ଦେଶର ଆଉ ଜଣେ ଲେଡି ସିଙ୍ଘମ, ଯିଏ ମୁଖ୍ୟମନ୍ତ୍ରୀ ଙ୍କୁ ବି ଗିରଫ କରିବାକୁ ପଛେଇ ନଥିଲେ, ଯାହାଙ୍କ କାହାଣୀ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ ଏହି Video

ଆଇପିଏସ ଡ଼ି ରୂପା ଏକ ଏମିତି ନାଁ ଅଟେ ଯାହାକୁ ଶୁଣିବା ପରେ ଅ-ପ-ରା-ଧୀଙ୍କ ସହ ବଡ ବଡ ନେତା ବି ଭୟଭୀତ ହୋଇ ଯାଆନ୍ତି । ଆପଣ ବହୁତ ଆଇପିଏସ ଓ ଆଇଏଏସ ଅଫିସରଙ୍କ ବିଷୟରେ ଶୁଣିଥିବେ ଓ ତାଙ୍କର ସାହାସିକତା ବିଷୟରେ ବି ଜାଣିଥିବେ ।

କିନ୍ତୁ ଆଇପିଏସ ଡ଼ି ରୂପା ସେହି ସମସ୍ତଙ୍କ ଠାରୁ ପୂରାପୂରି ଭିନ୍ନ ଅଟନ୍ତି । ଅ-ପ-ରା-ଧୀ ଦୂରର କଥା ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବି ଗିରଫତାର କରିବାକୁ ପହଞ୍ଚି ଯାଇଥିଲେ । ତେବେ ଚାଳନ୍ତୁ ଜାଣିବା ତାଙ୍କ ବିଷୟରେ । ଆଇପିଏସ ଡ଼ି ରୂପା ହେଉଛନ୍ତି କର୍ଣାଟକ କ୍ୟାଡର ୨୦୦୦ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ଅତିରିକ୍ତ ଜେନେରାଲ ଅଫିସର, ସିଭିଲ ଡ଼ିଫେନ୍ସରେ ଆଡିସନାଳ କାମଡାଣ୍ଡ ପଦରେ କାମ କରିଛନ୍ତି, ଟ୍ରାଫିକ ଓ ରୋଡ ସେଫ୍ଟି ଡିପାର୍ଟମେଣ୍ଟରେ କମିଶନର, କର୍ଣାଟକ ଜେଲରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବରେ କାମ କରିସାରିଛନ୍ତି ।

ଡ଼ି ରୂପା ଦେଶର ପ୍ରଥମ ଆଇପିଏସ ଅଧିକାରୀ ଥିଲେ ଯାହାଙ୍କୁ ୨୦୧୩ରେ ସାଇବର କ୍ରା-ଇ-ମ ଏକ ମାମଲାରେ ତଦନ୍ତର ଦାୟିତ୍ଵ ଦିଆଯାଇ ଥିଲା ଓ ସେହି ସମୟରେ ସାଇବର କ୍ରା-ଇ-ମକୁ ଅଟକାଇବାରେ ପୋଲିସକୁ ବହୁତ ସଫଳତା ମଧ୍ୟ ମିଳିଥିଲା । କିନ୍ତୁ ଆଇପିଏସ ଡ଼ି ରୂପା ସେହି ସମୟରେ ଅଧିକ ପାପୁଳାର ହେଲେ ଓ ଲୋକମାନେ ତାଙ୍କୁ ଲେଡି ସିଙ୍ଘମ ବୋଲି ସେତେବେଳେ ଜାଣିଲେ ଯେତେବେଳେ ସେ ୨୦୦୪ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଉମା ଭାରତୀଙ୍କୁ ଗିରଫ କରିବାକୁ ପହଞ୍ଚି ଯାଇଥିଲେ ।

କହିବାକୁ ଗଲେ ଉମା ଭାରତୀଙ୍କ ବିରୁଦ୍ଧରେ ୧୦ ବର୍ଷ ପୁରୁଣା ମାମଲାରେ ଜାମିନୀ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଉମା ଭାରତୀ ଅଗଷ୍ଟ ୧୫ ୧୯୯୪ରେ କର୍ଣାଟକର ହୁବଲିର ଏକ ତିରଙ୍ଗା ଉଡାଇ ଥିଲେ ଓ ଯାହା ପରେ ସେ ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ହୁବଲି କୋର୍ଟରୁ ୱାରେଣ୍ଟ ଜାରି କରିବା ସମୟରେ ଡ଼ି ରୂପା କର୍ଣାଟକର ଏକ ଜିଲ୍ଲାର ଏସପି ଥିଲେ । ୱାରେଣ୍ଟ ପାଇବା ମାତ୍ରେ ହିଁ ସେ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ।

କିନ୍ତୁ ଗିରଫ ହେବା ପୂର୍ବରୁ ଉମା ଭାରତୀୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ୨୦୧୭ରେ ଅନ୍ୟ ଏକ ଘଟଣାକୁ ବି ନେଇ ଡ଼ି ରୂପା ଚର୍ଚାରେ ଆସିଥିଲେ । ଯେତେବେଳେ ଜୟଲଳିତାଙ୍କ ପାର୍ଟି AIATMKର ନେତା ଶଶିକଳା ଜେଲରେ ଥିଲେ ସେହି ସମୟରେ ଡ଼ି ରୂପା ଜେଲ ବିଭାଗରେ ଥିଲେ ଓ ଯେଉଁ ଜେଲରେ ଶଶିକଳା ରହିଥିଲେ ଥରେ ସେହି ଜେଲର ନିରୀକ୍ଷଣରେ ଡ଼ି ରୂପା ଯାଇଥିଲେ । ଏହା ପରେ ସେ ଗୋଟିଏ ରିପୋର୍ଟ ଦାଖଲ କରିଥିଲେ ।

ଯେଉଁଥିରେ ଶଶିକଳାଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଛି ବୋଲି ସେ ଅଭିଯୋଗ ହୋଇଥିଲା । ଜେଲରେ ତାଙ୍କ ପାଇଁ ୫ ଭଖରା ଭଳି ରୁମ ସହ ସମସ୍ତ ପ୍ରକାରର ସୁବିଧା ଥିଲା । ଏହା ସହ ଡ଼ି ରୂପା ନିଜର ରିପୋର୍ଟରେ ଲେଖିଥିଲେ କି ଶଶିକଳାଙ୍କୁ ଜେଲରେ ସମସ୍ତ ସୁବିଧା ଦେବା ପାଇଁ ଜେଲର କର୍ତ୍ତୁପକ୍ଷଙ୍କୁ ୨ କୋଟି ଟଙ୍କା ଦିଆଯାଇଛି ।

ଡ଼ି ରୂପା କେବଳ ଆଇପିଏସ ଅଧିକାରୀ ନୁହନ୍ତି ସେ ଜଣେ ଭାରତନାଟ୍ୟମ ଡାନ୍ସର ସହ, ଗୀତ ମଧ୍ୟ ଗାଆନ୍ତି । ଏହା ସହିତ ଡ଼ି ରୂପା ଜଣେ ସାର୍ପ ସୁ-ଟ-ର ହୋଇଥିବା ସହ ସୁ-ଟି-ଙ୍ଗ ପାଇଁ ସେ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *