Full Form ଓଡିଆ Gk, କଣ ଆପଣ ଜାଣିଛନ୍ତି ଏହି 10ଟି ର ଫୁଲଫର୍ମ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- JCB ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ଯୋଶେଫ ସାଇରିଲ ବାମଫର୍ଡ joseph cyril bamford । ତେବେ ଏହି ନାମ ଟି ୧୯୪୫ ରେ ନାମିତ କରା ଯାଇଥିଲା । ଯୋଶେଫ ସାଇରିଲ ବାମଫର୍ଡ ନିଜ ନାମରେ କମ୍ପାନୀ ତିଆରି କରିଥିଲେ । ଏହି ନାମ ଟି ବଡ ହେବା କାରଣରୁ ସେ ଏହାର ନାମ JCB ରଖିଥିଲେ ।

୨- CAR ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- କ୍ୟାପିଟାଲ ଆଡେକ୍ଵେଶି ରେସିଓ capital adequacy ratio ଯାହା କାର ର ଫୁଲ ଫର୍ମ ଅଟେ ।

୩- BMW ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ବାଭିରିୟାନ ମୋଟୋର ୱାର୍କ୍ସ bavarian motor works

୪- BS୪ ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ଭାରତର ସ୍ଟେଜ ଏମିସନ ୪ bharat stage semission ୪

୫- CNG ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- କମ୍ପରେଶ ନ୍ଯାଚୁରାଲ ଗ୍ଯାସ compressed natural gas

୬- RTO ର ଫୁଲ ଫରମ କଣ ଅଟେ ?

ଉତ୍ତର- ରୋଡ ଟ୍ରାସ୍ପୋର୍ଟ ଅଫିସ road transport office

୭- CC ଫୁଲ ଫର୍ମ କଣ ଅଟେ ?

ଉତ୍ତର- କ୍ୟୁବିକ କାପାସିଟି cubic capacity

୮- MRF ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ମାଡ୍ରାସ ରବର ଫ୍ୟାକ୍ଟରୀ madras rubber factory

୯- ABS ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ anti lock braking system

୧୦- PUC ର ଫୁଲ ଫର୍ମ କଣ ଅଟେ ?

ଉତ୍ତର- ପଲ୍ଯୁସନ ଅଣ୍ଡର କଣ୍ଟ୍ରୋଲ pollution under control

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *