ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ଚର୍ଚ୍ଚା ରେ ରହିଛନ୍ତି । ଠିକ ସେହିପରି ଯାତ୍ରା ଜଗତରେ ମଧ୍ୟ କଳାକାର ମାନେ ନିଜର ଦମଦାର ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟ ହାସଲ କରିଛନ୍ତି । ସେମାନଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ଯାତ୍ରା ଜଗତରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜି ଆମେ ଅପାନ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଜବରଦସ୍ତ ଡ୍ୟାନ୍ସ କିପରି ହୋଇଛି ସେହି ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏମିତି କି ରାନୀ ପଣ୍ଡା ବିବାଦୀୟ ଅଭିନେତ୍ରୀ ଭାବେ ମଧ୍ୟ ପରିଚିତ ଅଟନ୍ତି । କାରଣ ରାନୀ ପଣ୍ଡା ଅଭିନୟ କରିବା ସହ ଅନେକ ସମୟରେ କୌଣସି ନାଁ କୌଣସି ବିବାଦ ଘେର ରେ ଘେରି ହୋଇ ରହିଥାନ୍ତି । ଯାହା ପାଇଁ ତାଙ୍କୁ ଦର୍ଶକ ଅମାନଙ୍କ ଠାରୁ ସମାଲୋଚନା ହେବାକାଉ ପଡିଥାଏ । ରାନୀ ପଣ୍ଡା ସୋସିଆଲା ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି ।
ତାଙ୍କର କେତେକ ଭଲ କାମ ପାଇଁ ତାଙ୍କର ଫ୍ୟାନ୍ସ ମାନେ ପ୍ରଶଂସା କରିବା ସହ ତାଙ୍କର ଏମିତି କିଛି କାମ ପାଇଁ ନି-ନ୍ଦା ମଧ୍ୟ କରିଥାନ୍ତି । ତେବେ ସେ ଯେତେ ବିବାଦ ମଧ୍ୟରେ ରହିଥିଲେ ମଧ୍ୟ ନିଜର ପ୍ରତିମାକୁ ଫ୍ୟାନ୍ସ ମାନଙ୍କ ଆଗରେ ପୁଣି ଥରେ କେମିତି ଭଲ କରାଯାଇ ପାରିବ ତାହା ତାଙ୍କୁ ବେଶ ଭଲ ଭାବେ ଜଣା ଅଛି ।
ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ରାନୀ ପଣ୍ଡା ଜବରଦସ୍ତ ଡ୍ୟାନ୍ସ କରି ଷ୍ଟେଜରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ ମାନେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି । ରାନୀ ପଣ୍ଡା ତାଲା ସହ ତାଳ ମିଶାଇ ଡ୍ୟାନ୍ସ କରୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଡ୍ରେସ ଓ ଶାଢୀ ରେ ରାନୀ ପଣ୍ଡା ବହୁତ ସୁନ୍ଦର ଲାଗିବା ସହ ତାଙ୍କର ଡ୍ୟାନ୍ସ ପରଫୋମାଂସ ବେଶ ଆକର୍ଷଣୀୟ ହୋଇଛି । ତେବେ ସ୍ଟେଜ ରେ ସେ ନିଜର ଦମଦାର ପ୍ରଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । କେତେ ସୁନ୍ଦର ଭାବେ ଗୀତ ସହ ନିଜର ଡ୍ୟାନ୍ସ ପରଫୋମ କରୁଛନ୍ତି ରାନୀ ପଣ୍ଡା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।
ତେବେ ରାନୀ ପଣ୍ଡା ଙ୍କ ଏହି ଡ୍ୟାନ୍ସ ବର୍ତ୍ତମାନ ଗଣ ମାଧ୍ୟମ ରେ ଖୁବ ଜୋରସୋର ରେ ଚର୍ଚ୍ଚା ହେବାରେ ଲାଗିଛି । ସେ ଅନ୍ୟାୟ ପାଇଁ ସବୁବେଳେ ମୁହଁ ଖୋଲିଥାନ୍ତି । ଏମିତିକି ଦୁଖୀ ଗରିବ ଲୋକ ମାନଙ୍କର ସହାୟତା ପାଇଁ ସେ ସବୁବେଳେ ଆଗରେ ରହିଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଡ୍ୟାନ୍ସ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।