ପୁଣି ଭାଇରାଲ ହେଲା ପ୍ରକୃତି ମିଶ୍ର ଙ୍କ ଆଉ ଏକ ଭିଡିଓ । ଯେଉଁଥିରେ ପୁଣି ପ୍ରକୃତି ମିଶ୍ର ଙ୍କ ସଂସ୍କାର କୁ ନେଇ ପ୍ରଶ୍ନ ଉଠିଛି । ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ର ନିଜ ଝିଅର ସଂସ୍କାର କୁ ନେଇ ଭାଷଣ ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ପ୍ରକୁର୍ତି ମିଶ୍ର ଗୋଟେ ମଦ ବୋତଲ ଧରିଛନ୍ତି ଯାହାକୁ ସେ ପ୍ରମୋଶନ କରିବାର ନଜର ଆସୁଛନ୍ତି । ଏମିତିକି କେମିତି ମଦ ସେବନ କରିଥାନ୍ତି ତାହା ମଧ୍ୟ ପ୍ରକୃତି ଶିଖାଉଛନ୍ତି ଏହି ଭିଡିଓ ରେ । ତେବେ ଏହି ଭିଡିଓ ଟି ବହୁତ ପୁରୁଣା ଅଟେ ।
କିନ୍ତୁ ବାବୁସାନ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ କୁ ନେଇ ଯେଉଁ ବିବାଦ ଲାଗି ରହିଛି ଏହାରି ମଧ୍ୟରେ ପ୍ରକୃତି ଙ୍କ ଅସଲ ଚେହେରା କଣ ତାହା ଧୀରେ ଧୀରେ ଲୋକ ମାନଙ୍କ ସାମ୍ନା କୁ ଆସିବାରେ ଲାଗିଛି । ଏହି ଭିଡିଓ ରେ ପ୍ରକୃତି ମିଶ୍ର ମଦ ର ପ୍ରମୋସନ କରୁଛନ୍ତି । ଆଉ ବହୁତ ଖୁସି ମିଞ୍ଜାଜ ର ଥିବାର ମଧ୍ୟ ନଜର ଆସୁଛନ୍ତି ।
ଏହି ମଦ ର ପ୍ରମୋଶନ ବେଳର ଭିଡିଓ ବର୍ତ୍ତମାନ ନିଆଁ ଭାଇ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତି ମିଶ୍ର ନିଜ ମତ ଦେଇ କହିଥିଲେ କି ସେ ଲୋକ ମାନଙ୍କ କଥା ଶୁଣନ୍ତି ନାହି ତାଙ୍କ ମନରେ ଯାହା ଆସେ ତାହା ସେ କରନ୍ତି । ଯଦି ଲୋକ ମାନେ ମଦ ପିଉଛନ୍ତି ତେବେ ମଦ ର ପ୍ରମୋଶନ କରିବାକୁ ସେ କାହିଁକି ଭୟ କରିବେ ବୋଲି ଏଭଳି କିଛି ଶବ୍ଦ ର ପ୍ରୟୋଗ କରିଥିଲେ ।
ତେବେ ଏହି ଭିଡିଓ ରେ ପ୍ରକୃତି ମିଶ୍ର ଖାଲି ମଦ ପିଇବା କେମିତି ଶିଖାଉ ନାହାନ୍ତି ବରଂ ନିଜେ ମଧ୍ୟ ମଦ ପିଉଛନ୍ତି ଯାହା ଭାଇରାଲ ହେବା ପରେ ଲୋକ ମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ୟୁଜର୍ସ ମତ ଦେଇଛନ୍ତି ପ୍ରକୃତି ଙ୍କ ବାପା ମନ୍ମଥ ମିଶ୍ର ତାଙ୍କୁ ଏମିତି ସଂସ୍କାର ଦେଇଛନ୍ତି ଯାହା ପଦ୍ମ ଫୁଲ ଭଳି ଦିନକୁ ଦିନ ଫୁଟିବାରେ ଲାଗିଛି । ଯାହାକୁ ନେଇ ବିବାଦ ଘେର ରେ ପ୍ରକୃତି ମିଶ୍ର ଛନ୍ଦି ହେବାରେ ଲାଗିଛନ୍ତି ।
ଆଗାମୀ ସମୟରେ ତାଙ୍କର ଏଭଳି ଭିଡିଓ କୁ ନେଇ ବିବାଦ ଅଧିକ ହୋଇପାରେ କହିଲେ କିଛି ଭୁଲ ହେବ ନାହି । ସତରେ ପ୍ରକୃତି ମିଶ୍ର ଙ୍କର ଏଭଳି ସଂସ୍କାର ଯାହା ବିଷୟରେ ତାଙ୍କ ବାପା ମନ୍ମଥ ମିଶ୍ର ଆଉ ମା କ୍ରୀଷ୍ଣା ମିଶ୍ର ଦାବି କରୁଥିଲେ ତାହା କେତେ ଭଲ ଏହି ଭିଡିଓ ରେ ବାରି ହୋଇ ପଡୁଛି ।
ୟୁଜର୍ସ ମାନେ ତାଙ୍କର ଏଭଳି ଭିଡିଓ କୁ ଦେଖି ନିନ୍ଦନୀୟ ବୋଲି କହିବା ସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି । ବାସ୍ତବରେ ପ୍ରକୃତି ମିଶ୍ର ଆମ ଓଡିଆ ଘରର ଝିଅ ହୋଇ ତାଙ୍କ ପାଖରେ ଟିକେ ହେଲେ ବି ଓଡିଆ ଘରର ପରମ୍ପରା ଓ ସଂସ୍କୃତି ନାହି । ବନ୍ଧୁଗଣ ଆପଣ ମାନଙ୍କର ପ୍ରକୃତି ମିଶ୍ର ଙ୍କ ସଂସ୍କୃତି ଓ ଏହି ଭିଡିଓ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।