ଦେଖନ୍ତୁ Ollywood ର ଏହି Top 7 Female ସିଙ୍ଗର କାହାକୁ କରିଛନ୍ତି ବିବାହ

ଆଜି ଆମେ ଆପଣଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର ମହିଳା ଗାୟିକାଙ୍କ ବିଷୟରେ କହିବୁ ଓ ତାଙ୍କ ସ୍ଵାମୀଙ୍କ ବିଷୟରେ ବି କହିବୁ । କହିଦେଉଛୁ କି ବର୍ତ୍ତମାନ ସମୟରେ ଓଲିଉଡର ବହୁତ ଏହିଭଳି କଣ୍ଠଶିଳ୍ପୀ ଅଛନ୍ତି ଯେଉଁମାନେ ନିଜର ସୁମଧୁର ଗୀତ ଦ୍ଵାରା ସମସ୍ତଙ୍କୁ ମନୋରଞ୍ଜନ କରୁଛନ୍ତି । ଆଜି ଆମେ ସେହିଭଳି କିଛି କଣ୍ଠଶିଳ୍ପୀଙ୍କ ବିଷୟରେ କହିବୁ । ଯେଉଁମାନେ ବିବାହ ପରେ ନିଜର ବୈବାହିକ ଜୀବନ ସହ ନିଜର ପ୍ରୋଫେସନାଲ କ୍ୟାରିୟରରେ ବି ସକ୍ରିୟ ଅଛନ୍ତି ।

ଏମାନେ ନିଜ ବିବାହ ଓ କ୍ୟାରିୟର ମଧ୍ୟରେ ତାଳମେଳ ରଖିଛନ୍ତି ଓ ଆଜି ବି ଦର୍ଶକମାନେ ଏମାନଙ୍କର ଗୀତ ଶୁଣିବାକୁ ପସନ୍ଦ କରନ୍ତି । ଏହି ସମସ୍ତ କଣ୍ଠଶିଳ୍ପୀଙ୍କ ଗୀତ ରିଲିଜ ହେବା ମାତ୍ରେ ହିଁ ହି-ଟ ହୋଇଯାଏ ।

ନମିତା ଅଗ୍ରୱାଲ

କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ଓଡିଶାର ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ଗାୟିକା ଅଟନ୍ତି । ତାଙ୍କର ଭଜନ, ଆଲବମ ଓ ଫିଲ୍ମର ସମସ୍ତ ଗୀତ ଦର୍ଶକମାନଙ୍କୁ ଖୁବ ପସନ୍ଦ ଲାଗେ । କହିଦେଉଛୁ କି ନମିତା ଅଗ୍ରୱାଲ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଛନ୍ତି ଓ ଦୁଇ ଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛି ।

ଦିପ୍ତିରେଖା ପାଢୀ

ଦିପ୍ତିରେଖା ପାଢୀ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଅଟନ୍ତି । ତାଙ୍କ ଗୀତ ବହୁତ ହି-ଟ ହୋଇଥାଏ । କହିଦେଉଛୁ କି ଦିପ୍ତିରେଖା ପାଢୀ କିଛି ଦିନ ତଳେ ହିଁ ବିବାହ ବ-ନ୍ଧ-ନ-ରେ ବା-ନ୍ଧି ହୋଇଛନ୍ତି । ତାଙ୍କ ସ୍ଵାମୀଙ୍କ ନାଁ ସୋମ୍ୟରଞ୍ଜନ ଶତପଥୀ ଅଟେ ।

ଶ୍ରୀୟା ମିଶ୍ର

ଶ୍ରୀୟା ମିଶ୍ର ବି ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ଅଟନ୍ତି । ଶ୍ରୀୟା ମିଶ୍ରଙ୍କ ସ୍ଵାମୀଙ୍କ ନାଁ ହେଉଛି ହ୍ୟୁମାନ ସାଗର । ଯାହାଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ହ୍ୟୁମାନ ସାଗରଙ୍କ ପ୍ରାୟତଃ ସବୁ ଗୀତ ହି-ଟ ହୋଇଥାଏ ।

ସୋହିନୀ ମିଶ୍ର

ସୋହିନୀ ମିଶ୍ର ଓଡିଶାର ଲୋକପ୍ରିୟ ଓ ଜଣା ଶୁଣା ଗାୟିକାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ ସ୍ଵାମୀଙ୍କ ନାଁ ହେଉଛି ହିମାଂଶୁ ଶେଖର ପତି ।

କୃଷ୍ଣପ୍ରିୟା ମିଶ୍ର

କୃଷ୍ଣପ୍ରିୟା ମିଶ୍ରଙ୍କୁ ଆପଣ ସମସ୍ତେ ଚିହ୍ନିଥିବେ ଓ ତାଙ୍କର ଗୀତ ମଧ୍ୟ ଶୁଣିଥିବେ । ସେ ତାଙ୍କର ମଧୁର କଣ୍ଠରେ ବହୁତ ଓଡିଆ ଗୀତ ଗାଇଛନ୍ତି । କହିଦେଉଛୁ କି କୃଷ୍ଣପ୍ରିୟା ମିଶ୍ର ମନ୍ମଥ ମିଶ୍ରଙ୍କୁ ବିବାହ କରିଛନ୍ତି । ଯିଏକି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା କଳାକାର ଅଟନ୍ତି ।

ଗୀତା ଦାସ

ଗୀତା ଦାସ ପରିଚିତ କଣ୍ଠଶିଳ୍ପୀ ଅଟନ୍ତି । ସେ ଓଲିଉଡ ଇଣ୍ଡଷ୍ଟ୍ରିର ବହୁତ ଗୀତରେ ନିଜର କଣ୍ଠଦାନ କରିଛନ୍ତି । କହିଦେଉଛୁ କି ଗୀତା ଦାସ ବି ବାହିତ ଅଟନ୍ତି ।

ତପୁ ମିଶ୍ର

ତପୁ ମିଶ୍ରଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯାହାଙ୍କର ମୃ-ତ୍ୟୁ ଏହି ବର୍ଷ କୋ-ବି-ଡ କାରଣରୁ ହୋଇଛି । କହିଦେଉଛୁ କି ତପୁ ମିଶ୍ର ଦୀପକ ପୂଜାହରିଙ୍କୁ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *