ବାହାଘର ପରେ ଗୁଡୁଙ୍କ ଜୀବନରେ ଆସିଲା ସବୁଠୁ ବଡ ଖୁସି ଖବର, ଦେଖନ୍ତୁ Video କଣ କହୁଛନ୍ତି ଗୁଡୁ

ହାସ୍ୟ କଳାକାର ଗୁଡୁଙ୍କୁ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଯିଏକି ନିଜର କମେଡି ଦ୍ଵାରା ଲୋକମାନଙ୍କୁ ବହୁତ ହସାନ୍ତି ଓ ମନୋରଞ୍ଜନ ବି କରାନ୍ତି । ସେ ବହୁତ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କର ଅଭିନୟ ବି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତାଙ୍କର କମେଡି ଟାଇମିଙ୍ଗ, ଡାଇଲଗ ଓ ତାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । କହିଦେଉଛୁ କି କିଛି ଦିନ ତଳେ ହାସ୍ୟ କଳାକାର ଗୁଡୁ ବିବାହ କରିଛନ୍ତି । ବିବାହକୁ ନେଇ ସେ ବହୁତ ଚର୍ଚିତ ବି ଥିଲେ ।

ବିବାହ ସମୟର ସମସ୍ତ ମୁହୂର୍ତକୁ ସେ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଶେୟାର କରୁଥିଲେ । ଯାହାକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ ବି କରାଯାଉଥିଲା । ତାଙ୍କର ନିର୍ବନ୍ଧ, ବାହାଘର ଓ ରିସେପସନ ପାର୍ଟିର ସବୁ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଘୁରି ବୁଲୁଛି ।

କହିଦେଉଛୁ କି ବିବାହକୁ କିଛି ଦିନ ହୋଇଛି କି ନାହିଁ ହାସ୍ୟ କଳାକାର ଗୁଡୁ ଏକ ଖୁସି ଖବର ଦେଇଛନ୍ତି । କହିବାକୁ ଗଲେ ଗୁଡୁ ଓ ବଲୀଉଡ ଫିଲ୍ମ ଏବଂ କିଛି ଶୋରେ କମେଡି ରୋଲ କରୁଥିବା କ୍ରୀଷ୍ଣାଙ୍କ ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋ ଗୁଡୁଙ୍କ ଆସନ୍ତା ଫିଲ୍ମର ଶୁ-ଟି-ଙ୍ଗ ସେଟ ଅଟେ । ଯେଉଁଥିରେ କି ସେ ବଲୀଉଡ ଅଭିନେତା କ୍ରୀଷ୍ଣାଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ଅଭିନେତା କ୍ରୀଷ୍ଣାଙ୍କୁ ଆପଣ ସମସ୍ତ ଭଲ ଭାବରେ ଜାଣିଛନ୍ତି ।

ଯିଏକି ଦ କପିଲ ଶର୍ମା ଶୋରେ କପିଲ ଓ ଅନ୍ୟ କଳାକାରଙ୍କ ସହ କମେଡି ରୋଲରେ ନଜର ଆସନ୍ତି । ଏହା ଛଡା ଅଭିନେତା ରୂପରେ ସେ ବଲୀଉଡର ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି ବଲୀଉଡର କମେଡିୟାନ ଓ ଓଲିଉଡର କମେଡିୟାନ ଗୋଟିଏ ଫିଲ୍ମ ପାଇଁ ଏକତ୍ରିତ ହୋଇଛନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଦୁଇ ଜଣ ଏକତ୍ରିତ ଗୋଟିଏ ଫିଲ୍ମରେ ନଜର ଆସିବେ । ଯାହାକି ଗୁଡୁ ଓ ସମସ୍ତ ଓଡିଆ ଦର୍ଶକମାନଙ୍କ ପାଇଁ ଖୁସିର ଖବର ଅଟେ ।

ଏହା ସହିତ ଓଡିଆ ଫିଲ୍ମର କମେଡିୟାନ ରୂପରେ ଗୁଡୁଙ୍କ ପାଇଁ ଏହା ବହୁତ ବଡ ଖୁସିର ବିଷୟ ଅଟେ । କହିଦେଉଛୁ କି ଏହି ଫିଲ୍ମର ଶୁ-ଟି-ଙ୍ଗ ବି ଆରମ୍ଭ ହୋଇ ଯାଇଛି । ଗୁଡୁ ନିଜର ଏହି ଖୁସି ପାଇଁ ସେ ନିଜର ସ୍ତ୍ରୀକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ତାଙ୍କର ଧର୍ମପତ୍ନୀ ତାଙ୍କ ପାଇଁ ବହୁତ ଲକି ।

ସେ ତାଙ୍କୁ ପାଇବା ପରେ ଜୀବନର ସମସ୍ତ ଖୁସି ପାଇଛନ୍ତି ଓ ଏତେ ବଡ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ ସୁଯୋଗ ବି ମିଳିଛି । କହିଦେଉଛୁ କି ବିବାହ ପରେ ଗୁଡୁ ଓ ତାଙ୍କର ପତ୍ନୀ ପ୍ରିୟଙ୍କା ବହୁତ ଖୁସିରେ ଅଛନ୍ତି । ଅନ୍ୟ ପଟେ ଗୁଡୁଙ୍କ ପତ୍ନୀ ପ୍ରିୟଙ୍କା ବି ଗୁଡୁଙ୍କୁ ବହୁତ ସାହାସ ଦେଉଛନ୍ତି ଓ ଆଗକୁ ବଢିବା ପାଇଁ ତାଙ୍କୁ ପ୍ରେରଣା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *