ହଟାତ ରାତି ଅଧରେ ଘଟିଲା ଅଘଟଣ, Anubhab କଲେ କିଛି ଏମିତି… ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ର ସେଲିବ୍ରେଟି ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏହା ବ୍ଯତୀତ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ସାମାଜିକ କାମ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ସମାଜ ସେବା କରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ସହାୟକ ଲୋକ ମାନଙ୍କୁ ସାହାଜ୍ଯ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି କିପରି ଜଣେ ବୃଦ୍ଧ ବ୍ୟକ୍ତି ଙ୍କୁ ସାହାଜ୍ଯ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଜଗତର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅଭିନେତା ହେବା ସହ କେନ୍ଦ୍ରାପଡା ର ସାଂସଦ ଭାବେ କାର୍ଯ୍ୟରତ କରୁଛନ୍ତି । ସେ ସାଂସଦ ଭାବେ ବହୁତ ଭଲ କାମ ଅକରିଛନ୍ତି ଯାହା ପାଇଁ ଲୋକ ମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଗତ କାଲୀ ରାତିରେ ଅନୁଭବ ରାସ୍ତା ରେ ଯାଉଥିବା ସମୟରେ ହଟାତ ତାଙ୍କ ସାମନା ରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ମିଳିଥିଲେ । ଏହା ପରେ ଅନୁଭବ ଓ ସେଠାରେ ଉପସ୍ଥିତ ଥିବା କିଛି ଗାଁ ଲୋକ ମାନେ ସେହି ବୃଦ୍ଧ ବ୍ୟକ୍ତି ଙ୍କୁ ତୁରନ୍ତ ଗାଡି ରେ ବସାଇବାର ଦୃଶ୍ୟ ଏହି ଭିଡିଓ ରେ ନଜର ଆସୁଛି ।

ଅନୁଭବ ନିଜେ ସେହି ବୃଦ୍ଧ ବ୍ୟକ୍ତି ଧରି ନିଜ ଗାଡି ରେ ବସାଇଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଏହା ପରେ ଅନୁଭବ ନିଜେ ତାଙ୍କ ଗାଡି ରେ ସେହି ବୃଦ୍ଧ ବ୍ୟକ୍ତି ଯାହାଙ୍କର ଅବସ୍ଥା ବହୁତ ଗୁରୁତର ବୋଲି ଲାଗୁଛି ତାଙ୍କୁ ତୁରନ୍ତ ହସପିଟାଲ ନେଇ ଯାଇଛନ୍ତି । ତେବେ ଅନୁଭବ ଯେଉଁ କାମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ଅନୁଭବ ଜଣେ ଷ୍ଟାର ହେବା ସହ ଲୋକ ମାନଙ୍କର ସାହାଜ୍ଯ କରିବା ପାଇଁ କେବେ ବି ପଛେଇ ନ ଥାନ୍ତି ବୋଲି ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତେବେ ସେ ଓଡିଆ ଜଗତରେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ଦମଦାର ପ୍ରଦର୍ଶନ ଦେଇଛନ୍ତି ।

ଓଡିଆ ଇଣ୍ଡଷ୍ଟ୍ରି ରେ ତାଙ୍କର ବହୁତ ବଡ ଅବଦାନ ରହିଛି । ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଯାହା ଖୁବ ଲୋକପରିୟ ହୋଇ ପାରିଥିଲା । ତାଙ୍କର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଆଶା କରୁଛୁ ଅନୁଭବ ମହାନ୍ତି ଏମିତି ସମାଜ ସେବା କରୁଥାନ୍ତୁ । ଏହା ସହ ଅସହାୟ ଲୋକଙ୍କର ସାହାଜ୍ଯ ପାଇଁ ଏମିତି ଆଗକୁ ଆସୁଥାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅନୁଭବ ମହାନ୍ତି ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *