ଦିଲ୍ଲୀ ଝିଅ ମାନଙ୍କର ଏହି କଥା ହୋଇଥାଏ ସବୁଠୁ ଖାସ, ଜାଣିଲେ ଉଡିଯିବ ଆପଣଙ୍କ ହୋସ

ସହରରେ ରହୁଥିବା ଝିଅ ମାନଙ୍କର ବ୍ୟବହାର କିଛି ଅଲଗା ହିଁ ହୋଇଥାଏ । ଦୁନିଆରେ ଗୋଟେଠୁ ବଢି ଗୋଟେ ସୁନ୍ଦରୀ ଝିଅ ଅଛନ୍ତି । ସବୁ ସହରର ଝିଅଙ୍କ ଭିତରେ କିଛି ନା କିଛି ଖାସ କଥା ନିଶ୍ଚୟ ଥାଏ ଯାହାକି ଅନ୍ୟ ଝିଅଙ୍କଠୁ ଅଲଗା ଅଟେ । ସମସ୍ତେ କହନ୍ତି କି ଦିଲ୍ଲୀର ଝିଅ ବାକି ଝିଅ ମାନଙ୍କଠୁ  ଅଲଗା ହୋଇଥାନ୍ତି । ଏଠିକାର ଝିଅମାନେ ସୁନ୍ଦରୀ ଓ ବୋଲ୍ଡ ହୋଇଥାନ୍ତି ଦେଖିବାକୁ । ପୁଅମାନଙ୍କର କହିବା କଥା କି ଇଏ ସବୁ ଗାର୍ଲଫ୍ରେଣ୍ଡ ତ ହୋଇପାରିବେ କିନ୍ତୁ ତାଙ୍କ ସହିତ ବିବାହ କରିହେବନି ।

Image Courtesy: Google

ଆଜି ଆମେ ଆପଣକୁ ଦିଲ୍ଲୀର ଝିଅ ମାନଙ୍କ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ତାଙ୍କୁ ସମସ୍ତଙ୍କଠୁ ଅଲଗା କରିଥାଏ । ଦିଲ୍ଲୀର ଝିଅମାନଙ୍କର ନିଜ ଉପରେ ବହୁତ ହିଁ ଗର୍ବ ଥାଏ । ଅନ୍ୟ ଝିଅ ମାନଙ୍କଠୁ ଦିଲ୍ଲୀର ଝିଅ ମାନଙ୍କୁ ଆରମସେ ଚିଁହି ହେବ । ଫ୍ୟାଶନ ଓ ଷ୍ଟାଇଲ ମାମଲାରେ ଦିଲ୍ଲୀର ଝିଅ ସମସ୍ତଙ୍କୁ ପଛରେ ପକାଇ ଥାନ୍ତି । ଏଠିକାର ଝିଅ ସବୁ ନୂଆ ଟ୍ରେଣ୍ଡକୁ ଫଲୋ କରିଥାନ୍ତି  ଓ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିଥାନ୍ତି । ସିମ୍ପଲ ଡ୍ରେସରେ ମଧ୍ୟ ଏମାନେ ସୁନ୍ଦର ଦେଖା ଯାଇଥାନ୍ତି । ଏମାନଙ୍କର ଡ୍ରେସିଂ ଷ୍ଟାଇଲ ବହୁତ ନିଆରା ଅଟେ ।

Image Courtesy: Google

ବାର୍ଗେନିଂ କରିବାରେ ସବୁଠୁ ଆଗରେ ଥାନ୍ତି ଦିଲ୍ଲୀର ଝିଅମାନେ । ଦିଲ୍ଲୀର ଝିଅମାନଙ୍କୁ ଭଲ ଖାଇବାର ବହୁତ ସଉକ ଥାଏ କିନ୍ତୁ ଇଏ ଖାଇବା ସହିତ ନିଜୁ ଶରୀର ପାଇଁ  ମଧ୍ୟ ଧ୍ୟାନ ରଖିଥାନ୍ତି । ଏମାନେ ନିଜର ବଡିକୁ ମେଣ୍ଟେନ କେମିତି ରଖିବେ ସେ ବହୁତ ଭଲ ଭାବେ ଜାଣିଛନ୍ତି । ରୋଡ ସାଇଡ ରୋମିଓଙ୍କୁ ଶାସ୍ତି ଦେବାରେ ସବୁଠୁ ଆଗରେ ଅଛନ୍ତି ଦିଲ୍ଲୀର ଝିଅମାନେ । ଏଠିକାର ଝିଅ ମାନଙ୍କ ସହ କେହି ଅଭଦ୍ରାମି କରନ୍ତି ତ ତାଙ୍କୁ ବିଲକୁଲ ପସନ୍ଦ ନୁହେଁ ଏଥିପାଇଁ ଅନ୍ୟ ଝିଅ ମାନଙ୍କଠୁ ଅଲଗା ହୋଇଥାନ୍ତି ଦିଲ୍ଲୀର ଝିଅ ସବୁ  ।

Image Courtesy: Google

ଏମାନେ ବହୁତ ଉଚ୍ଚ ଚିନ୍ତାଧାରା ରଖନ୍ତି । ସବୁ ଦିଗରେ ଏମାନେ ଆଗୁଆ, ପାଠରେ ହେଉ କି ଶାଠରେ ଏମାନେ କାହାକୁ ବି ଡରନ୍ତିନି । ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢିବା ଏମାନଙ୍କ ଏକ ଖାସ ଗୁଣ । ହାରିବା କେବେବି ପସନ୍ଦ କରନ୍ତି ନାହିଁ ଏମାନେ । ସେଥିପାଇଁ ତ କୁହନ୍ତି ଦିଲ୍ଲୀର ଝିଅ ମାନେ ବହୁତ ଖାସ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *