Interesting GK Questions- ପୁଅ ଝିଅକୁ ତାହାର ନାଁ ପଚାରିଲା, ଝିଅ ଜବାବ ଦେଲେ କି 311211… କୁହନ୍ତୁ ତ ଝିଅର ନାଁ କଣ ?

ଆପଣ ଆପଣଙ୍କ ଜୀବନରେ ବହୁତ ପରୀକ୍ଷା ଦେଇଥିବେ ଓ ସମସ୍ତ ପରୀକ୍ଷାରେ ଆପଣ ବହୁତ ପ୍ରଶ୍ନର ସାମ୍ନା କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ପ୍ରତିଯୋଗୀ ପରୀକ୍ଷାରେ ଆସୁଥିବା ପ୍ରଶ୍ନ ନେଇ ଆସିଛୁ । ଯାହାର ଉତ୍ତର ବହୁତ ସହଜ ଅଟେ । ଏହି ସମସ୍ତ ପ୍ରଶ୍ନ ବିଷୟରେ ଜାଣିବା ଦ୍ଵାରା ଆପଣଙ୍କୁ ପ୍ରତିଯୋଗୀ ପରୀକ୍ଷା ପାସ କରିବାକୁ ସୁବିଧା ହେବ ।

ବନ୍ଧୁଗଣ ମନୁଷ୍ୟ ଜୀବନରେ କେତେକ ସାଧାରଣ ଜିକେ ସମ୍ବନ୍ଧିତ ବିଷୟ ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ଆମେ ଯଦି ସେ ଗୁଡିକ ଜାଣିଥାଉ ଅଥବା ମନେ ରଖିଥାଉ ତେବେ ଆମକୁ କାହା ସାମ୍ନାରେ ଲଜ୍ଜିତ ହେବାକୁ ପଡିନଥାଏ । ଆମେ ଅତି ସହଜରେ ସେହି ସବୁ ଜିକେ ସମ୍ବନ୍ଧିତ ପ୍ରଶ୍ନ ଗୁଡିକର ଉତ୍ତର ଦେଇଥାଉ । ଏହା ଫଳରେ ଅନ୍ୟ ଜଣଙ୍କ ସମ୍ମୁଖରେ ଆମେ ଜ୍ଞାନୀ ବୋଲି ପ୍ରଶଂସା ପାଇଥାଉ । ବନ୍ଧୁଗଣ ଆସନ୍ତୁ ଏବେ ସେହି ଜିକେ ସମ୍ବନ୍ଧୀୟ ପ୍ରଶ୍ନ ଗୁଡିକ ବିଷୟରେ ଜାଣିବା ।

ପ୍ରଶ୍ନ – ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର – କୁଶିନଗର

ପ୍ରଶ୍ନ – ଭବିଷ୍ୟତର ଇନ୍ଧନ କାହାକୁ କୁହନ୍ତି ?

ଉତ୍ତର – ହାଇଡ୍ରୋଜେନ

ପ୍ରଶ୍ନ – ଭାରତର କୋହିନୁର କେଉଁ ରାଜ୍ୟକୁ କୁହନ୍ତି ?

ଉତ୍ତର – ଆନ୍ଧ୍ର ପ୍ରଦେଶ

ପ୍ରଶ୍ନ – କେଉଁ ଗ୍ରହର ସର୍ବାଧିକ ଉପଗ୍ରହ ଅଛି ?

ଉତ୍ତର – ଶନି ଗ୍ରହ

ପ୍ରଶ୍ନ – ଏସିଆର ସବୁଠୁ ବଡ ସୁଡଙ୍ଗ କେଉଁ ସ୍ଥାନରେ ଅଛି ?

ଉତ୍ତର – ଜାପାନ

ପ୍ରଶ୍ନ – ପ୍ୟାନ କାର୍ଡକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ସ୍ଥାୟୀ ଖାତା ସଂଖ୍ୟା

ପ୍ରଶ୍ନ – ସବୁଠୁ ଅଧିକ ଜଙ୍ଗଲ ବାଲା ରାଜ୍ୟର ନାଁ କଣ ?

ଉତ୍ତର – ମଧ୍ୟ ପ୍ରଦେଶ

ପ୍ରଶ୍ନ – ଅନ୍ତରିକ୍ଷରେ ପହଞ୍ଚିଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର – ରାକେଶ ଶର୍ମା

ପ୍ରଶ୍ନ – ଇଣ୍ଡିଆ ଗେଟର ନିର୍ମାଣ କେବେ ହୋଇଥିଲା ?

ଉତ୍ତର – ୧୯୩୧

ପ୍ରଶ୍ନ – ଭାରତ ଛାଡ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?

ଉତ୍ତର – ମହାତ୍ମା ଗାନ୍ଧୀ

ପ୍ରଶ୍ନ – ସାଂସଦର ପ୍ରଥମ ସଦନର ନାଁ କଣ ଥିଲା ?

ଉତ୍ତର – ଲୋକସଭା

ପ୍ରଶ୍ନ – କ୍ୟାଲେଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ବିକ୍ରମାଦିତ୍ୟ

ପ୍ରଶ୍ନ – ତମ୍ବାଖୁର ଉତ୍ପାଦନ ସବୁଠୁ ଅଧିକ କେଉଁ ଦେଶରେ ହୋଇଥାଏ ?

ଉତ୍ତର – ଚୀନ

ପ୍ରଶ୍ନ – ଇଭିନିଙ୍ଗ ଷ୍ଟାର କେଉଁ ଗ୍ରହକୁ କୁହାଯାଏ ?

ଉତ୍ତର – ଶୁକ୍ର ଗ୍ରହ

ପ୍ରଶ୍ନ – ନଦୀ ତଟର ସହର କାହାକୁ କୁହନ୍ତି ?

ଉତ୍ତର – ବାରାଣସୀ

ପ୍ରଶ୍ନ – ବିଶ୍ଵର ପ୍ରଥମ କ୍ୟାସଲେସ ଦେଶ କିଏ ?

ଉତ୍ତର – ସ୍ଵିଡେନ

ପ୍ରଶ୍ନ – ଭୋଜପୁରୀ କେଉଁ ଦେଶର ଭାଷା ଅଟେ ?

ଉତ୍ତର – ମରିଶସ

ପ୍ରଶ୍ନ – ସିନ୍ଧୁ ସଭ୍ୟତାର ଖୋଜ କେବେ ହୋଇଥିଲା ?

ଉତ୍ତର – ୧୯୨୧

ପ୍ରଶ୍ନ – ଉଦ୍ୟାନର ସହର କାହାକୁ କୁହାଯାଏ ?

ଉତ୍ତର – କପୁରଥଲା

ପ୍ରଶ୍ନ – ଭାରତର ସବୁଠୁ ଚଉଡା ନଦୀ ର ନାଁ କଣ ?

ଉତ୍ତର – ବ୍ରହ୍ମପୁତ୍ର ନଦୀ

ପ୍ରଶ୍ନ – ମୁଦ୍ରାରାକ୍ଷସର ରଚନା କିଏ କରିଥିଲେ ?

ଉତ୍ତର – ବିଶାଖଦତ୍ତ

ପ୍ରଶ୍ନ – ଦୁନିଆର ସବୁଠୁ ଗରମ ଦେଶ କାହାକୁ କୁହାଯାଏ ?

ଉତ୍ତର – ଲିବିୟା

ପ୍ରଶ୍ନ – ମିନି ପଞ୍ଜାବ କାହାକୁ କୁହନ୍ତି ?

ଉତ୍ତର – କାନାଡା

ପ୍ରଶ୍ନ – ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅଛି ?

ଉତ୍ତର – ଭାରତ

ପ୍ରଶ୍ନ – ନାଲି ଗ୍ରହ କାହାକୁ କୁହାଯାଏ ?

ଉତ୍ତର – ମଙ୍ଗଲ ଗ୍ରହ

ପ୍ରଶ୍ନ – କଳା ସୁନା କାହାକୁ କୁହନ୍ତି ?

ଉତ୍ତର – ଅଫିମ

ପ୍ରଶ୍ନ – ହାତୀ ଉତ୍ସବ କେଉଁଠି ପାଳନ କରାଯାଏ ?

ଉତ୍ତର – ଜୟପୁର

ପ୍ରଶ୍ନ – ଭାରତୀୟ ନୋଟ ଉପରେ ମୋଟ କେତୋଟି ଭାଷା ଅଛି ?

ଉତ୍ତର – ୧୭ ଟି ଭାଷା

ପ୍ରଶ୍ନ – ସବୁଠୁ ଅଧିକ ଜୋରରେ ଦୌଡୁଥିବା ପଶୁ କିଏ ?

ଉତ୍ତର – ଚିତା

ପ୍ରଶ୍ନ – ରାଜସ୍ଥାନର ହୃଦୟ କାହାକୁ କୁହନ୍ତି ?

ଉତ୍ତର – ଅଜମେର

ପ୍ରଶ୍ନ – ଫ୍ୟୁଜିୟାମା ଜ୍ଵାଳାମୁଖୀ କଉଁଠି ଅବସ୍ଥିତ ?

ଉତ୍ତର – ଜାପାନ

ପ୍ରଶ୍ନ – ଦେଶନାୟକ କାହାର ଉପାଧି ଅଟେ ?

ଉତ୍ତର – ସୁଭାଷ ଚନ୍ଦ୍ର ବୋସ

ପ୍ରଶ୍ନ – ରୁଗବେଦରେ କେତୋଟି ମଣ୍ଡଲ ଅଛି ?

ଉତ୍ତର – ୧୦ ଟି

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ସିନେମାଘର କେଉଁଠି ଅବସ୍ଥିତ ?

ଉତ୍ତର – ନ୍ୟୁୟର୍କ

ପ୍ରଶ୍ନ – ସଂସାରର ସବୁଠୁ ବଡ କଇଁଛ କେଉଁ ସ୍ଥାନରେ ମିଳିଥାଏ ?

ଉତ୍ତର – ଅଷ୍ଟ୍ରେଲିୟା

ପ୍ରଶ୍ନ – ପୁଅ ଝିଅକୁ ତାହାର ନାଁ ପଚାରିଲା

ଝିଅ ଜବାବ ଦେଲେ କି ୩୧୧୨୧୧

କୁହନ୍ତୁ ଝିଅର ନାଁ କଣ ?

ଉତ୍ତର – ଆଶା

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *