Breaking News: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଏହି 8 ଜିଲ୍ଲା ହେଇପାରେ Unlock, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଅଛି କି ?

ଓଡିଶାରେ କାରୋନାରେ ଦ୍ଵିତୀୟ ଲହର ପ୍ରଭାବ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ କମ ଅଛି । ତଥାପି କେତେକ ଅଞ୍ଚଳରେ ଏହାର ସ୍ଥିତି ଗଭୀର ରୂପ ଧାରଣ କରିଛି । ଏହାର ମୁଖ୍ୟ କାରଣ ହେଉଛି ସେହି ସମସ୍ତ ଅଞ୍ଚଳରେ ସମସ୍ତ ପ୍ରକାରର ସୁବିଧା ନାହିଁ । ଦ୍ଵିତୀୟ ଲହର ଆରମ୍ଭ ହେବାର କିଛି ଦିନ ପରେ ହିଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଅଞ୍ଚଳରେ ସପ୍ତାହର ୫ ଦିନ ଲକଡାଉନ ଓ

୨ ଦିନ ସଟଦାଉନ ଘୋଷଣା କରି ଦେଇଥିଲେ ଓ ଏହି ସମୟରେ କିଛି ସମୟ ପାଇଁ ହିଁ ଅଳ୍ପ କିଛି ଦୋକାନ ବଜାର ଖୋଲା ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏକ ବଡ ଖୁସି ଖବର ଆସୁଛି । କୁହାଯାଉଛି କି ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ଲକଡାଉନ ହଟାଇ ଦିଆଯାଇ ପାରେ ନଚେତ ଲକଡାଉନର ନିୟମକୁ କୋହଳ କରାଯାଇ ପାରେ । କହିବାକୁ ଗଲେ ଓଡିଶାର ୧୨ ଟି ଜିଲ୍ଲା ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା,

ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ କନ୍ଧମାଳ ଅଞ୍ଚଳରେ କ-ରୋ-ନାରେ ସଂକ୍ରମିତ ହେଉଥିବା ପଜିଟିବଙ୍କ ସଂଖ୍ୟା ୫ ପ୍ରତିଶତରୁ ବି କମ ଅଛି । ଏମିତିରେ ସରକାର ବିଚାର କରୁଛନ୍ତି କି ଏହି ୧୨ ଟି ଜିଲ୍ଲାରେ ଲକଡାଉନକୁ ସମାପ୍ତ କରି ଅନଲକ ଆରମ୍ଭ କରି ପାରନ୍ତି । ଯଦି ଝାରସୁଗୁଡା ବିଷୟରେ କହିବା ତେବେ ଆଜି ଝାରସୁଗୁଡାରେ ସଂକ୍ରମଣ ସଂଖ୍ୟା ୫୦ ତଳକୁ ଅଛି ।

କହିବାକୁ ଗଲେ ଗୋଟିଏ ସମୟରେ ଏଠି ସଂକ୍ରମଣ ସଂଖ୍ୟା ୪୦୦ ଉପରେ ରହୁଥିଲା । କିନ୍ତୁ ବର୍ତ୍ତମାନ ଏଠିକାର ସ୍ଥିତି ନିୟନ୍ତ୍ରଣରେ ରହିଛି । କହିଦେଉଛୁ କି ଏହି ୧୨ ଟି ଜିଲ୍ଲାରେ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ଲକଡାଉନ ନିୟମକୁ କୋହଳ କରାଯାଇ ପାରେ ନଚେତ ୭ ତା ରୁ ୧ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିପାରେ । ଯାହାକି ପ୍ରତ୍ୟକ ବ୍ୟକ୍ତି ପାଇଁ ଏକ ବଡ ଖୁସି ଖବର ଅଟେ । ଗତ କାଲି ରାଜ୍ୟସରକାର ସଂକ୍ରମଣକୁ ନେଇ ବିଚାର ବିମର୍ଶ କରିବା ପରେ ଲାଗୁଛି କି ଯେଉଁ ସମସ୍ତ ସ୍ଥାନରେ ସଂକ୍ରମଣ ହାର ୫ ପ୍ରତିଶତରୁ ବି କମ ଅଛି ସେହି ସବୁ ଜିଲ୍ଲା ଗୁଡିକରେ ଲକଡାଉନ ଖୋଳିପାରେ ।

କହିଦେଉଛୁ କି ସଂକ୍ରମଣର ହାର କମ ହେବା ସହିତ ଆକ୍ଟିଭ ସଂଖ୍ୟା ବି କମ ହେଉଛି । ସେଥିପାଇଁ ଏହି ୧୨ ଟି ଜିଲ୍ଲାରେ ଲକଡାଉନକୁ ହଟାଇ ଦିଆଯାଇ ପାରେ । ଗ୍ରୀନ ଜୋନରୁ ଲକଡାଉନ ହଟିପାରେ ବୋଲି ସରକାର ବହୁତ ଜଲ୍ଦି ଘୋଷଣା କରି ପାରନ୍ତି । ଏହାକୁ ନେଇ ସରକାର ବର୍ତ୍ତମାନ ବିଚାର ବିମର୍ଶ କରୁଛନ୍ତି । ଗତ ମେ ମାସରୁ ଲକଡାଉନ ଆରମ୍ଭ ହୋଇଥିଲା ।

ଏମିତିରେ ଉଠା ଦୋକାନୀ ଓ ଅନ୍ୟ କିଛି ଦୋକାନୀମାନଙ୍କୁ ଏହା ଦ୍ଵାରା ବହୁତ ଅସୁବିଧା ହେଉଥିଲା । କେବଳ ଏମାନେ ନୁହନ୍ତି ଯାନବାହାନ ସହ ଜଡିତ ବ୍ୟକ୍ତି, ଅଫିସରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ବହୁତ ଅସୁବିଧା ହେଉଥିଲା । ଏମିତିରେ ଓଡିଶାର କେତେକ ଜିଲ୍ଲାରେ ଲକଡାଉନ ଯଦି ହଟି ଯିବ ତେବେ ସମସ୍ତେ ପୁଣି ଥରେ ନିଜର ସାଧାରଣ ଜୀବନକୁ ଫେରି ପାରିବେ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *