Anubhabଙ୍କ ଠାରୁ ଅଲଗା ହେବା ପରେ ଓଲିଉଡ ଇଣ୍ଡଷ୍ଟ୍ରିର କୁଇନ Barsha ଏହି କୁନି ଝିଅ ସହ ଏମିତି କରୁଛନ୍ତି ମସ୍ତି, ଦେଖନ୍ତୁ Video 

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଅଲଗା ପରିଚୟ ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ବ୍ଯତୀତ ସୁନ୍ଦରତା, ଷ୍ଟାଇଲ ଓ ପର୍ଶନାଲିଟି ପାଇଁ ମହଦୀ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିପରି କୁନି ଝିଅ ସହ ଖେଳୁଛନ୍ତି ସେହି ବିଷୟରେ କିଛି ମଜାଦାର କଥା କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଜଗତରେ ଅନେକ ଓଡିଆ ଫିଲମରେ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ସେ ତାଙ୍କ ଜୀବନରେ ଅନେକ ହିଟ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି କୁ ଦେଇଛନ୍ତି । ସେ ୨୦୧୪ରେ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିଭର କିଛି ଦିନ ପରେ ଦୁହିଙ୍କ ମହଦୟରେ ପାରିବାରିକ କଳହ ଯୋଗୁ ଦୁହେଁ ପରସ୍ପର ଠାରୁ ଲଗା ହେବା ପାଇଁ ନିଷ୍ପତି ନେଇହକନ୍ତି ।

ବର୍ତ୍ତମାନ ବର୍ଷା ଅନୁଭବ ଙ୍କ ଘରେ ରହୁ ନାହାନ୍ତି । ଏହି ଭିଡିଓ ରେ ବର୍ଷା କୁନି ଝିଅ ମିଷ୍ଟି ସହ ମଜାମସ୍ତି କରିବାର ନଜର ଆସୁଛନ୍ତି । ବର୍ଷା ଓ ମିଷ୍ଟି ପରସ୍ପର କୁ ବହୁତ ଗେଲ କରିବା ସହ ଦୁହେଁ ନିଜର ନାଁ କୁ ନେଇ ଅନେକ କଥା କହୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଦୁହିଙ୍କର କଥା କହିବାର ଶୈଳୀ ଦେଖିଲେ ଲାଗୁଛି କି ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ସହ ସ-ମ୍ପ-ର୍କ ରେ ବଣ୍ଡିଙ୍ଗ ରହିଛି । ବର୍ଷା କହୁଛନ୍ତି କି ଆଇ ଲାଭ ୟୁ ମିଷ୍ଟି । ଏହାର ଉତ୍ତର ରେ କୁନି ଝିଅ ମିଷ୍ଟି କହୁଛି କି ସୋନା ଆଇ ଲାଭ ୟୁ । ବର୍ଷା କହୁଛନ୍ତି ମିଷ୍ଟି ଇଜ ମାଇଁ ବେସ୍ତ ଫ୍ରେଣ୍ଡ ଉତ୍ତରରେ ମିଷ୍ଟି କହୁଛି ଶୋନା ଇଜ ମାଇଁ ବେଷ୍ଟ ଫ୍ରେଣ୍ଡ । ବର୍ଷା କହୁଛନ୍ତି କି ମିଷ୍ଟି ଇଜ ମୋସ୍ଟ ବିୟୁଟିଫୁଲ ଉତ୍ତର ରେ ମିଷ୍ଟି କହୁଛି କି ଶୋନା ଇଜ ମାଇଁ ମୋଷ୍ଟ ବିୟୁଟିଫୁଲ ।

ବର୍ଷା କହୁଛନ୍ତି ମିଷ୍ଟି ଇଜ ମାଇଁ ଲାଇଫ ଉତ୍ତର ରେ ମିଷ୍ଟି କହୁଛି ସୋନା ଇଜ ମାଇଁ ଲାଇଫ । ବର୍ଷା ଓ କୁନି ଝିଅ ମିଷ୍ଟି ମଧ୍ୟରେ ଏହି ଭଳି ଭାବେ ବାର୍ତ୍ତାଳାପ ଚାଲିଛି । ଦୁହେଁ ପରସ୍ପର ସହ ଖେଳିବା ସହ କେୟାର ନେବାର ନଜର ଆସୁଛନ୍ତି । ବର୍ଷା ମିଷ୍ଟି ସହ ଅନେକ ଫୋଟୋ ଉଠାଇ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହିଙ୍କ ସ-ମ୍ପ-ର୍କକୁ ଦେଖିଲେ ଲାଗୁଛି କି ଦୁହେଁ ଉଭୟଙ୍କୁ ଅନେକ ଦିନ ହେବ ଜାଣିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *