ସାମ୍ନା କରିବାକୁ ମଧ୍ୟ ପଡିପାରେ ।

୨ – ହେପୋଟାଇଡ୍ସ

ଅନ୍ୟ କାହା ସହ ଟୁଥ ବ୍ରସ୍ ସେୟାର କଲେ ହେପୋତାଇଡ୍ସ ପରି ରୋଗର ସାମ୍ନା କରିବାକୁ ପଡିଥାଏ । ଏହି ରୋଗର ଲକ୍ଷଣ ହଉଛି ଭୋକ ନ ହବା, ମନ ବିଚଳିତ ରହିବା ଓ ପୋଲିୟ ର ବି ଲକ୍ଷଣ ଦେଖିବାକୁ ମିଳିଥାଏ ।

୩ -ମୋନୋନୁକ୍ଲେଅସିସ

ଏହି ଭାଇରସ ଆମ ପଟି ର ନାଳ ଓ ରକ୍ତ ରେ ମିସିଥାଏ ଏହା ଫଳାରେ ଆମକୁ ଜର ଆଦି ରୋଗ ର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ କେବେ ବି କାହା କୁ ନିଜର ବ୍ରସ ଭୁଲରେ ବି ଦିଅନ୍ତୁ ନହିଁ । ନଚେତ ଆପଣ ଯାନୀ ଯାନୀ ଏହି ସବୁ ରୋଗକୁ ଡାକି ଆଣିବେ ।

ତେବେ ଆପଣ ବି ଯଦି ଚାହ୍ନୁଞ୍ଚନ୍ତି ଆପଣଙ୍କ ଦାନ୍ତ ଓ ସ୍ୱାସ୍ଥ୍ୟ ଠିକ ରହୁ ତେବେ ଭୁଲ ରେ ବି କେବେ ନିଜର ବ୍ରସ କାହା ସହ ଶେୟାର କରନ୍ତୁ ନାହିଁ । ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଏହି ଆର୍ଟିକ୍ଲ ପସନ୍ଦ ଆସିଥିଲେ ଅନ୍ୟମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ  ।

Leave a Reply

Your email address will not be published. Required fields are marked *