କିନ୍ନରଙ୍କ ଅନ୍ତିମ ସଂସ୍କାର କେମିତି ହୁଏ ! ଦେଖନ୍ତୁ Video

କିନ୍ନର ସମାଜ ସମସ୍ତଙ୍କ ପାଇଁ ରହସ୍ୟପୂର୍ଣ ହୋଇଥାଏ । ଏମିତିରେ କିନ୍ନରମାନଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ବହୁତ ଇଚ୍ଛୁକ ଥାନ୍ତି । ତାଙ୍କର ସବୁ ଜିନିଷ ସେମାନେ ସମସ୍ତଙ୍କ ଠାରୁ ଲୁଚାଇ ରଖନ୍ତି । କିନ୍ନରମାନଙ୍କ ଜୀବନରେ ଏମିତି ବହୁତ କଥା ଅଛି ଯାହା ବିଷୟରେ ପ୍ରାୟତଃ କେହି ବି ଜାଣି ନ ଥାନ୍ତି । ଏହା ଛଡା ସେମାନଙ୍କ ଜୀବନ ସହ ଜଡିତ ଏମିତି ବହୁତ କଥା ଅଛି ଯାହାକୁ ଗୋପନ ରଖିବାକୁ ସେମାନେ ଚେଷ୍ଟା କରିଥାନ୍ତି । କିନ୍ନରଙ୍କ ମୃ-ତ୍ୟୁ ବିଷୟରେ ଆପଣମାନଙ୍କ ମଧ୍ୟରୁ କେହି ବି ଜାଣି ନ ଥିବେ କିମ୍ବା ଜାଣି ପାରନ୍ତି ନାହିଁ । ସେମାନେଙ୍କର ଅ-ନ୍ତି-ମ ସଂସ୍କାର କେମିତି ହୁଏ ଓ କେଉଁଠି ହୁଏ ଏହା ବିଷୟରେ ବି କେହି ଜାଣି ନ ଥାନ୍ତି ।

ଯେତେବେଳେ କୌଣସି କିନ୍ନରର ମୃ-ତ୍ୟୁ ହୋଇଥାଏ ତେବେ ବହୁତ ଗୋପନିୟ ରୂପରେ କରାଯାଏ । ବର୍ତ୍ତମାନ ଜାଣନ୍ତୁ କିନ୍ନରଙ୍କ ଅ-ନ୍ତି-ମ ସଂସ୍କାର ବିଷୟରେ । ଯେତେବେଳେ ଗୋଟିଏ କିନ୍ନରର ମୃ-ତ୍ୟୁ ହୋଇଥାଏ ତେବେ ସେହି ସମୟରେ ପ୍ରଥମେ ତାଙ୍କର ମୃ-ତ ଦେହକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଶରୀରରେ ଥିବା ସମସ୍ତ ଜିନିଷକୁ ଖୋଲି ଦିଅନ୍ତି । ଏହା ପଛରେ ମାନ୍ୟତା ଅଛି କି ଏହିଭଳି କରିବା ଦ୍ଵାରା ତାର ଆ-ତ୍ମାକୁ ଶାନ୍ତି ମିଳିଥାଏ ।

କୁହାଯାଏ କି ଶରୀରରେ ଯଦି କୌଣସି ଜିନିଷ ରହିଯାଏ ତେବେ ତାର ଆ-ତ୍ମାକୁ ମୁ-କ୍ତି ମିଳେ ନାହିଁ । କିନ୍ନରର ଶ-ବକୁ ଜୋତା ଓ ଚପ୍ପଳରେ ମ-ରା-ଯା-ଏ । ଏହିଭଳି କରିବା ଦ୍ଵାରା ସେହି ଜନ୍ମର ସମସ୍ତ ପା-ପର ପ୍ରାୟଶ୍ଚିତ ହୋଇଥାଏ ବୋଲି କୁହାଯାଏ । ସବୁଠୁ ବଡ କଥା ହେଉଛି କିନ୍ନରମାନଙ୍କ ଅ-ନ୍ତି-ମ ସଂସାରକୁ ବହୁତ ଲୁଚାଇ କରାଯାଏ । ଯେମିତି କି ତାଙ୍କର ଅ-ନ୍ତି-ମ ସଂସ୍କାର ବିଷୟରେ କେହି ବି ଜାଣି ପାରିବେ ନାହିଁ ଓ ଦେଖି ପାରିବେ ନାହିଁ ।

କୁହାଯାଏ କି କିନ୍ନରଙ୍କ ଅ-ନ୍ତି-ମ ଯାତ୍ରାକୁ କେହି ଦର୍ଶନ କରେ ତେବେ ସେହି ବ୍ୟକ୍ତି ନିଜର ପର ଜନ୍ମରେ କିନ୍ନର ହୋଇ ଜନ୍ମ ନେଇ ଥାଏ । ସେଥିପାଇଁ କିନ୍ନରର ଶେଷ ଯାତ୍ରା ଦିନରେ କରାଯାଏ ନାହିଁ କେବଳ ରାତିରେ ହିଁ ହୋଇଥାଏ । ଭାରତର ପ୍ରାୟତଃ ସବୁ କିନ୍ନର ହିନ୍ଦୁ ଧର୍ମ ଉପରେ ବିଶ୍ଵାସ ରଖନ୍ତି । ହିନ୍ଦୁ ଧର୍ମ ଅନୁସାରେ ମୃ-ତ ଶରୀରକୁ ନିଆଁ ଦିଆଯାଏ । କିନ୍ତୁ କିନ୍ନରଙ୍କ ମୃ-ତ ଦେହକୁ ପୋଡାଯାଏ ନାହିଁ ଅଥବା କିନ୍ନରଙ୍କ ମୃ-ତ ଶରୀରକୁ ମାଟି ତଳେ ପୋତି ଦିଆ ଯାଏ ।

ବର୍ଷ ବର୍ଷ ଧରି ଏହି ନିୟମ ଚାଲି ଆସୁଛି । ଜଣେ ସାଧାରଣ ମଣିଷର ମୃ-ତ୍ୟୁ ହେବା ମାତ୍ରେ ହିଁ ସମସ୍ତେ ଦୁଃଖରେ କାନ୍ଦିଥାନ୍ତି । କିନ୍ତୁ କିନ୍ନରଙ୍କ କ୍ଷେତ୍ରରେ ଏହାର ଓଲଟା ହୋଇଥାଏ । ସେମାନେ କାନ୍ଦିବା ବଦଳରେ ଖୁସି ହୋଇଥାନ୍ତି । କାରଣ ନ-ର୍କ ଭଳି ଜୀବନରୁ କିନ୍ନରଙ୍କୁ ମୁ-କ୍ତି ମିଳିଥାଏ । ପରବର୍ତ୍ତୀ ଜନ୍ମରେ ସେ କିନ୍ନର ଜନ୍ମ ନ ପାଉ ସେଥିପାଇଁ ସମସ୍ତେ ମିଶି ଆରଧ୍ୟା ଦେବତାଙ୍କୁ ପ୍ରାର୍ଥନା କରନ୍ତି ।

Leave a Reply

Your email address will not be published. Required fields are marked *