ଏହି ଭିଡିଓ ରେ ଜଳ ଜଳ ହୋଇ ଦେଖା ଯାଉଛି ସଂସ୍କାରି ଝିଅ Prakruti Mishraଙ୍କ ଅସଲି ସଂସ୍କାର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସଂସ୍କାରୀ ଝିଅଙ୍କର ହାଫ ଡ୍ରେସ ରେ ସଂସ୍କାର । ନାଇଟ କ୍ଲବ ରେ ଜାକଜକା ହୋଇ ଦେଖା ଯାଉଛି ପ୍ରକୃତି ମିଶ୍ର ଙ୍କ ସଂସ୍କାର । ସଂସ୍କାର କେମିତି ଏବେ ତାଙ୍କ ଠାରୁ ଶିଖିବାକୁ ପଡିବ । ଗତ କାଲି ପ୍ରକୃତି ମିଶ୍ରଙ୍କର ମଦ ପିଇବାର ଏକ ଭିଡିଓ ସୋସିଆଲ ଭାଇରାଲ ହୋଇଥିଲା । କିନ୍ତୁ ଆଜି ଅଧା ଖଣ୍ଡିଆ ଋଲ୍ସ କରି ଭିଡିଓ ଓ ଫୋଟୋ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକ ମାନେ ତାଙ୍କର ସଂସ୍କାର କୁ ନେଇ ଅନେକ ପ୍ରକାରର କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଲୋକ କହୁଛନ୍ତି ଇ ପ୍ରକୃତି ଙ୍କ ପାଖରେ ବହୁତ ପଇସା ରହିଛି ।

ସେ ତାଙ୍କ ମାସକର ରୋଜଗାରରେ ନିଜ ଭଳି ୪ ଜଣଙ୍କୁ ପୋଷୀ ପାରିବେ । ହେଲେ ନିଜ ଡ୍ରେସ ସିଲାଇବାକୁ ଭୁଲିଗଲେ । ଏତେ ଟଙ୍କା ରୋଜଗାର କରି ଏମିତି ଚିରା ଫଟା ଡ୍ରେସ କଣ ପିନ୍ଧିବା କଥା ବୋଲି ଲୋକ ମାନେ ପ୍ରଶ୍ନ କରିଛନ୍ତି । ଶାଳୀନତା, ସଂସ୍କାର, କଥାବାର୍ତ୍ତା ଓ ପୋଷାକ ପରିଧାନ ରୁ ଜଣା ପଡିଥାଏ ଗୋଟେ ବ୍ୟକ୍ତି ର ସ୍ଵଭାବ କେମିତି ହୋଇଥାଏ ।

ହେଲେ ପ୍ରକୃତିଙ୍କ ପାଖରେ ଏ ସ୍ବାଉ କିଛି ନାହି ଓଳି ଲୋକେ କମେଣ୍ଟ କରୁଛନ୍ତି । ସେ ଜଣେ ସଂସ୍କାରୀ ଘରର ଝିଅ । ସେ ନିଜେ ସଂସ୍କାରୀ ବାରମ୍ବାର କହୁଥିବା ବେଳେ ତାଙ୍କ ବାପା ତଥା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର କହିଛନ୍ତି କି ପ୍ରକୃତି ମିଶ୍ର ବହୁତ ସଂସ୍କାରୀ ବୋଲି ।

ତେବେ ଏହି ହିଡିଓ ରେ ଯାହା ଦୃଶ୍ୟ ତାହା କହି ଦଉଛି ସେ କେତେ ସଂସ୍କାରୀ । ଏଭଳି ଖବର ସେହି ସମୟରେ ସାମନା କୁ ଆସିଛି ଯେବେ ଓଲିଉଡ ହିତୋ ବାବୁସାନ ଓ ପ୍ରକୃତି ଙ୍କ ପ୍ରେମ ସମ୍ପର୍କର ବଡ ଖୁଲାସା ହୋଇଛି । ପ୍ରକୃତି ମିଶ୍ର ତାଙ୍କର ଭଲପଣ କୁ ନେଇ ନିଜର ସଫେଇ ମଧ୍ୟ ଦେଇଥିଲେ । ଏହା ସହ ଏହି ଭିଡିଓ ରେ ପ୍ରକୃତି ଙ୍କ ପାଖରେ କେତେ ଟଙ୍କା ରହିଛି ଓ କେତେ ସଂସ୍କାରୀ ତାହା ଜଣା ପଡୁଛି ।

ନାଇଟ ପାର୍ଟି ରେ ତାଙ୍କର ସଂସ୍କାର ପୁରା ବଋ ହୋଇ ପଡୁଛି ବୋଲି ଏବେ ସୋସିଆଲ ମିଡିଆରେ ଏହା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ହେଉଛି ଏକ ନାମିଦାମି ହୋଟେଲ ର ଯେଉଁ ଠାରେ ଚାଲିଛି ନାଇଟ ପାର୍ଟି । ଆଉ ସେଠାରେ ପ୍ରକୃତି ମିଶ୍ର ଆଲକୋହଲ କେଉଁ ଢଙ୍ଗ ରେ ସେବନ କରୁଛନ୍ତି ତାହା ମଧ୍ୟ ଏହି ଭିଡିଓରେ ନଜର ଆସୁଛି ।

ତାଙ୍କୁ ଜଣେ ଯୁବକ ଆଲକୋହଲ ପିଆଇ ଦେଉଛି ଆଉ ସେ ମଧ୍ୟ ଆରାମରେ ପିଉଛନ୍ତି । ପିଇବା ପରେ ନାଚ ମଧ୍ୟ କରୁଛନ୍ତି ସଂସ୍କାରୀ ଝିଅ ପ୍ରକୃତି । ଲୋକେ କହୁଛନ୍ତି ଯିଏ ନିଜର ସଂସ୍କାରୀକୁ ନେଇ ଗର୍ବ କରୁଥିଲା ତାହା ଏହି ଭୁଡିଓ ରୁ ଜଣା ପଡୁଛି । ବନ୍ଧୁଗଣ ଆପଣ ମାନଙ୍କର ପ୍ରକୃତି ମିଶ୍ର ଙ୍କ ଏଭଳି ସଂସ୍କାର ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *