IT ରେଡ ପରେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଲେ Sonu Sood, ଯାହା କହିଲେ ଶୁଣି ଆପଣ ବି କରିବେ ସଲାମ ! ଦେଖନ୍ତୁ Video ସେ କଣ କହୁଛନ୍ତି ?

ବନ୍ଧୁଗଣ ଆପଣ ମାନେ ବଲିଉଡ ଅଭିନେତା ଶୋନୁ ସୂଦଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଗରିବ ମାନଙ୍କର ମସିହା କୁହା ଯାଉଥିବା ଶୋନୁ ସୂଦଙ୍କ ଘରେ ଓ ତାଙ୍କ ସହ ଜଡିତ ଠିକଣାରେ ଲଗାତର ୪ ଦିନ ହେବ ଇନକମ ତ୍ୟାକ୍ସ ରେ-ଡ କରିବାରେ ଲାଗିଛି । ଏହା ମଧ୍ୟରେ IET ବହୁତ କୁହାଲାସ କରିଛି ଇ ଶୋନୁ ସୂଦଙ୍କ ଉପରେ ତ୍ୟାକ୍ସ ଚୋ-ରୀ ଓ ଫଣ୍ଡିଙ୍ଗ ଭଳି ଅ-ଭି-ଯୋ-ଗ ହୋଇଛି । ଏହି ମାମଲା ରେ କୋଟି କୋଟି ଟଙ୍କା ହେରାଫେରି ହେବାର କଥା ସାମନାକୁ ଆସିଛି । ଏହି ଖବର ସାମନାକୁ ଆସିବା ପରେ ଶୋନୁ ସୂଦଙ୍କ ଫ୍ୟାନ୍ସ ମାନେ ଚିନ୍ତା ପ୍ରକାଶ କରିଛନ୍ତି ।

ଅନେକ ଦିନ ପରେ ଶୋନୁ ସୂଦ ଏହି ମାମଲା ବିଷୟରେ ନିଜର ମୁହଁ ଖୋଲିଛନ୍ତି । ଶୋନୁ ସୂଦ କହିଛନ୍ତି ଯେ ତାଙ୍କର ଯେଉଁ ଟଙ୍କା ରହିଛି ତାହା ତାଙ୍କ ନିଜର । ଯେ କୌଣସି ଫାଉଣ୍ଡେସନକୁ ପଇସା ଆସିବାକୁ ବହୁତ ସମୟ ଲାଗିଥାଏର ।

ଏମିତି ବିନା କାରଣରେ କୌଣସି ଫାଉଣ୍ଡେସନକୁ ପଇସା ଆସେ ନାହି ବୋଲି ଶୋନୁ ସୂଦ କହିଛନ୍ତି । ତାଙ୍କ ଫାଉଣ୍ଡେସନରେ ଯେଉଁ ପଇସା ଅଛି ତାହା କେହି ନେଇ ପାରିବେ ନାହି ବୋଲି ସେ ନିଜ ରାଏ ରେ କହିଛନ୍ତି । ଯଦି ଆପଣ ଅନ୍ୟର ସାହାଜ୍ଯ କରୁଛନ୍ତି ତେବେ ତାହାର ଯେଉଁ ସବୁ ପଇସା ରହିଛି ତାହା ଗରିବ ଲୋକ ମାନକ ପାଖକୁ ଯାଇଥାଏ ବୋଲି ଶୋନୁ ସୂଦ କହିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି ଯେ “ପ୍ରତେକ ଥର ଆପଣ ନିଜର କାହାଣୀ କହି ପାରିବେ ନାହି ସମୟ ସବୁ କହିବ । ସେ ନିଜକୁ ଧନ୍ୟ ମନେ କରିଛନ୍ତି କି ଦେଶର ଲୋକ ଅମନକୁ ସାହସର ସହ ସାହାଜ୍ଯ କରୁଛନ୍ତି । ତାଙ୍କ ଫାଉଣ୍ଡେସନର ପଇସା ଲୋକଙ୍କର ଜୀବନ ରକ୍ଷା କରିବା ଓ ସାହାଜ୍ଯକାରୀ ଲୋକଙ୍କର କାମରେ ଆସିଛି । ସେ ତାଙ୍କ ହୃଦୟରୁ ଭାରତର ଲୋକଙ୍କର ସେବା କରିବା ପାଇଁ ନିଷ୍ପତି ନେଇଛନ୍ତି । ସେ ତାଙ୍କର ଆଡ କରୁଥିବା ବ୍ରାଣ୍ଡକୁ ପଇସା ଡୋନେଟ କରିବା ପାଇଁ କହିଛନ୍ତି । ଏପରି କରିବା ଦ୍ଵାରା ଅନ୍ୟ ମାନଙ୍କୁ ପଇସାର ଅଭାବ ହେବ ନାହି ।

ସେ ତାଙ୍କର କିଛି ଅତିଥିଙ୍କ ସହ ବ୍ୟସ୍ତ ରହୁଥିଲେ ଯାହା କାରଣରୁ ସେ ଜନତାଙ୍କ ସେବାରେ ୪ ଦିନ ହେବ ନ ଥିଲେ । କିନ୍ତୁ ବର୍ତ୍ତମାନ ସେ ବିନମ୍ରତା ସହ ଲୋକଙ୍କ ସେବାରେ ପୁଣି ଲାଗି ପଡିଛନ୍ତି” । ଏତିକି ଲେଖିବା ପରେ ଶୋନୁ ଶେଷରେ ଲେଖିଛନ୍ତି କର ଭଲ, ତେବେ ହବ ଭଲ, ଶେଷରେ ସମସ୍ତଙ୍କର ଭଲ ହେବ, ମୋ ସଫର ଜାରି ରହିବ, ଜୟ ହିନ୍ଦ । କୋରୋନା ଭାଇରସ ର ପ୍ରଥମ ଲହର ଆରମ୍ଭ ହେବା ପରେ ଅଭିନେତା ଶୋନୁ ସୂଦ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କ ଉପରେ ଲାଗିଥିବେ ଏହି ଆରୋପକୁ ସେ ଖଣ୍ଡନ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଶୋନୁ ସୂଦଙ୍କର ସମାଜ ସେବା କିପରି ଲାଗିଲା ଆମକୁ କମେଣ୍ଟରେ ଜଣାଇବେ । ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *