ଦେଖନ୍ତୁ Facebookରେ କେମିତି ଠକୁଥିଲେ ଓଡିଶାର ଆଞ୍ଜେଲ ପ୍ରିୟା!

ନମସ୍କାର ବନ୍ଧୁଗଣ । ଏହି ଭି-ଡି-ଓ ରେ ଯେଉଁ ମହିଳାଙ୍କ ଫୋଟୋ ଦେଖା ଯାଇଛି ସେ ହେଉଛନ୍ତି ଏକ ଫ୍ର-ଡ । ଯିଏ ଫେସବୁକରେ ଫେ-କ ଆ-ଇ-ଡି କରି ଲୋକ ମାନଙ୍କୁ ଠକିବାରେ ଲାଗିଥିଲା । ଫେସବୁକ ଆକାଉଣ୍ଟ କରି ଟଙ୍କା ଆଦାୟ କରୁଥିଲେ । ଏହି ମହିଳା ଜଣକ ଫେ-କ ଆ-ଇ-ଡି କରି ଫୋଟୋ ବଦଳାଇ ଲୋକ ମାନଙ୍କର ଟଙ୍କା ଲୁ-ଟ କରୁଥିଲେ । ଜଣେ ଯୁବକ କହିଛନ୍ତି ଯେ ଏହି ମହିଳାଙ୍କ ସହ ସେ ଫୋନରେ ଅନେକ ଦିନ ହେବ କଥା ହେଉଥିଲେ । ଦୁହିଙ୍କ ମଧ୍ୟରେ ସ-ମ୍ପ-ର୍କ ବହୁତ ବଢିବାରେ ଲାଗିଲା । ସେହି ଯୁବକ କହିଛନ୍ତି ଯେ ଏହି ମହିଳା ତାଙ୍କ ମାମୁଁଙ୍କ ସହ ରାଉରକେଲାରେ ରହି ଡାକ୍ତରୀ ପଢୁଥିଲେ ।

ମାମୁଁ ଜଣକ ତାଙ୍କ ସହ ଅ-ତ୍ୟା-ଚା-ର କରୁଛନ୍ତି ବୋଲି ମହିଳା କହିବା ପରେ ସେ ଘର ଛାଡି ପଳାଇ ଆସିଥିଲେ । ସେହି ମହିଳା ଘରୁ ଆସିବା ପରେ ସେହି ଯୁବକକୁ ରହିବା ପାଇଁ କିଛି ଟଙ୍କା ମାଗିଥିଲେ । ଏହା ପରେ ଯୁବକ ଜଣକ ତାଙ୍କୁ ୬ଲକ୍ଷରୁ ଅଧିକ ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି । ଯେବେ ଯୁବକ ଜଣକ ସ-ର୍ଚ କରିଲେ ସେହି ସମୟରେ ଜାଣିବାକୁ ପାଇଲେ ଯେ ମହିଳା ଜଣେ ଠକ ଯିଏ ଲୋକଙ୍କୁ ମିଠା କଥା କହି ଟଙ୍କା ଲୁ-ଟ କରୁଛି । ସେହି ଯୁବକଙ୍କ ସହ ଯାହା ହୋଇଛି ଆଉ ଜଣେ ଯୁବକ ପପୁଙ୍କ ସହ ମଧ୍ୟ ଏପରି ଘଟି ସାରିଛି ।

ସେହି ମହିଳା ଆଦ୍ୟାସା ସାମନ୍ତରାଏ ନାଁ ରେ ଆଇଡି କରି ସେହି ଯୁବକଙ୍କୁ ଠକିଥିଲା । ଯୁବକ ଜଣକ ସେହି ମହିଳାଙ୍କର ସବୁ ପତ୍ତା ଲଗାଇବା ପରେ ଜାଣିବାକୁ ପାଇଲେ ଯେ ସେ କୌଣସି ଡାକ୍ତର ନୁହେଁ ବରଂ ଗୋଟେ ଫ୍ର-ଡ । ବର୍ତ୍ତମାନ ମହିଳା ଜଣକ ଧରା ପଡିଛନ୍ତି । ସେ ଭୁବନେଶ୍ବରରେ ରହୁ ଥିବାର ସୂଚନା ମିଳିଛି । ଯେଉଁ ଯୁବକ ସେହି ମହିଳାଙ୍କ କଥାରେ ଫସିଛନ୍ତି ସେ କହିଛନ୍ତି ଯେ ଯେବେ ହାଇଟେକ ହସ୍ପିଟାଲ ଯାଇଥିଲେ ସେତେବେଳେ ଜାଣିବାକୁ ପାଇଲେ ଯେ ସେହି ନାଁ ରେ କୌଣସି ଝିଅ ଡାକ୍ତର ନାହି । ଏହା ପରେ ଯୁବକ ଜଣଙ୍କ ଏତେ ଟଙ୍କା ଦେବା ପରେ ତାଙ୍କର ସଦେହ ହେଲା ।

ଏହା ପରେ ସତ କଣ ସେ ଜାଣିବାକୁ ଚେଷ୍ଟା କରିଥିଲେ । ସେହି ମହିଳା ଜଣକ ଆଗରୁ ଅନେକ ଲୋକଙ୍କୁ ଏମିତି ଫେସବୁକ ରେ ଫେକ ଆଇଡି କରି ଠକି ସାରିଛି । ମହିଳା ଟି ନିଜେ କହି ନିଜ ଭଉଣୀ ଭାବେ ତୋନ ଚେଞ୍ଜ କରି କଥା ହେଉଥିଲା । କଥା ଏମିତି କହୁଥିଲା ଶୁଣିଲେ ଲାଗିବ କି ଝିଅଟି ବହୁତ ଖରାପ ପରିସ୍ଥିତିରେ ଅଛି କିନ୍ତୁ ଏହା ମିଥ୍ୟା ଅଟେ । ବର୍ତ୍ତମାନ ପୋ-ଲି-ସ ଏହି ଘଟଣା ବାବଦରେ ତଦନ୍ତ ଚଲାଇଛି । ସେହି ଯୁବକ କହିଛନ୍ତି ଯେ ଯଦି ତାଙ୍କର ଟଙ୍କା ରିକଭର ନ ହୋଇ ପାରିବ ତେବେ ସମ୍ପୃକ୍ତ ମହିଳାଙ୍କୁ ଉଚିତ ଶାସ୍ତି ମିଳିବା ଦରକାର ଯେମିତି ଆଗକୁ ସେ ଏମିତି କିଛି କାଣ୍ଡ କରିବେନି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *