ଡେଲିଭରି ବୟଙ୍କ ଗୁମର ଖୋଲିଦେଲେ ତାଙ୍କ ପତ୍ନୀ, କହିଲେ କିଛି ଏମିତି ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ହେବ ଡେଲିଭରି ବଏ ପତିତପାବନ ପୃଷ୍ଟି କୁ ନେଇ ଘଟଣା ସାମନାକୁ ଆସିଥିଲା ସେ ଡେଲିଭରି ବଏ ବର୍ତ୍ତମାନ ଧରା ପଡିଛି । ସେ ଗୋଟେ ଝିଅକୁ ପ୍ରେମ କରି ତାକୁ ମ୍ୟାରେଜ କରିବା ପରେ ଅନ୍ୟ ଏକ ଝିଅ ସହ କିଛି ଟଙ୍କା ନେଇ ଫେରାର ହୋଇ ଯାଇଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରେ ଡେଲିଭରି ବଏ ନିଜ ପ୍ରେମିକା ସହ ଧରା ପଡିଛି । ତାର ସ୍ତ୍ରୀ ଓ ପୋଲିସ ମଧ୍ୟରେ ଏମିତି କିଛି ବାର୍ତ୍ତାଳାପ ହୋଇଛି ଯାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଡେଲିଭରି ବଏର ସ୍ତ୍ରୀର କହିବା ଅନୁସାରେ ଯଦି ତୋ ମନରେ ଆଉ କେହି ଥିଲା ତ କଣ ପାଇଁ ମତେ ଜଣେଇଲୁଣି ?

ମୁଁ ଗୋଟେ ଛୋଟ ପିଲା ତୁ କଣ ପାଇଁ ମୋ ଜୀବନ ନଷ୍ଟ କରିଲୁ ? ଡେଲିଭରି ବଏ ର ସ୍ତ୍ରୀ ଙ୍କ କହିବା ମୁତାବକ ଯଦି ସେ ଝିଅର ଘର ଲୋକେ କେସ ଦେଇଛନ୍ତି କି ତାଙ୍କ ଝିଅକୁ ମୋ ସ୍ଵାମୀ କିଡନାପ କରି ନେଇଛନ୍ତି ତେବେ କଣ ସେ ଝିଅ ଜାଣି ଣ ଥିଲା କି ସେ ପୂର୍ବରୁ ବିବାହ କରିଛି ବିନା ଡିଭୋର୍ସରେ ସେ କେମିତି ମୋ ସ୍ଵାମୀ ସହ ସମ୍ପର୍କ ରଖି ତା ସହ ଫେରା ହେଲା ? ସେ ଝିଅ ଜାଣିଶୁଣି ତାଙ୍କ ସ୍ଵାମୀଙ୍କୁ ଫସାଇଛନ୍ତି ବୋଲି ଡେଲିଭରି ବଏର ସ୍ତ୍ରୀ କହିଛନ୍ତି । ପୋଲିସର କହିବା ଅନୁସାରେ ଡେଲିଭରି ବଏ ନିଜର କିଡନାପ କରିବା ବାହାନାରେ ପ୍ରେମିକା ସହ ଫେରାର ହୋଇ ଏକ ନାଟକ କରିଛନ୍ତି ।

ସେହି ପ୍ରେମିକା ଜଣକ ତାଙ୍କର ଭଉଣୀ ବୋଲି ଡେଲିଭରି ବଏ ପୂର୍ବରୁ ନିଜ ସ୍ତ୍ରୀଙ୍କୁ କହିଥିଲେ । ଡେଲିଭରି ବଏର ସ୍ତ୍ରୀ ନିଜ ସ୍ଵାମୀ ଫେରି ଆସନ୍ତୁ ବୋଲି ଚାହୁଛନ୍ତି । ଯେଉଁ ଝିଅ ଡେଲିଭରି ବଏ ସହ ଫେରାର ହୋଇଛି ତା ଗାଁ ଲୋକମାନେ କିଛି ଚକ୍ରାନ୍ତ କରି ତାଙ୍କ ସ୍ଵାମୀକୁ ଫସାଇଛନ୍ତି ବୋଲି ସ୍ତ୍ରୀ କହିଛି । ତାଙ୍କ ସ୍ଵାମୀ କାହାକୁ ଭଲ ପାଉ ନ ଥିଲେ କିନ୍ତୁ ଗୋଟେ ଝିଅ ତାଙ୍କୁ ଭଲ ପାଉଥିଲେ ବୋଲି ସ୍ତ୍ରୀ ଜଣକ କହିଛନ୍ତି । ସେ ଆଗରୁ ସବୁ କଥା ଜାଣି ମଧ୍ୟ ତାଙ୍କ ସ୍ଵାମୀ ଉପରେ କେବେ ସନ୍ଦେହ କରି ନାହାନ୍ତି ବୋଲି ସ୍ତ୍ରୀ କହିଛନ୍ତି । କୋର୍ଟ ମ୍ୟାରେଜ କରି ଡେଲିଭରି ବଏ ନିଜ ସ୍ତ୍ରୀ କୁ ଧୋକ୍କା ଦେଇଛି ।

ତାର ସ୍ତ୍ରୀର କହିବା ଅନୁସାରେ ସେ ମୋ ସ୍ଵାମୀ ମୋ ପାଖରେ ରହିବେ ଯଦି ମୋ ପାଖରେ ନ ରହିବେ ତେବେ ଜେଲରେ ରହିବେ । ନିଜ ସ୍ଵାମୀ ଓ ତା ପ୍ରେମିକା ଆସିବା ପରେ ଦୁହିଙ୍କ ଠାରୁ ସତ କଣ ଆଦାୟ କରିବେ ବୋଲି ସ୍ତ୍ରୀ କହିଛନ୍ତି । ଯଦି ଅନ୍ୟ ଝିଅ ସହ ତମର ସମ୍ପର୍କ ଥିଲା ତେବେ ମୋ ଜୀବନ ସହ କଣ ପାଇଁ ଖେଳ ଖେଳିଳ ଏହି ଭଳି ପ୍ରଶ୍ନ କରିବେ ଡେଲିଭରି ବଏ ର ସ୍ତ୍ରୀ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *