ବଡ ଖବର, ଦେଖନ୍ତୁ Ollywood ସିଙ୍ଗର Shakti Mishra ଏବେ କେମିତି ଅଛନ୍ତି

ବର୍ତ୍ତମାନ ଇଣ୍ଟର୍ନେଟର ଯୁଗ । ଇଣ୍ଟର୍ନେଟରେ ଆପଣ ସବୁକିଛି ଜାଣି ପାରିବେ, ଶିଖି ପାରିବେ ଓ ଦେଖି ପାରିବେ । ଏହି କ୍ରମରେ ପ୍ରାୟତଃ ଲୋକମାନେ ନିଜର ପସନ୍ଦିତା ଷ୍ଟାରଙ୍କ ବିଷୟରେ ବି ଜାଣିବାକୁ ଚେଷ୍ଟା କରୁଛନ୍ତି । ଯାହାକି ବର୍ତ୍ତମାନର ସୋ-ସି-ଆ-ଲ ମି-ଡି-ଆ ଯୋଗୁ ଆହୁରି ସହଜ ହୋଇ ଯାଉଛି ।

ଷ୍ଟାରମାନେ କେଉଁ ଫିଲ୍ମ କରୁଛନ୍ତି, ତାଙ୍କର ପରିବାର, ଇତ୍ୟାଦି ବିଷୟରେ ଅତି ସହଜରେ ସୋ-ସି-ଆ-ଲ ମି-ଡି-ଆରୁ ଜଣା ପଡି ଯାଉଛି । ଆଜି ଆମେ ଆପଣଙ୍କ ସାମ୍ନାରେ ଓଡିଶାର ସବୁଠୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ବିଷୟରେ କହିବାକୁ ଯାଉଛୁ । ଶୁଣିବାକୁ ମିଳୁଛି କି ବର୍ତ୍ତମାନ ସେ ହସ୍ପିଟାଲରେ ବହୁତ ଗୁରୁତ୍ଵର ଅବସ୍ଥାରେ ଅଛନ୍ତି । ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ଶକ୍ତି ମିଶ୍ରଙ୍କୁ ଚିହ୍ନିଥିବେ । ୯୦ ଦଶକରେ ତାଙ୍କର ଗୀତ ସମସ୍ତଙ୍କ ମୁହଁରେ ଥିଲା ।

୯୦ ଦଶକରେ ଓଡିଆ ଇଣ୍ଡଷ୍ଟ୍ରିରେ ତାଙ୍କର ଜାଦୁ ଚାଲୁଥିଲା ଅର୍ଥାତ ସମସ୍ତେ ତାଙ୍କର ଗୀତକୁ ବହୁତ ଅଧିକ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ବହୁତ କମ ଗୀତ ରିଲିଜ ହେଉଛି । କିନ୍ତୁ ତଥାପି ଆଜି ବି କିଛି ଲୋକମାନେ ତାଙ୍କର ପୁରୁଣା ଗୀତକୁ ଶୁଣିବା ପାଇଁ ବହୁତ ଭଲ ପାଆନ୍ତି । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଟିଭି ଓ ରେଡିଓରେ କେବଳ ତାଙ୍କର ହିଁ ଗୀତ ଆସୁଥିଲା । ୯୦ ଦଶକରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ ଶକ୍ତି ମିଶ୍ର ।

ସେହି ସମୟରେ ସେ ନିଜର ଗୀତ ମାଧ୍ୟମରେ ସମସ୍ତଙ୍କର ମନ ଛୁଇଁ ଥିଲେ । ସେ ନିଜ ସମୟରେ ବହୁତ ହିଟ ହିଟ ଗୀତ ଓଡିଆ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି । ସେ ଫିଲ୍ମରେ ଗୀତ ଗାଇବା ସହ, ଆଲବମ ଓ ଭଜନ ମଧ୍ୟ ଗାଇଛନ୍ତି । ସବୁ ଗୀତରେ ତାଙ୍କର ସୁମଧୁର ସ୍ଵର ଶୁଣିବାକୁ ମିଳୁଥିଲା । କିଣୁ ବର୍ତ୍ତମାନ ଖବର ଆସୁଛି ଗତ ୪ ଦିନ ତଳେ ଶକ୍ତି ମିଶ୍ରଙ୍କୁ ଭୁବନେଶ୍ଵରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ଲିଭର ସମସ୍ୟା କାରଣରୁ ତାଙ୍କୁ ଭୁବନେଶ୍ଵରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ସେ ବହୁତ ଗୁରୁତ୍ଵର ଅବସ୍ଥାରେ ଥିଲେ ଓ ବର୍ତ୍ତମାନ ସେ ଆଇସିଇଉରେ ଅଛନ୍ତି । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ବି ପ୍ରକାରର ଉନ୍ନତି ଆସି ନାହିଁ । ଅଥବା ସେ ଆହୁରି ଅସୁସ୍ଥ ହୋଇ ଯାଉଛନ୍ତି । ତାଙ୍କର ଅବସ୍ଥା ସଙ୍କଟାପଣ ଅଛି । ତାଙ୍କର ସ୍ଥିତି ଆହୁରି ଖରାପ ହୋଇଯାଇଛି । ଗୋଟିଏ ସମୟ ଥିଲା ଯେତେବେଳ ଏ ସମିତା ଓ ଆଗୋ ସମିତା ଗୀତ ଗାଈ ଶକ୍ତି ମିଶ୍ର ପ୍ରତ୍ୟକ ଓଡିଆ ବାସୀଙ୍କ ହୃଦୟ ଜିତି ଥିଲେ ।

ଏହି ଗୀତ ଟି ଏତେ ହିଟ ହୋଇଥିଲା କି ଶକ୍ତି ମିଶ୍ରଙ୍କୁ ଏହି ଗୀତା ଦ୍ଵାରା ଏକ ନୂତନ ପରିଚୟ ମିଳିଥିଲା । କେବଳ ଫିଲ୍ମରେ ଗୀତା ଗାଇ ନାହାନ୍ତି । ଏହା ଛଡା ସେ ବହୁତ ସ୍ଟେଜ ଶୋ ବି କରିଛନ୍ତି । ୯୦ ଦଶକରେ ଶକ୍ତି ମିଶ୍ର ନିଜର ଗୀତ ଦ୍ଵାରା ଓଲିଉଡ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ । କିନ୍ତୁ ଯେତେବେଳେ ତାଙ୍କର ଅସୁସ୍ଥ ହେବାର ଖବର ଯେତେବେଳ ମିଡିଆ ସାମ୍ନାକୁ ଆସିଲା ତେବେ ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି ।

Leave a Reply

Your email address will not be published. Required fields are marked *