12 ଷ୍ଟାଫ, 2 ଅଛ… ବାକି 10 ଗଲେ କୁଆଡେ? ଦେଖନ୍ତୁ Video କଣ କହୁଛନ୍ତି ପିପିଲି ବିଧାୟକ Rudra Maharathy

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ପିପିଲି MLA ରୁଦ୍ର ମହାରଥୀ ଯିଏ ସରକାରି ଅଫିସ ଯାଇଛନ୍ତି ସରପ୍ରାଇଜ ଭିଜିଟ କରିବାକୁ ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ସେଠାରେ ପହଞ୍ଚି ରୁଦ୍ର ମହାରଥୀ ସବୁ ଷ୍ଟାଫ ଙ୍କୁ ଖୋଜିବାରେ ଲାଗିଛନ୍ତି । କିନ୍ତୁ ଦେଖିଲା ବେଳକୁ ଅଫିସରେ ମାତ୍ର ଜଣେ କି ଦୁଇ ଜଣ ଷ୍ଟାଫ ଅଛନ୍ତି । ଯାହା ଦେଖିବା ପରେ ରୁଦ୍ର ମହାରଥି କହୁଛନ୍ତି ସବୁ ଷ୍ଟାଫ ଙ୍କୁ ଡାକିବା ପାଇଁ କାରଣ ସେ ଦେଖିବେ କେତେ ଜଣ ପ୍ରେଜେଣ୍ଟ ଅଛନ୍ତି ଆଉ କେହି ଅନୁପସ୍ଥିତି ଅଛନ୍ତି ।

ତେବେ ଚଷମା ପିନ୍ଧିବା ଭାଇ ଜଣକ କହୁଛନ୍ତି କିଛି ଷ୍ଟାଫ ଯାଇଛନ୍ତି ସାଇଡ ଦେଖିବାକୁ । ଯାହାକୁ ଶୁଣିବା ପରେ ରୁଦ୍ର ମହାରଥୀ କହୁଛନ୍ତି ତାଙ୍କର ନମ୍ବର ଦେବାକୁ କହୁଛନ୍ତି କାରଣ ସେ ତାଙ୍କ ଲୋକଙ୍କୁ କହିବେ କେଉଁ ସାଇଡ ରେ ଭିଜିଟ କରିବାକୁ ଯାଇଛନ୍ତି । ତେବେ ରୁଦ୍ର ମହାରଥୀ ଙ୍କ ଏଭଳି ରୂପ ଦେଖି ସମସ୍ତେ ଛାନିଆ ହୋଇ ଗଲେଣି ।

ଏହା ପରେ ରୁଦ୍ର ମହାରଥୀ ବାହାରକୁ ଆସି ପଚାରୁଛନ୍ତି ଅନ୍ୟ ଷ୍ଟାଫ ସବୁ କୁଆଡେ ଯାଇଛନ୍ତି ଉତ୍ତର ରେ ତାଙ୍କୁ ଶୁଣିବାକୁ ମିଳୁଛି କି ସାଇଡ କୁ ଯାଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହା ହେଉଛି ରୁଦ୍ର ମହାରଥିଙ୍କ PHD ଅଫିସ । ତେବେ ରୁଦ୍ର ମହାରରଥି BDO ଙ୍କୁ ଫୋନ କରି କହୁଛନ୍ତି କି ସରକାରୀ ଅଫିସରେ ୧୨ ଜଣ ସ୍ତରଫ ମାନଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଅଛନ୍ତି ଆଉ ବାକି ପ୍ରୋଜେଣ୍ଟ ନାହାନ୍ତି ।

ତେବେ ସରକାରୀ ଅଫିସରେ ଦୁଇ ଜଣ ଷ୍ଟାଫ ପ୍ରେଜେଣ୍ଟ ରହିବା ବହୁତ ବଡ କଥା ଯାହା ଏହି ଘଟଣା ରୁ ଜଣା ପଡୁଛି । ଆହୁରି ମଧ୍ୟ ରୁଦ୍ର ମହାରଥୀ ବିଡିଓ ଙ୍କୁ କହୁଛନ୍ତି କି ନାଥା ବାବୁ ଙ୍କୁ ଫୋନ କରିଥିଲେ କିନ୍ତୁ ସେ କଲ ରିସିଭ କରିଲେ ନାହି । ତେବେ ଅଡଜେଣ୍ଟ ମିଟିଙ୍ଗ ଡାକି ସବୁ ଷ୍ଟାଫ ମାନଙ୍କର ରିଭିୟୁ କରିବାକୁ କଣ ଅସୁବିଧା ଅରହୁଛି ଜାଣିବାକୁ ରୁଦ୍ର ମହାରଥୀ କହୁଛନ୍ତି ।

ରୁଦ୍ର ମହାରଥୀ କହୁଛନ୍ତି କି ସବୁ ଷ୍ଟାଫ ମାନେ ଠିକ ଭାବେ ଡିୟୁଟି କରୁ ନାହାନ୍ତି । ରୁଦ୍ର ଭାଇ କହୁଛନ୍ତି ମୋ ଫୋନ କଣ ପାଇଁ ଉଠାଉ ନାହାନ୍ତି । ଏମିତିକି ସ୍ବାଭାବିକ କଥା କି ଲୋକ ମାନଙ୍କ ଫୋନ ମଧ୍ୟ ଧରୁ ନ ଥିବେ ବୋଲି ରୁଦ୍ର ଭାଇ କହୁଛନ୍ତି । ତେବେ ରୁଦ୍ର ଭାଇ ଙ୍କ ଆକ୍ଟିଭିଟି ଦେଖିକି ବେସ ଖୁସି ଲାଗୁଛି । କାରଣ ସେ ପ୍ରଥମ ଥର ଏମଏଲଏ ହୋଇଛନ୍ତି ସେଥିପାଇଁ ଟିକେ ଜୋସ ଅଛି ।

ତେବେ ଦେଖିବା ବାକି ରହିଲା ରୁଦ୍ର ଭାଇ ଙ୍କ ଏହି ସରପ୍ରାଇଜ ଭିଜିଟ ଆଗକୁ ଏମିତି ରହୁଛି ନା ଏହି ଗୋଟେ ଜାଗାରେ ଷ୍ଟପ ହୋଇ ରହୁଛି । ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ମହାରଥୀ ଙ୍କ ସରପ୍ରାଇଜ ଭିଜିଟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *