ଦେଖୁ ଦେଖୁ ବନ୍ୟା ପାଣିରେ ଏମିତି ଖସି ପଡିଲା West Bengalର Birbhum ବ୍ରିଜ, ଦେଖନ୍ତୁ Video

ଦୁନିଆରେ ଏମିତି କିଛି ଘଟଣା ଘଟୁଛି ଯାହା ବିରଳ ଦୃଶ୍ୟ ଅଟେ । ଯାହାକୁ କେହି କେବ ଆଶା କରି ନ ଥିବେ ସେହି ଭଳି ଘଟଣା ଦୁର୍ଘଟଣା ଘଟୁଛି । କିଛି ଘଟଣା ଏମିତି ଘଟୁଛି ଯାହା ପ୍ରକୃତି ଦ୍ଵାରା ଘଟୁଛି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ଆପଣ ମାନେ ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖୁଛନ୍ତି ତାହା ଦେଖିଲେ ହୁଏ ତ ଆପଣ ମାନେ ବିଶ୍ଵାସ ନ କରି ମ୍ପାରନ୍ତି । କିନ୍ତୁ ଏହା ସତ୍ୟ ଘଟଣା ଅଟେ । ଆଜିକାଲି ଯେଉଁ ବ୍ରିଜ କାମ ହେଉଛି ତାହା କଣ୍ଟ୍ରାକ୍ଟର ମାନେ ଠିକ ଭାବେ ନ କରୁ ଥିବାରୁ ଅନେକ କ୍ଷୟକ୍ଷତି ଘଟୁଛି । ଯାହା ଫଳରେ ଲୋକ ମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି ।

ତେବେ ସୂଚନା ଅନୁସାରେ କୋଲକାତା ର ବୀରଭୂମ ବ୍ରିଜ ଟି ପାଣି ର ପ୍ରଖର ସ୍ରୋତ ରେ ଖସି ପଡିଛି । ଯାହା ଆପଣ ମାନେ ଏହି ଭିଡିଓ ଜାରିଆରେ ଦେଖି ପାରିବେ । ଆପଣ ମାନେ ଦେଖି ପାରିବେ ଯେ ପାଣି ର ସ୍ରୋତ କେତେ ଜୋର ରେ ରହିଛି । କାରଣ ଗତ କିଛି ଦିନ ହେବ ଯେଉଁ ଭଳି ଭାବେ ବର୍ଷା ଲଗାତାର ହେବାରେ ଲାଗିଛି ଯାହା ପାଇଁ ପାଣି ର ସୁଅ ବଢି ବନ୍ୟା ଆଡକୁ ଗତି କରିବାରେ ଲାଗିଛି । ପାଣି ର ସ୍ରୋତ ସମ୍ଭାଳି ନ ପାରି ବ୍ରିଜ ଟି ଖସି ପଡିଛି । ସିଧା ସଳଖ ଭାବେ କହିବାକୁ ଗଲେ ଚାହୁଁ ଚାହୁଁ ବ୍ରିଜ ଟି ପାଣି ଭିତକୁ ଖସି ପଡିଛି ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ତେବେ ଏଥି ପାଇଁ ଦାୟୀ ହେଉଛନ୍ତି ଯେଉଁ ମାନେ ଏହି ବ୍ରିଜ ତିଆରି କରିଛନ୍ତି । ଯେଉଁ ଭଳି ଭାବେ ବ୍ରିଜ ଟି ଖସି ପଡିଛି ଯଦି କୌଣସି ଯାନ ବାହନ ସେହି ସମୟରେ ସେହି ବ୍ରିଜ ଉପରେ ଯାଉଥାନ୍ତା ତେବେ କଣ ହେଇଥାନ୍ତା କିଛି କହି ହେଉ ନାହି । ତେବେ ଏହି ଘଟଣା ପାର୍ଟି ପ୍ରଶାସନ ଅଧିକ ଗୁରୁତ୍ଵ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମର ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *