ଦେଖନ୍ତୁ 2 ଝିଅଙ୍କୁ ପାଇ କେତେ ଖୁସି ଅଛନ୍ତି Jhillik ଓ ଡ୍ୟାନି, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଖାସ କରି ଆମ ଓଡିଆ ହିରୋଇନ ମାନେ ନିଜର ଜବରଦସ୍ତ ଆଉ ଦମଦାର ଅଭିନୟ ଦ୍ଵାରା ଖୁବ ନାଁ କମାଇ ପଡ଼ିଛନ୍ତି । ତେବେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ଖାସ ଦାଂପତ୍ଯ ଜୀବନ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ ସୁନ୍ଦର ଆଉ ଖାସ ଅଭିନେତ୍ରୀ ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ଯିଏ ଏବେ ଏବେ ଦୁଇ ଟି କନ୍ୟା ସନ୍ତାନ ର ମା ହୋଇଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣଙ୍କର ସମସ୍ତଙ୍କର ପ୍ରିୟ ଝିଲିକ ଭଟ୍ଟାଚାର୍ଜ୍ୟ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଝିଲିକଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ଝିଲିକ ଓଲିଉଡ ଜଗତରେ ଅନେକ ମହାନ କଳାକାର ଙ୍କ ସହ କାମ କରିଛନ୍ତି ଆଉ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ସେ ନିଜର ଅଲଗା ପରିଚୟ ଓଡିଆ ଇଣ୍ଡଷ୍ଟ୍ରି ରେ ସୃଷ୍ଟି କରି ପାରିଛନ୍ତି । ଝିଲିକ ନିଜର ଅନେକ ଫଟୋ ଓ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥାନ୍ତି ଯାହାକୁ ତାଙ୍କର ଫାୟନ୍ସ ମାନେ ବେଶ ପସନ୍ସ କରିଥାନ୍ତି ଆଉ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହୀ ହୋଇଥାନ୍ତି । ଆପଣ ମାନେ ତ ଜାଣିଥିବେ ଝିଲିକ ଗତ କିଛି ଦିନ ତଳେ ମାଆ ହୋଇଛନ୍ତି । ତାଙ୍କର ଦୁଇଟି ଯାଁଳା ଝିଅ ହୋଇଥିଲା । ତେବେ ଗତ କିଛି ସମୟ ହେବ ଝିଲିକ ଙ୍କ ଦୁଇ କନ୍ୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଝିଲିକ ଏବଂ ତାଙ୍କ ସ୍ଵାମୀ ଡ୍ୟାନି ତାଙ୍କ ଦୁଇ ଯାଁଳା ଝିଅକୁ ଧରିଛନ୍ତି ଆଉ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ଦୁଇ ଟି କଣ୍ଟା ସନ୍ତାନ ଜନ୍ମ ହେବା ପରେ ଝୋଲିକ ଓ ତାଙ୍କ ସ୍ଵାମୀ କେବଳ ଖୁସି ନାହାନ୍ତି ତାହା ନୁହେଁ ବରଂ ଡ୍ୟାନି ଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଛି ଯାହା ପିନ ସେ ନିଜ ଦୁଇ ଝିଅ ଙ୍କୁ ଲକି ବୋଲି କହିଛନ୍ତି । ଏବେ ଉଭୟ ଝିଲିକ ଆଉ ଡ୍ୟାନି ନିଜ ଦୁଇ ଯାଁଳା ଝିଅ ସହ ବହୁତ ଖୁସିରେ ଅଛନ୍ତି ।

ଦୁହେଁ ନିଜର ଝିଅ ମାନଙ୍କୁ କୋଳ ରେ ଧରି ଗେଲ କରୁଛନ୍ତି ଆଉ ନିଜକୁ ବହୁତ ଲକି ମଧ୍ୟ ମନେ କରୁଛନ୍ତି । ଦୁଇ ଝିଅ ଙ୍କୁ ନେଇ ବାପା ମା ହିସାବ ରେ ଡ୍ୟାନୀ ଓ ଝିଲିକ ଅନେକ ସାରା ସ୍ଵପ୍ନ ମଧ୍ୟ ଦେଖିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଝିଲିକ ଓ ଡ୍ୟାନୀ ଙ୍କ ଦୁଇ ଝିଅ କେମିତି ଲାଗିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *