ବହୁତ ପୁରୁଣା ଅଟେ Aryanଙ୍କ ନିଶା ଅଭ୍ଯାସ, Interrogation ରେ କହିଲେ କିଛି ଏମିତି…. ଦେଖନ୍ତୁ Video

ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଲଗାତାର ଡ୍ର-ଗ୍ସ କେ-ସରେ ଫ-ସି ଯାଉ ଥିବାର ଜଣା ପଡୁଛି । ୨ ତାରିଖ ଦିନ ଆର୍ୟନ ଖାନ ସମତେ ଅନ୍ୟ କେତେକ ପୁଅ ଓ ଝିଅଙ୍କୁ ଏନସିବି ଡ୍ର-ଗ୍ସ ନେଉଥିବା କାରଣରୁ ଏକ କ୍ରୁଜ ଶିପରୁ ଗି-ର-ଫ କରିଥିଲେ । ଏହା ପର ଠାରୁ ଆର୍ୟନ ଖାନଙ୍କୁ ନେଇ ଚର୍ଚା ଜୋର ଧରିଛି । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ୪ ବର୍ଷ ହେବ ଡ୍ର-ଗ୍ସ ସେବନ କରି ଆସୁଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚା ହେଉଛି ।

ଏନସିବି ଯେତେବେଳେ ଏହି ଡ୍ର-ଗ୍ସ ମା-ମ-ଲାକୁ ନେଇ ତାଙ୍କୁ ଜେ-ରା କରିଥିଲେ ତେବେ ସେ ସେହି ସମୟରେ ଏହି କଥାକୁ ସ୍ଵୀକାର କରିଛନ୍ତି । ସେ କହିଛନ୍ତି କି ସେ ଦେଶରେ ଥିବା ସମୟରେ ୟୁକେ ଓ ଦୁବାଇ ଭଳି ଅନ୍ୟ କେତେକ ସହରରେ ଡ୍ର-ଗ୍ସ ସେବନ କରିଛନ୍ତି ।

ଏନସିବିର ସୂଚନା ଅନୁଉସାରେ ଶାହାରୁଖ ଖାନ ନିଜ ପୁଅ ଆର୍ୟନ ଖାନଙ୍କ ସହ କଥା ହୋଇଛନ୍ତି । ଆର୍ୟନ ଖାନ ଗି-ର-ଫ ହେବା ପରେ ଶାହାରୁଖ ଖାନ ଆର୍ୟନ ଖାନଙ୍କ ସହ ଏନସିବିର କାର୍ଯ୍ୟଲୟରେ ଥିବା ଲ୍ୟାଣ୍ଡ ଲାଇନ ରେ ଫୋନ କରି କଥା ହୋଇଛନ୍ତି । ମାତ୍ର ୨ ମିନିଟ ପାଇଁ ଶାହରୁଖ ଖାନ ଆର୍ୟନ ଖାନଙ୍କ ସହ କଥା ହୋଇଥିଲେ । ସେହି ସମୟରେ ଆର୍ୟନ ଖାନ ବହୁତ କାନ୍ଦୁ ଥିଲେ ବୋଲି କୁହାଯାଉଛି ।

ଡ୍ର-ଗ୍ସ ସେବନ ମା-ମ-ଲାରେ ଏନସିବି ଲଗାତାର ଆର୍ୟନ ଖାନଙ୍କୁ ଜେ-ରା କରୁଛି । ଯେଉଁଥିରୁ ଏହିଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଏନସିବି ଆର୍ୟନ ଖାନ, ଅରବାଜ ମର୍ଚାନ୍ଟଙ୍କ ଏହି କେ-ସରେ ସାମିଲ ଥିବା ସମସ୍ତଙ୍କ ଫୋନ ଜବତ କରି ସେମାନଙ୍କର ଫୋନ କଲ ଓ ମ୍ୟାସେଜ ସବୁ ଚେକ କରୁଛି । ଯେଉଁଥିରେ ଜଣା ପଡିଛି କି ଆର୍ୟନ ଖାନ ବହୁତ ଡ୍ର-ଗ୍ସ ପେ-ଡ-ଲା-ର-ଙ୍କ ସମ୍ପର୍କରେ ଥିଲେ । ଏହି ଆଧାରରେ ଏନସିବି ଆର୍ୟନ ଓ ଅରବାଜକୁ ସାମ୍ନା ସାମ୍ନି ବସାଇ ଜେ-ରା ମଧ୍ୟ କରୁଛି ।

ଆର୍ୟନ କହିଛନ୍ତି କି ସେ ଯେତେବେଳେ ବି ସେ ବାହାରକୁ ଯାଆନ୍ତି ତେବେ ପ୍ରାୟତଃ ଡ୍ର-ଗ୍ସ ନିଅନ୍ତି । ଏନସିବି ଆର୍ୟନ ଖାନ ଓ ତାଙ୍କର ବନ୍ଧୁ ବି-ରୁ-ଦ୍ଧରେ ପ୍ରମାଣ ଖୋଜି ବାହାର କରିବାରେ ଲାଗିଛନ୍ତି । କହିଦେଉଛୁ କି ଆର୍ୟନ ଖାନଙ୍କୁ ବଞ୍ଚାଇବା ପାଇଁ ପିତା ଶାହାରୁଖ ଖାନ ଓ ମା ଗୌରୀ ଖାନ ଆପ୍ରାଣ ଚେଷ୍ଟା କରୁଛନ୍ତି । ସେ ଲଗାତାର ଏନସିବି ଅଫିସରଙ୍କ ସହ କଥା ହେଉଛନ୍ତି ନିଜ ପୁଅକୁ ବଞ୍ଚାଇବା ପାଇଁ ବଡ ବଡ ଓକିଲ ମଧ୍ୟ ହାୟର କରୁଛନ୍ତି ।

Leave a Reply

Your email address will not be published. Required fields are marked *